ସେ ସମୟରେ ସୂର୍ୟ୍ଯ, ଦୀପ୍ତି, ଚନ୍ଦ୍ର ଓ ତାରାଗଣ ଅନ୍ଧକାରମଯ ହବେ। ପୁଣି ବୃଷ୍ଟି ପ ରେ ପୁନର୍ବାର ମେଘ ହବେ।
Cross references
ଇସ୍ହାକ ବୃଦ୍ଧ ହେଲାପରେ ତାଙ୍କ ଆଖିକୁ ଭଲ ଦଖାେ ଗଲା ନାହିଁ। ଦିନେ ସେ ତାଙ୍କର ବଡ଼ପୁତ୍ର ଏଷୌକୁ ପାଖକୁ ଡ଼ାକି ଇସ୍ହାକ କହିଲେ, ହେ ପୁତ୍ର ଏଷୌ! ସେ ଉତ୍ତର ଦେଲେ, ମୁଁ ଏହିଠା ରେ,
ଇଶ୍ରାୟେଲ ବହୁତ ବୃଦ୍ଧ ହାଇେଥିବାରୁ ତାଙ୍କୁ ଭଲ ଦଖାେ ଯାଉ ନଥିଲା। ତେଣୁ ଯୋଷଫେ ତାଙ୍କର ପୁତ୍ରମାନଙ୍କୁ ଇଶ୍ରାୟେଲଙ୍କ ନିକଟକୁ ନେଲେ। ଇଶ୍ରାୟେଲ ସମାନଙ୍କେୁ ଚୁମ୍ବନ ଦେଲେ ଓ କୋଳାଇ ନେଲେ।
ଏହି ସମୟରେ ଏଲିଙ୍କର ଚକ୍ଷକ୍ସ୍ଟ ଧକ୍ସ୍ଟନ୍ଦକ୍ସ୍ଟଳା ହବୋକକ୍ସ୍ଟ ଲାଗିଲା। ଏଣୁ ସେ ଦେଖି ପାରିଲେ ନାହିଁ, ଏକ ଦିନ ସେ ଆପଣା ସ୍ଥାନ ରେ ଶାଇେଥିଲେ।
ସେ ସମୟରେ ଏଲି ଅଠାନବେ ବର୍ଷ ବଯସ୍କ ହାଇେଥିଲେ ଓ ଅନ୍ଧ ହାଇେଥିବାରକ୍ସ୍ଟ ସେ ଦେଖି ପାରିଲେ ନାହିଁ।
ଯେତବେେଳେ ଏଲି ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ବିଷଯ ରେ ଶୁଣିଲେ, ଏଲି ଆପଣା ଚୌକି ପଛଆଡେ ପଡିଗଲେ, ତହକ୍ସ୍ଟଁ ତାଙ୍କର ବକେ ଭାଙ୍ଗିଗଲା ଓ ସେ ମୃତକ୍ସ୍ଟ୍ଯବରଣ କଲେ, କାରଣ ସେ ବୃଦ୍ଧ ଓ ଭାରୀ ଥିଲେ। ସେ ଗ୍ଭଳିଶବର୍ଷ ଇଶ୍ରାୟେଲର ନତେୃତ୍ବ ନେଲେ।
ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ। ଯେତବେେଳେ ଜଳପ୍ରପାତ ଓଲଟ ପାଲଟ ହାଇୟୋଏ, ନିମ୍ନଭାଗର ଜଳ ସୋର୍ତ ଶବ୍ଦ କରେ। ସଦାପ୍ରଭୁ, ତୁମ୍ଭର ଢ଼େଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମାରେ ଚତୁଃପାଶର୍ବରେ ଚୂର୍ଣ୍ଣ ହାଇୟୋଏ ଓ ମାେତେ ଟପିୟାଏ।
ତୁମ୍ଭେ ମାେ ପାଇଁ ବହୁତ ଖରାପ ସମୟ ଓ ଅସୁବିଧା ଦଇେଛ। ମାେ ଜୀବନକୁ ପୁନଃସ୍ଥାପନ କର। ଯେତବେେଳେ ମୁଁ ପ୍ରାଯ ମୃତ ପରି ଥିଲି, ମାେ ଜୀବନକୁ ରକ୍ଷା କଲ।
ହେ ପରମେଶ୍ବର, ତୁମ୍ଭକୁ ଦେଖି ଜଳରାଶି ଡ଼ରିଗଲା। ଗଭୀର ସମୁଦ୍ର ଭୟରେ ଥରି ଉଠିଲା।
ପ୍ରକୃତ ରେ ଆଲୋକ ସୁଖ ଦାୟକ, ପୁଣି ସୂର୍ୟ୍ଯାଲୋକ ଦେଖିବା ଆଶ୍ଚର୍ୟ୍ଯ ଅଟେ।
ସତଣୁ ସିଂହ' ଗର୍ଜ୍ଜନର ରବ, ସମୁଦ୍ର ଗର୍ଜ୍ଜନ ସଦୃଶସସମାଲନସଲାକମାନଙ୍କ ଉପସର ଗର୍ଜ୍ଜନ କରିଲବ। ବନ୍ଦୀମାଲନସଯଲତଲବଲଳ ଚାହିଁଲବସସଲତଲବଲଳସସମାଲନ କଲବଳ ଅନ୍ଧକାରସଦଖିଲବ। ସମସ୍ତ ଦୀପ୍ତି ଚାଲିୟାଇ କଲବଳ ଘନମଲଘ ମାଳାସର ଅନ୍ଧକାରସହାଇଥିଲବ।
ଯେତବେେଳେ ମୁଁ ତୁମ୍ଭକୁ ନିର୍ବାପିତ କରେ ମୁଁ ଆକାଶକୁ ଆଚ୍ଛନ୍ନ କରିବି ଓ ତଦ୍ଦ୍ବାରା ନକ୍ଷତ୍ରଗୁଡ଼ିକୁ ଅନ୍ଧକାରମଯ କରିବି। ଆଉ ସୂର୍ୟ୍ଯକୁ ମଘାେଚ୍ଛନ୍ନ କରିବି ଓ ଚନ୍ଦ୍ରକିରଣ ଦବେି ନାହିଁ।