Home Bibles ☰ Books ଦିତୀୟ ଶାମୁୟେଲ 15:17 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 15:17 · ଓଡ଼ିଆ ବାଇବେଲ

ରାଜା ଗ୍ଭଲି ଗଲେ ଓ ତାଙ୍କ ପେଛ ପେଛ ସମସ୍ତ ଲୋକ ଗଲେ। ସମାନେେ ଶଷେ ମକ୍ସ୍ଟଣ୍ତ ରେ ଥିବା ଗୃହ ରେ ଅଟକି ଗଲେ।

Cross references

ଗୀତସଂହିତା 3:1

ହେ ସଦାପ୍ରଭୁ, ମାରେ ବହୁତ ଶତ୍ରୁ ଅଛନ୍ତି। ବହୁତ ଲୋକ ମାେ ବିରୁଦ୍ଧରେ ଲାଗିଛନ୍ତି।

ଗୀତସଂହିତା 66:12

ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସମାନଙ୍କେର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ୟିବାକୁ ଦଇେଛ। ତୁମ୍ଭେ ଅଗ୍ନି ଓ ଜଳ ମଧ୍ଯ ଦଇେ ଚାଲିବାକୁ କହିଛ। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନଇେ ଆସିଛ।

ଉପଦେଶକ 10:7

ମୁଁ ଦାସମାନଙ୍କୁ ଅଶ୍ବ ଉପ ରେ ଓ ଅଧିପତିମାନଙ୍କୁ ଦାସ ତୁଲ୍ଯ ପଦଗତି ରେ ଗମନ କରିବାର ଦେଖିଅଛି।

Interlinear

Choose Theme