Home Bibles ଏଫିସୀୟଙ୍କ ପ୍ରତି ପତ୍ର 5:13 · ଓଡ଼ିଆ ବାଇବେଲ
ଏଫିସୀୟଙ୍କ ପ୍ରତି ପତ୍ର 5:13 · ଓଡ଼ିଆ ବାଇବେଲ

କିନ୍ତୁ ଆଲୋକ ସମ୍ମୁଖ ରେ ଏଗୁଡ଼ିକୁ ରଖିଲେ, ଏସବୁ କର୍ମର ସମସ୍ତ ମନ୍ଦତା ସ୍ପଷ୍ଟ ଭାବେ ପ୍ରକାଶିତ ହୁଏ।

Cross references

ଯିରିମିୟଙ୍କ ବିଳାପ 2:14

ତୁମ୍ଭର ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭ ପାଇଁ ଦର୍ଶନ ପାଇଛନ୍ତି। ମାତ୍ର ତାହା ଅସାର ଓ ମିଥ୍ଯା ରେ ପରିପୂର୍ଣ୍ଣ। ସମାନେେ ତୁମ୍ଭର ଭଲ ପାଇଁ ଓ ତୁମ୍ଭର ଅଧର୍ମ ମାଚେନ ପାଇଁ ପ୍ରଚାର କରିନାହାଁନ୍ତି। ମାତ୍ର ଅସାର ଭାରୋକ୍ତି ଓ ତୁମ୍ଭ ନିର୍ବାସିତ ହବୋର ଦେଖି ପ୍ରଚାର କରିଅଛନ୍ତି।

ହୋଶେୟ 2:10

ବର୍ତ୍ତମାନ ଆମ୍ଭେ ତାକୁ ଉଲଗ୍ନ କରିଦବୋ। ତା'ର ଉଲଗ୍ନ ଶରୀର ତା'ର ପ୍ ରମେିକ ଲୋକମାନେ ଦେଖିବେ। ଆମ୍ଭ କବଳରୁ ତା'କୁ କହେି ରକ୍ଷା କରିପାରିବେ ନାହିଁ।

ହୋଶେୟ 7:1

ଆମ୍ଭେ ଇଶ୍ରାୟେଲକୁ ସୁସ୍ଥ କରିବା। ତା'ପ ରେ ଲୋକମାନେ ଜାଣିବେ ଯେ ଇଫ୍ରଯିମ ପାପ କରିଥିଲା। ଶମରିଯାର ପାପ ଆଚରଣ ବିଷଯ ରେ ଲୋକମାନେ ଜାଣିବେ। ସହେି ସହର ରେ ଗ୍ଭରମାନେେ ୟାତାଯତ କରୁଛନ୍ତି ଲୋକମାନେ ଜାଣିବେ।

ମୀଖା 7:9

ମୁଁ ସଦାପ୍ରଭୁଙ୍କ ସମ୍ମୁଖ ରେ ପାପ କରିଥିଲି, ତେଣୁ ସଦାପ୍ରଭୁ ମାେ ଉପ ରେ କୋରଧାନ୍ବିତ ହାଇେଥିଲେ। ମାତ୍ର ସେ ମାେ ପାଇଁ ୟୁକ୍ତି ବାଢିବେ ଏବଂ ମାେ ପାଇଁ ନ୍ଯାଯ ବିଗ୍ଭର କରିବେ। ସେ ମାେତେ ଆଲୋକକୁ ଆଣିବେ ଓ ମୁଁ ତାଙ୍କର ଧାର୍ମିକତା ଦେଖିବି।

ଯୋହନଲିଖିତ ସୁସମାଚାର 3:20

ମନ୍ଦକାର୍ୟ୍ଯ କରୁଥିବା ପ୍ରେତ୍ୟକକ ଲୋକ ଆଲୋକକୁ ଘୃଣା କରେ। ସେ କବେେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା'ର କୃତ ସମସ୍ତ ମନ୍ଦକାର୍ୟ୍ଯ ଗୁଡିକୁ ଦଖାଇେ ଦବେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 4:5

ଅତଏବ, ଠିକ୍ ସମୟ ନ ଆସିବା ପର୍ୟ୍ଯନ୍ତ ଅର୍ଥାତ୍ ପୁନରାଗମନ ପର୍ୟ୍ଯନ୍ତ, କୌଣସି କଥାର ବିଚାର କରିବା ଅନୁଚିତ। ସେ ଅନ୍ଧକାର ରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତ ରେ ଥିବା ଗୁପ୍ତ ଉଦ୍ଦେଶ୍ଯ ଗୁଡ଼ିକୁ ପ୍ରକାଶ କରିବେ। ସେତବେେଳେ ପରମେଶ୍ବର ପ୍ରେତ୍ୟକକଙ୍କୁ ଯାହାର ପ୍ରାପ୍ଯ ପ୍ରଶଂସା ତାହା ପ୍ରଦାନ କରିବେ।

ଏବ୍ରୀ 1:13

ପରମେଶ୍ବର କବେେ ହେଲେ କୌଣସି ସ୍ବର୍ଗଦୂତକୁ କହିଛନ୍ତି କି ଯେ :

Interlinear

Choose Theme