ଯଦି ତୁମ୍ଭମାନେେ ' ସହେି ଦେଶକକ୍ସ୍ଟ ତୁମ୍ଭମାନଙ୍କ ଠାରକ୍ସ୍ଟ ବଳଶାଳି ବୋଲି ବିବଚେନା କର, ତବେେ ତୁମ୍ଭମାନେେ ନିଜେ ଚିନ୍ତା କରିପାର ଆମ୍ଭେ କିପରି ସମାନଙ୍କେୁ ତଡି ଦବୋ? ତଥାପି ତୁମ୍ଭେ ସମାନଙ୍କେୁ ଭୟ କରିବ ନାହିଁ।'
Cross references
ଏହିରୂପେ ସମାନେେ ଯେଉଁ ଦେଶ ଅନୁସନ୍ଧାନ କରିଥିଲେ ଇଶ୍ରାୟେଲର ଲୋକମାନଙ୍କ ନିକଟରେ ସହେି ଦେଶର ଅଖ୍ଯାତି କରି କହିଲେ, ଯେଉଁ ଦେଶର ମଧ୍ଯ ଦଇେ ଆମ୍ଭମାନେେ ୟାତ୍ରା କଲୁ, ତାହା ନିଜର ଅଧିବାସୀମାନଙ୍କୁ ଗ୍ରାସ କଲା। ଆମ୍ଭମାନେେ ଯେତେ ଲୋକଙ୍କୁ ସଠାେରେ ଦେଖିଲୁ ସମାନେେ ବଡ ଡେଙ୍ଗା।
ସଦାପ୍ରଭୁ ମାଶାଙ୍କେୁ କହିଲେ, ସେ ରାଜାକୁ ଭୟ କରନାହିଁ, କାରଣ ମୁଁ ତାହାକୁ, ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତ ରେ ସର୍ମପଣ କରିବି। ତୁମ୍ଭେ ହିଷବୋନବାସୀ ଇ ମାରେୀଯ ରାଜା ସୀହାନେ ପ୍ରତି ଯେପରି କରିଥିଲ, ତାହା ପ୍ରତି ସହେିପରି କରିବ।
ପୁଣି ତୁମ୍ଭମାନେେ ସହେି ଦେଶ ଅଧିକାର କରି ତହିଁ ମଧିଅରେ ବାସ କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ତୁମ୍ଭମାନଙ୍କୁ ସହେି ଦେଶ ଦଇେଅଛୁ।
ଆମ୍ଭମାନେେ ବର୍ତ୍ତମାନ କେଉଁଠାକକ୍ସ୍ଟ ୟିବା? ଆମ୍ଭର ଭାଇମାନେ ଆମ୍ଭମାନଙ୍କ ମନ ରେ ତଥ୍ଯ ପ୍ରଦାନ କରି ଭୟ ସଂଚାର କରିଛନ୍ତି। ସମାନେେ କହିଲେ, ସଠାେକାର ଲୋକମାନେ ଆମ୍ଭମାନଙ୍କଠାରକ୍ସ୍ଟ ବଳବାନ ଓ ଦୀର୍ଘ୍ଯକାଯ। ତାଙ୍କର ନଗରମାନ ବୃହତ ଏବଂ ତା'ର ପ୍ରାଚୀରଗୁଡିକୁ ଆକାଶ ସ୍ପର୍ଶ କରିଛି। ଏବଂ ଆମ୍ଭମାନେେ ସଠାେରେ ଅନାକୀଯମାନଙ୍କର ଦୀର୍ଘ୍ଯକାଯ ସନ୍ତାନମାନଙ୍କୁ ଦେଖିଲକ୍ସ୍ଟ।'
ତୁମ୍ଭେ କବେେ କୁହ ନାହିଁ ଯେ, 'ଆପଣା ପରାକ୍ରମ ଓ ବାହୁ ବଳଦ୍ବାରା ଏହି ସମସ୍ତ ଐଶ୍ବର୍ୟ୍ଯ ଲାଭ କରିଛ ବୋଲି।'
ଏପରି କାହାକକ୍ସ୍ଟ ଋଣ ଦବୋକକ୍ସ୍ଟ ମନା କର ନାହିଁ, ଯେ ହତେକ୍ସ୍ଟ ଋଣ କ୍ଷମାର ବର୍ଷ ନିକଟବର୍ତ୍ତୀ ହାଇଗେଲାଣି ବୋଲି। ତୁମ୍ଭମାନଙ୍କ ମଧିଅରେ ଏପରି ମନ୍ଦ କଳ୍ପନା ରହିବା ଉଚିତ୍ ନକ୍ସ୍ଟହଁ। ସାବଧାନ ହକ୍ସ୍ଟଅ, ଗୋଟିଏ ନିଃଶ୍ବ ଲୋକ ପ୍ରତି କୃପଣ ହକ୍ସ୍ଟଅ ନାହିଁ! କାରଣ ଯଦି ସହେି ବ୍ଯକ୍ତି ତକ୍ସ୍ଟମ୍ଭ ପ୍ରତିକୂଳ ରେ ସଦାପ୍ରଭୁଙ୍କୁ ଡାକେ, ତବେେ ତୁମ୍ଭକୁ ପାପରେ ଦୋଷୀ ବୋଲି ବିବଚେନା କରାୟିବ।
ତୁମ୍ଭମାନେେ ଭାବକ୍ସ୍ଟଥିବ ଯେ, 'ଆମ୍ଭେ କିପରି ଜାଣିବକ୍ସ୍ଟ ଯେ ଭବିଷ୍ଯଦ୍ବକ୍ତା ଯାହା କହକ୍ସ୍ଟଛନ୍ତି ତାହା ପରମେଶ୍ବରଙ୍କଠାରକ୍ସ୍ଟ ଆସକ୍ସ୍ଟଛି କି ନାହିଁ।'
ଯୋଷେଫ୍ର ଲୋକମାନେ କହିଲେ, ଏହା ସତ୍ଯ ଯେ ଇଫ୍ରଯିମର ପର୍ବତମଯ ଦେଶ ଆମ୍ଭ ପାଇଁ ୟଥେଷ୍ଟ ନକ୍ସ୍ଟ ହେଁ। କିନ୍ତୁ ସଠାେରେ କିଣାନୀଯ ଲୋକମାନେ ଯେଉଁମାନେ ଉପତ୍ୟକା ଅଞ୍ଚଳ ରେ ଅଧିକ ଶକ୍ତିଶାଳୀ ଭାବରେ ବାସ କରୁଛନ୍ତି। ସମାନଙ୍କେର ଲକ୍ସ୍ଟହାର ରଥ ଅଛି। ଏବଂ ସମାନେେ ୟିଷ୍ରିଯଲେ ଉପତ୍ୟକା ତାଙ୍କ ଅଧିନ ରେ ଅଛି। ବୈଥ୍ଶାନି ଏବଂ ତା'ର ଉପସହର ଗକ୍ସ୍ଟଡିକ ସହେି ଅଞ୍ଚଳର ଅଟେ।
ତୁମ୍ଭମାନେେ ଦେଖିଅଛ ସଦାପ୍ରଭୁ ଆମ୍ଭମାନଙ୍କ ଶତୃମାନଙ୍କ ପାଇଁ ଯାହା ଯାହା କରିଛନ୍ତି। ସେ ଏପରି କରି ଆମ୍ଭକକ୍ସ୍ଟ ସାହାୟ୍ଯ କରିଥିଲେ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କ ପାଇଁ ୟକ୍ସ୍ଟଦ୍ଧ କରିଥିଲେ।
ତୁମ୍ଭେ ସର୍ବଦା ନିଜେ ନିଜେ କହି ହେଉଥିଲ, ଆମ୍ଭେ ପରମେଶ୍ବରଙ୍କ ପରି ସ୍ବର୍ଗାରୋହଣ କରିବା। ଆମ୍ଭେ ସ୍ବର୍ଗର ଉର୍ଦ୍ଧ୍ବକୁ ୟିବା, ଆମ୍ଭେ ପରମେଶ୍ବରଙ୍କ ତାରକାର ଉର୍ଦ୍ଧ୍ବ ରେ ସିଂହାସନ ସ୍ଥାପନ କରିବା।ଆମେ ଉତ୍ତର ଦିଗସ୍ଥ ପ୍ରାନ୍ତ ପବିତ୍ର ପର୍ବତ ଉପ ରେ ଉପବିଷ୍ଟ ହବୋ ଓ ସହେି ପର୍ବତ ରେ ପରମେଶ୍ବରଙ୍କୁ ସାକ୍ଷାତ କରିବା।
ହେ ସୁଖଭୋଗିନୀ ! ଏବେ ଏହା ଶୁଣ, ତୁମ୍ଭମାନେେ ନିରାପଦ ରେ ବାସକରି ନିଜେ ନିଜେ କହୁଅଛ, 'ଆମ୍ଭେ ମହାନ୍, ଆମ୍ଭ ଛଡ଼ା ଆଉ କହେି ନାହିଁ। ଆମ୍ଭେ ବିଧବାପରି ବସିବା ନାହିଁ କିମ୍ବା ଆମ୍ଭେ ସନ୍ତାନ ବିଚ୍ଛଦେ ଜାଣିବା ନାହିଁ।'
ସେତବେେଳେ ତୁମ୍ଭେ ମନେ ମନେ କହିବ, ମାରେ ସନ୍ତାନଗଣ ଅପହୃତ ହାଇେଅଛନ୍ତି, ମୁଁ ଏକାକିନୀ ନିର୍ବାସିତା ହାଇେ ଏଣେ ତଣେେ ଭ୍ରମଣ କରୁଅଛି। ମାରେ ଏ ସମସ୍ତଙ୍କୁ କିଏ ଜନ୍ମ ଦଇେଛନ୍ତି ? କିଏ ଏମାନଙ୍କୁ ପ୍ରତିପାଳନ କରିଅଛି ? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି, ଏମାନେ କେଉଁଠା ରେ ଥିଲେ ?'
ଯଦି ତୁମ୍ଭେ ନିଜକୁ ପଚାରିବ, ଏହି ଦଶା ମାେ ପ୍ରତି କାହିଁକି ଘଟିଲା, ତବେେ ଉତ୍ତର ରେ କୁହାୟିବ ତୁମ୍ଭର ପାପ ଅଧିକ ହବୋ ଯୋଗୁଁ ଏହା ହେଲା। ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାୟାଇଅଛି ଓ ତୁମ୍ଭର ପାଦକୁ କଷ୍ଟ ଦିଆୟାଇଅଛି।
ଯୀଶୁ ସମାନଙ୍କେର ମନଭାବ ଜାଣିଗଲେ। ତେଣୁ ସେ ଗୋଟିଏ େଛାଟ ପିଲାକୁ ନିଜ ପାଖ ରେ ଠିଆ କରାଇଲେ।