Home Bibles ଉପଦେଶକ 5:3 · ଓଡ଼ିଆ ବାଇବେଲ
ଉପଦେଶକ 5:3 · ଓଡ଼ିଆ ବାଇବେଲ

ବହୁତ ଦୁଃଖରୁ ଅନକେ ଦୁସ୍ବପ୍ନ ଆ ସେ ଏବଂ ଜଣେ ମୂର୍ଖ ବହୁତ କ ହେ।

Cross references

ଲେବୀୟ ପୁସ୍ତକ 27:2

ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ କୁହ, ଯଦି କୌଣସି ବ୍ଯକ୍ତି ଉତ୍ସର୍ଗୀତ ଲୋକକୁ ସଦାପ୍ରଭୁଙ୍କୁ ଗୋଟିଏ ମହାନ୍ ଉଦ୍ଦେଶ୍ଯ ରେ ମାନସିକ କରେ, ତବେେ ତା'ର ମୂଲ୍ଯ ଯାଜକ ଦ୍ବାରା ନିରୂପିତ ହବେ ଓ ସେ ଲୋକଟି ଚିରଦିନ ପାଇଁ ପରମେଶ୍ବରଙ୍କର ହବେ। ଯଦି ଲୋକମାନେ ସହେି ମାନତ ଲୋକକୁ ଫୋରାଇ ଆଣିବାକୁ ଗ୍ଭହାଁନ୍ତି ତବେେ ସମାନେେ ନିରୂପିତ ମୂଲ୍ଯ ଦଇେ ଫରୋଇ ଆଣିବେ।

ଆୟୁବ ପୁସ୍ତକ 11:2

ଏତେ ଶବ୍ଦର ବନ୍ଯାର କିଛି ଉତ୍ତର ଦିଆୟିବ ନାହିଁ କି। ଏହା କ'ଣ ଆୟୁବର ନିର୍ଦ୍ ଦୋଷତା ପ୍ରମାଣ କରୁଛି ? ନାଁ।

ହିତୋପଦେଶ 10:19

ବହୁ ବାକ୍ଯ ରେ ଅଧର୍ମର ଅଭାବ ନ ଥାଏ। ମାତ୍ର ଯେ ଆପଣା ଓଷ୍ଠାଧାରକୁ ଦମନ କରେ, ସେ ବୁଦ୍ଧିମାନ୍।

ହିତୋପଦେଶ 15:2

ଜଣେ ଜ୍ଞାନୀ ଲୋକ ତା'ର ଚିନ୍ତାଧାରା ଭଲ ଭାବରେ କହିପା ରେ। କିନ୍ତୁ ନିର୍ ବୋଧ ନିର୍ ବୋଧତାକୁ ବଖାଣେ।

ଉପଦେଶକ 10:12

ଜ୍ଞାନୀର କଥା ତା ପାଇଁ ପ୍ରଶଂସା ଆଣେ କିନ୍ତୁ ମୂର୍ଖର କଥା ତାକୁ ନଷ୍ଟ କରେ।

Interlinear

Choose Theme