ଏଷ୍ଟର ବିବରଣ 5:5 · ଓଡ଼ିଆ ବାଇବେଲ
ଏହାପରେ ରାଜା କହିଲେ, ହାମନକୁ ଶୀଘ୍ର ଆଣ, ତାହାହେଲେ ଏଷ୍ଟର ଯାହା କହିଛନ୍ତି ଆମ୍ଭେ ତାହା କରିପାରିବୁ।
Cross references
ଏଷ୍ଟର ବିବରଣ 6:14
ସମାନେେ ତାହା ସହିତ ଏହିପରି କଥାବାର୍ତ୍ତା କରୁ କରୁ ରାଜ-ନଫୁସକମାନେ ଆସି ଏଷ୍ଟରର ପ୍ରସ୍ତୁତ ଭୋଜିକୁ ହାମନକୁ ନବୋ ପାଇଁ ଚଞ୍ଚଳ ହେଲେ।