ପୁଣି ଥରେ ମୁଁ ସୂର୍ୟ୍ଯ ତଳେ ଆଉ ଗୋଟିଏ ଜିନିଷ ଦେଖିଲି: ନ୍ଯାଯ ସ୍ଥାନ ରେ, ଦୁଷ୍ଟତା ସଠାେ ରେ ଥିଲା, ଏବଂ ଯେଉଁଠା ରେ ଧାର୍ମିକତା ରହିବା ଉଚିତ୍ ଥିଲା, ସଠାେ ରେ ଜଣେ ଦୁରାଚାର ଥିଲା।
Cross references
ସହେି ପତ୍ର ରେ ସେ ଏହା ଲେଖିଥିଲେ:
ବିଚାରକଗଣ !ତୁମ୍ଭେ ନ୍ଯାଯ ଭାବରେ କୁହ କି ? ତୁମ୍ଭେ ଲୋକମାନଙ୍କର ଧର୍ମ ବିଚାର କର କି ?
ନା, ତୁମ୍ଭେ କବଳେ ମନ୍ଦକାର୍ୟ୍ଯ କରିବା ପାଇଁ ଚିନ୍ତା କରୁଛ। ତୁମ୍ଭମାନେେ ନିଜେ ଏହି ଦେଶରେ ଅପରାଧ କରୁଛି।
ପରମେଶ୍ବର କହନ୍ତି, ତୁମ୍ଭମାନେେ କେତକୋଳ ପର୍ୟ୍ଯନ୍ତ ଅନ୍ଯାଯ ବିଚାର କରିବ ? ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ ?
ଯେଉଁ ବିଚାରକଗଣ ଭଲ ଲୋକମାନଙ୍କୁ ନ୍ଯାଯ ଦିଅନ୍ତି ନାହିଁ, ସମାନେେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସମାନଙ୍କେୁ ମରଣର ଆରୋପ କର।
ପୁନରାଯ ବହୁତ ଲୋକ ଅତ୍ଯାଚାରିତ ହେଉଥିବାର ଓ କାନ୍ଦୁଥିବାର ମୁଁ ଦେଖିଲି। ମୁଁ ଦେଖିଲି ଯେ, ସମାନଙ୍କେୁ ସାନ୍ତ୍ବନା ଦବୋ ପାଇଁ କହେି ମଧ୍ଯ ନ ଥିଲେ। ମୁଁ କଷ୍ଟ ଭୋଗ କରୁଥିବା ଲୋକମାନଙ୍କୁ ମୁଁ ଦେଖିଲି ଓ ଶାସନ ରେ ଥିବା ଲୋକମାନଙ୍କର ନିଷ୍ଠୁରତା ମଧ୍ଯ ମୁଁ ଦେଖିଲି। ସମାନଙ୍କେ ଦ୍ବାରା ଆହତ ଲୋକମାନଙ୍କୁ କହେି ସାନ୍ତ୍ବନା ଦବୋକୁ ନ ଥିଲେ।
ଅନକେ ଫାମ୍ପା ସ୍ବପ୍ନ ଏବଂ ଅନକେ ବାଚାଳତା ଯୋଗୁଁ ଏସବୁ ଘଟେ। ମାତ୍ର ତୁମ୍ଭେ ପରମେଶ୍ବରଙ୍କୁ ନିଶ୍ଚଯ ଭୟ କର।
କେତକେ ଦେଶ ରେ ଯଦି ତୁମ୍ଭମାନେେ ଦେଖ ଯେ, ଲୋକମାନେ ଅତ୍ଯାଚାର କଲେ ଓ ନ୍ଯାଯ ବିଚାରକୁ ଅସ୍ବୀକାର କଲେ, ଏଥି ରେ ଆଶ୍ଚର୍ୟ୍ଯ ହୁଅ ନାହିଁ ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ଯାଚାର କରନ୍ତି, ସମାନଙ୍କେ ଉପ ରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପ ରେ ଅନ୍ୟଜଣେ ଅଧିକାରୀ ଅଛନ୍ତି।
ଏଣୁ ସୁବିଚାର ପଛକୁ ହଟି ୟାଇଛି ଓ ଧର୍ମ ଦୂର ରେ ଠିଆ ହାଇେଅଛି। ଛକ ସ୍ଥାନ ରେ ସତ୍ଯତାର ପତନ ଘଟିଛି ଓ ସରଳତା ନଗର ମଧ୍ଯକୁ ପ୍ରବେଶ କରିପାରୁ ନାହିଁ।
ସମାନେେ କ୍ଷତେ ଗ୍ଭହାଁନ୍ତି, ତାହା ଅନ୍ୟମାନଙ୍କଠାରୁ ହରଣ କରନ୍ତି। ସମାନେେ ଗୃହ ଗ୍ଭହାଁନ୍ତି, ଅନ୍ୟଠାରୁ ଛଡାଇ ନିଅନ୍ତି। ସମାନେେ ମଧ୍ଯ ଅନ୍ୟର ଗୃହ ଅପହରଣ କରିବାକୁ ଲୋକମାନଙ୍କୁ ଠକନ୍ତି। ଆଉ ମଧ୍ଯ ସମାନେେ ଲୋକମାନଙ୍କୁ ପ୍ରତାରଣା କରି ସମାନଙ୍କେର ଭୂମି ଅପହରଣ କରନ୍ତି।
ଲୋକମାନେ ଦୁଇ ହାତ ରେ ମନ୍ଦକାର୍ୟ୍ଯ କରିବାକୁ ଯତ୍ନଶୀଳ ହେଉଛନ୍ତି, କର୍ମଗ୍ଭରୀଗଣ ଲାଞ୍ଚ ନେଉଛନ୍ତି ଓ ବିଗ୍ଭରକ ବିଗ୍ଭରାଳଯ ରେ ସମାନଙ୍କେର ସିଦ୍ଧାନ୍ତ ବଦଳାଇବାକୁ ଅର୍ଥ ନେଉଛନ୍ତି। ପ୍ରଧାନ ବ୍ଯକ୍ତିମାନେ ଉତ୍ତମ ଓ ନ୍ଯାଯ ବିଗ୍ଭର କରୁ ନାହିଁନ୍ତି। ସମାନେେ ନିଜ ଇଚ୍ଛା ଯାହା ତାହା କରୁଛନ୍ତି।
ୟିରୁଶାଲମର ନେତାମାନେ ଗର୍ଜିଲା ସିଂହ ପରି ଓ ତା'ର ବିଗ୍ଭରକମାନେ ସମତଳ ଭୂମିର ଭୋକିଲା ଗଧିଆ ପରି। ସମାନେେ ସକାଳକୁ କିଛି ରଖନ୍ତି ନାହିଁ।
ଯୀଶୁଙ୍କୁ ଯେପରି ମୃତ୍ଯୁଦଣ୍ଡ ଦଇେ ପାରିବେ, ସେଥିପାଇଁ ପ୍ରଧାନଯାଜକ ଓ ସଂପୂର୍ଣ୍ଣ ଯିହୂଦୀମହାସଭା ଯୀଶୁଙ୍କ ବିହୁଦ୍ଧ ରେ କିଛି ମିଛ ଅଭିଯୋଗ ଖାଜେି ବାହାର କରିବାକୁ ଚେଷ୍ଟା କଲେ।
ପାଉଲ ହନାନିୟଙ୍କୁ କହିଲେ, ପରମେଶ୍ବର ତୁମ୍ଭକୁ ମଧ୍ଯ ଆଘାତ କରିବେ। ତୁମ୍ଭେ ଗୋଟିଏ ମଇଳା କାନ୍ଥ ପରି ଯାହା ଉପରେ ଧଳା ରଙ୍ଗ ବୋଳା ଯାଇଛି। ତୁମ୍ଭେ ବ୍ଯବସ୍ଥା ଅନୁଯାଯୀ ମାରେନ୍ଯାୟ କରିବା ପାଇଁ ବସିଛି, କିନ୍ତୁ ବ୍ଯବସ୍ଥା ବିରୁଦ୍ଧ ରେ ମାେତେ ଆଘାତ ଦବୋପାଇଁ ଆଦେଶ ଦେଉଛ। ଏହା ମାଶାଙ୍କେ ବ୍ଯବସ୍ଥା ବିରୁଦ୍ଧ।
କିନ୍ତୁ ତୁମ୍ଭେ ଗରିବ ଲୋକଙ୍କୁ କୌଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍ଭେ ଜାଣିଛ ଯେ, ଧନୀ ଲୋକମାନେ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସହେିମାନେ ତୁମ୍ଭକୁ କଚରେୀକୁ ଟାଣି ନଇେ ଯାଆନ୍ତି।