ପଥ ଆଡ଼େ ଦ୍ବାର ରୁଦ୍ଧ ହବେ। ସେ ସମୟରେ ପଷେଣେ ଶବ୍ଦ କ୍ଷୀଣ ହବେ, ପୁଣି ପକ୍ଷୀର ନାଦ ରେ ଲୋକେ ଜାଗି ଉଠିବେ ଓ ବାଦ୍ଯକାରିଣୀ କନ୍ଯାଗଣ କ୍ଷୀଣ ହବେେ।
Cross references
ମୁ ଅଶି ବର୍ଷର ଜଲଣ ବୃଦ୍ଧ। ମୁ ଭଲମନ୍ଦ ବାରିବା ପାଇଁ ବହକ୍ସ୍ଟତ ଦକ୍ଷ। ମୁ ଯାହା ଭୋଜନ କି ପାନକଲର କ'ଣ ତହିଁର ସ୍ବାଦ ଭଲ ଭାବଲର ବାରିପାସର? ମୁ ଗାଯକ କି ଗାଯୀକାମାନଙ୍କର ସ୍ବର ବାରିପାସର?ସତଲବ କାହିଁକି ଆପଣଙ୍କ ଦାସସମାର ପ୍ରଭକ୍ସ୍ଟ ମହାରାଜାଙ୍କ ପ୍ରତି ଭାର ସ୍ବରୂପସହବି?
କୌଣସି ବ୍ଯକ୍ତି ତା'ର ମାଢ଼ିକୁ ଖାଲିବୋକୁ ସକ୍ଷମ ହବେ ନାହିଁ। ତା'ର ଦାନ୍ତ ଲୋକଙ୍କୁ ଭୟଭୀତ କରେ।
ଆଉ ମଧ୍ଯ ଆମ୍ଭେ ସମାନଙ୍କେ ମଧ୍ଯରୁ ଆମାଦେ, ପ୍ରମାଦେ, ଧ୍ବନି, ବରକନ୍ଯାଙ୍କର ସୁଖ ଓ ହର୍ଷ ଧ୍ବନି, ଚକିର ଶବ୍ଦ ଓ ପ୍ରଦୀପର ଆଲୋକ ଦୂର କରିବା।
ତୋ'ଠା ରେ କହେି ହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି ଅନ୍ୟ ବାଦ୍ଯୟନ୍ତ୍ର ଶୁଣିବେ ନାହିଁ। ତୋ'ଠା ରେ କୌଣସି ଶିଳ୍ପର କାରିଗରମାନେ ଆଉ ଦଖାେଯିବେ ନାହିଁ। ତୋ'ଠା ରେ ଚକିପଷୋର ଶବ୍ଦ ଆଉ କବେେ ହେଲେ ଶୁଣାୟିବ ନାହିଁ।