Home Bibles ଉପଦେଶକ 3:15 · ଓଡ଼ିଆ ବାଇବେଲ
ଉପଦେଶକ 3:15 · ଓଡ଼ିଆ ବାଇବେଲ

ଯାହାସବୁ ଏଠା ରେ ଆଉଥରେ ଘଟିବା ଅଛି, ଯାହାସବୁ ଘଟିବାକୁ ଯାଉଛି, ତାହା ଘଟି ସାରିଛି। ପରମେଶ୍ବର ସେସବୁ ଜିନିଷ ଖାଜେନ୍ତି ତାହା ଅତୀତ ହାଇେଛି।

Cross references

ଉପଦେଶକ 1:9

ଯାହା ହାଇେଅଛି, ତାହାହିଁ ହବେ ଓ ଯାହା କରାୟାଇ ଅଛି, ତାହା ହିଁ କରାୟିବ। ସୂର୍ୟ୍ଯ ତଳେ କୌଣସି ବିଷଯ ନୂତନ ନୁହେଁ।

ଉପଦେଶକ 6:10

ଯାହା ହେଉଛି ତାହା ଆଗରୁ ନିର୍ଦ୍ଧାରିତ ହାଇେଅଛି। ଏବଂ ଯେଉଁ ପଥରେ ମନୁଷ୍ଯ ସମାଜ ଚାଲେ ତାହା ପରମେଶ୍ବର ଜାଣନ୍ତି। ଆଉ ୟିଏ ସମାନଙ୍କେଠାରୁ ଶକ୍ତିଶାଳୀ ତାଙ୍କ ସହିତ ୟୁକ୍ତି କରି ସମାନେେ କବେେ ଜିତି ପାରିବେ ନାହିଁ।

Interlinear

Choose Theme