Home Bibles ଉପଦେଶକ 10:7 · ଓଡ଼ିଆ ବାଇବେଲ
ଉପଦେଶକ 10:7 · ଓଡ଼ିଆ ବାଇବେଲ

ମୁଁ ଦାସମାନଙ୍କୁ ଅଶ୍ବ ଉପ ରେ ଓ ଅଧିପତିମାନଙ୍କୁ ଦାସ ତୁଲ୍ଯ ପଦଗତି ରେ ଗମନ କରିବାର ଦେଖିଅଛି।

Cross references

ଦିତୀୟ ଶାମୁୟେଲ 15:17

ରାଜା ଗ୍ଭଲି ଗଲେ ଓ ତାଙ୍କ ପେଛ ପେଛ ସମସ୍ତ ଲୋକ ଗଲେ। ସମାନେେ ଶଷେ ମକ୍ସ୍ଟଣ୍ତ ରେ ଥିବା ଗୃହ ରେ ଅଟକି ଗଲେ।

ଏଷ୍ଟର ବିବରଣ 6:8

ତାହା ପାଇଁ ମହାରାଜାଙ୍କ ପରିଧଯେ ରାଜକୀଯ ବସନ ଏବଂ ଅଶ୍ବ ଯେଉଁଥି ରେ ରାଜା ଆରୋହଣ କରନ୍ତି ତାହା ଅଣାଯାଉ ଏବଂ ତାଙ୍କର ମସ୍ତକରେ ରାଜମୁକୁଟ ପିନ୍ଧା ଯାଉ।

ହିତୋପଦେଶ 19:10

ମୂର୍ଖ ଲୋକ କବେେ ହେଲେ ଧନୀ ହାଇପୋରିବ ନାହିଁ। ଯେପରି ଅଧିପତି ଉପ ରେ ଦାସର କତ୍ତୃର୍ତ୍ବ।

ହିତୋପଦେଶ 30:22

ଦାସର ଭାର ଯେତବେେଳେ ସେ ରାଜତ୍ବ କରେ, ମୂର୍ଖର ଭାର ଯେତବେେଳେ ସେ ଆହାର ରେ ପରିତୃପ୍ତ।

Interlinear

Choose Theme