Home Bibles ଏଷ୍ଟର ବିବରଣ 1:12 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 1:12 · ଓଡ଼ିଆ ବାଇବେଲ

ମାତ୍ର ବାଷ୍ଟୀରାଣୀ ନଫୁସକମାନଙ୍କ ଦ୍ବାରା ରାଜାର କଥିତ ଆଜ୍ଞା ରେ ଆସିବାକୁ ରାଜି ହେଲା ନାହିଁ। ଏମୁ ରାଜା ଅତିଶଯ କୋରଧ କଲେ ଓ ତାହାର ଅନ୍ତକରଣ ରେ କୋରଧାଗ୍ନି ପ୍ରଜ୍ବଳିତ ହେଲା।

Cross references

ଆଦି ପୁସ୍ତକ 3:16

ଏହାପରେ ସଦାପ୍ରଭୁ ପରମେଶ୍ବର ସହେି ସ୍ତ୍ରୀ ଲୋକଟିକୁ କହିଲେ, ମୁଁ ତୁମ୍ଭର କାର୍ୟ୍ଯଭାର ଏବଂ ତୁମ୍ଭର ଗର୍ଭ ବଦନୋ ମଧ୍ଯ ବଢ଼ାଇବି। ତୁମ୍ଭେ ବ୍ଯଥା ରେ ସନ୍ତାନ ପ୍ରସବ କରିବ। ପୁଣି ସ୍ବାମୀ ପ୍ରତି ତୁମ୍ଭର ବାସନା ରହିବ ସେ ତୁମ୍ଭ ଉପରେ କତ୍ତୃର୍ତ୍ବ କରିବ।

ଯାତ୍ରା ପୁସ୍ତକ 32:19

ମାଶାେ ଛାଉଣୀର ନିକଟକୁ ଆସିଲେ। ସେ ସହେି ସୁବର୍ଣ୍ଣର ବାଛୁରୀ ଦେଖିଲେ ଏବଂ ସେ ଲୋକମାନଙ୍କୁ ନାଚୁଥିବାର ଦେଖିଲେ। ମାଶାେ ରାଗିଗଲେ। ସେ ରାଗ ରେ ସହେି ପ୍ରସ୍ତର ଫଳକକୁ ପର୍ବତ ତଳେ ଫିଙ୍ଗି ଚୁନା କରି ଦେଲେ।

ଯାତ୍ରା ପୁସ୍ତକ 32:22

ହାରୋଣ ଉତ୍ତର ଦେଲେ, କୋର୍ଧ ହୁଅ ନାହିଁ ମହାଶୟ। ତୁମ୍ଭେ ଜାଣ ଏହି ଲୋକମାନେ ସର୍ବଦା ଭୂଲ କରନ୍ତି।

ଦିତୀୟ ବିବରଣ 29:20

ସଦାପ୍ରଭୁ ତାହାକକ୍ସ୍ଟ କ୍ଷମା କରିବାକୁ ସମ୍ମତ ହବେେ ନାହିଁ। ମାତ୍ର ତତ୍କ୍ଷଣାତ ସହେି ଲୋକପ୍ରତି ସଦାପ୍ରଭୁଙ୍କ କୋରଧ ଓ ଅନ୍ତଜର୍‌ବାଳା ସଧୂମ ହାଇେ ଉଠିବ।

ଗୀତସଂହିତା 74:1

ପରମେଶ୍ବର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ଯାଗ କଲ ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ୟେ ତୁମ୍ଭର ନିଜ ଦଳ?

ଗୀତସଂହିତା 79:5

ହେ ପରମେଶ୍ବର, ଏହା ଆଉ କେତେ ଦିନ ପର୍ୟ୍ଯନ୍ତ ୟିବ ? ତୁମ୍ଭେ କ'ଣ ଚିରକାଳ ଆମ୍ଭମାନଙ୍କ ଉପରେ କୋର୍ଧ କରିଥିବ ? ତୁମ୍ଭର ଅନ୍ତର କଗ୍ଦଣ ଜ୍ବାଳା ଅଗ୍ନିପରି ସର୍ବଦା ଜଳିବ ?

ହିତୋପଦେଶ 19:12

ରାଜାର କୋର୍ଧ ସିଂହର ଗର୍ଜ୍ଜନ ସଦୃଶ। କିନ୍ତୁ ତା'ର ଅନୁଗ୍ରହ ତୃଣ ଉପ ରେ ଥିବା କାକର ତୁଲ୍ଯ।

ହିତୋପଦେଶ 20:2

ରାଜାଙ୍କର ରାଗ ସିଂହର ଗର୍ଜ୍ଜନ ପରି, ଯେ ତାଙ୍କର କୋରଧ ଜନ୍ମାଏ, ସେ ନିଜେ ତା'ର ଜୀବନ ପ୍ରତି ବିପଦ ଆଣେ।

ଦାନିଏଲ 2:12

ଏହି କାରଣରୁ ରାଜା କ୍ରୋଧିତ ଓ କୋପାନ୍ବିତ ହାଇେ ବାବିଲର ସକଳ ବିଦ୍ବାନ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲେ।

ଦାନିଏଲ 3:13

ଏହି ସମ୍ବାଦ ଶୁଣି ନବୂଖଦ୍ନିତ୍ସର କୋରଧାନ୍ବିତ ହାଇେ ତାଙ୍କର ଲୋକମାନଙ୍କୁ ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ଆଣବା ପାଇଁ ପଠାଇଲେ। ତେଣୁ ତାଙ୍କର ଲୋକମାନେ ସମାନଙ୍କେୁ ରାଜାଙ୍କର ବିଗ୍ଭରାଳଯକୁ ଛାମୁକୁ ଆଣିଲେ।

ଦାନିଏଲ 3:19

ଏଥି ରେ ନବୂଖଦ୍ନିତ୍ସର ଅତ୍ଯନ୍ତ କୋର୍ଧାନ୍ବିତ ହେଲା। ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳ ରେ ତା'ର ମୁଖ ବିକଟାକାର ହେଲା। ତେଣୁ ସେ ଅଗ୍ନିକୁଣ୍ତକୁ ସାଧାରଣ ଉତ୍ତାପଠାରୁ ସାତଗୁଣ ଉତ୍ତପ୍ତ କରିବାକୁ ଆଜ୍ଞା ଦଲୋ।

ନାହୂମ 1:6

ସଦାପ୍ରଭୁଙ୍କ କୋର୍ଧ ବିରୁଦ୍ଧ ରେ କହେି ତିଷ୍ଠି ପାରିବେ ନାହିଁ। ତାଙ୍କର ଭୟଙ୍କର କୋର୍ଧକୁ କହେି ସହ୍ଯ କରିପାରିବେ ନାହିଁ। ତାଙ୍କର କୋରଧ ଅଗ୍ନି ସଦୃଶ ଜଳି ଉଠିବ। ତାଙ୍କର ଆଗମନ ରେ ପଥରଗୁଡିକ ଖଣ୍ତ ଖଣ୍ତ ହାଇଯେିବ।

ଏଫିସୀୟଙ୍କ ପ୍ରତି ପତ୍ର 5:22

ହେ ପତ୍ନୀମାନେ ! ତୁମ୍ଭମାନେେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହାଇେଛ, ସପରେି ନିଜ ସ୍ବାମୀମାନଙ୍କର ବଶୀଭୂତା ହୁଅ।

ଏଫିସୀୟଙ୍କ ପ୍ରତି ପତ୍ର 5:24

ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ ଅଟେ, ସହେିପରି ହେ ପତ୍ନୀମାନେ, ତୁମ୍ଭମାନେେ ପ୍ରେତ୍ୟକକ କଥା ରେ ନିଜ ପତିଙ୍କର ବଶୀଭୂତା ହବୋ ଉଚିତ୍।

ପିତରଙ୍କ ପ୍ରଥମ ପତ୍ 3:1

ଠିକ୍ ସହେି ଭଳି ପତ୍ନୀମାନେ ନିଜ ନିଜର ପତିମାନଙ୍କର ଅଧିକାର ମାନିବା ଉଚିତ୍। ତା' ହେଲେ, ଯଦି ପତିମାନଙ୍କ ମଧ୍ଯରୁ କେତଜେଣ ପରମେଶ୍ବରଙ୍କ ଶିକ୍ଷା ମାନୁ ନାହାଁନ୍ତି, ସମାନଙ୍କେୁ ବିଶ୍ବାସ କରିବା ପାଇଁ ମନାଇପାରିବ। ତୁମ୍ଭେ କିଛି କହିବା ଦରକାର ହବେ ନାହିଁ। ସମାନେେ ସମାନଙ୍କେର ପତ୍ନୀଙ୍କ ଜୀବନ ଦେଖି ପ୍ରଭାବିତ ହବେେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:16

ଲୋକମାନେ ପର୍ବତ ଓ ଶିଳାଗୁଡ଼ିକୁ କହିଲେ, “ଆମ୍ଭ ଉପରେ ଖସି ପଡ଼। ସିଂହାସନରେ ଯିଏ ବସିଛନ୍ତି, ତାହାଙ୍କ ସମ୍ମୁଖରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଗ୍ଭଅ।

Interlinear

Choose Theme