Home Bibles ଦିତୀୟ ବିବରଣ 18:21 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 18:21 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ଭାବକ୍ସ୍ଟଥିବ ଯେ, 'ଆମ୍ଭେ କିପରି ଜାଣିବକ୍ସ୍ଟ ଯେ ଭବିଷ୍ଯଦ୍ବକ୍ତା ଯାହା କହକ୍ସ୍ଟଛନ୍ତି ତାହା ପରମେଶ୍ବରଙ୍କଠାରକ୍ସ୍ଟ ଆସକ୍ସ୍ଟଛି କି ନାହିଁ।'

Cross references

ପ୍ରଥମ ଶାମୁୟେଲ 3:20

ତା'ପରେ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କ ପ୍ରକୃତ ଭବିଷ୍ଯଦ୍ବକ୍ତା ବୋଲି ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ସମସ୍ତ ଇଶ୍ରାୟେଲୀୟ ଜ୍ଞାତ ହେଲେ।

ଯିରିମିୟ 28:9

ଯେଉଁ ଭବିଷ୍ଯଦବକ୍ତା ଶାନ୍ତିର ଭବିଷ୍ଯଦବାକ୍ଯ ପ୍ରଚାର କଲେ ସହେି ଭବିଷ୍ଯଦବକ୍ତାର ବାକ୍ଯ ସଫଳ ହେଲାପ ରେ ସିନା ସଦାପ୍ରଭୁ ତାହାକୁ ପ୍ରକୃତ ରେ ପଠାଇ ଅଛନ୍ତି ବୋଲି ଜଣାପଡ଼େ।

ଯିଖରିୟ 2:13

ସମସ୍ତ ଲୋକମାନେ, ନୀରବ ହୁଅ। ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:24

ଯେଉଁ ପରମେଶ୍ବର ତୁମ୍ଭମାନଙ୍କୁ ଡ଼ାକିଛନ୍ତି, ତୁମ୍ଭମାନେେ ତାହାଙ୍କ ଉପରେ ଭରସା ରଖ। ୟିଏ ତୁମ୍ଭମାନଙ୍କୁ ଡ଼ାକିଛନ୍ତି, ସେ ସବୁ କିଛି କରିବେ।

ଯୋହନଙ୍କ ପ୍ରଥମ ପତ୍ର 4:1

ପ୍ରିୟ ବନ୍ଧୁମାନେ, ଏ ଜଗତର ଚାରିଆଡ଼େ ବହୁତ ଭଣ୍ଡ ଭାବବାନୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରେତ୍ୟକକ ଆତ୍ମାକୁ ବିଶ୍ବାସ କର ନାହିଁ, ବରଂ ସମାନେେ ପରମେଶ୍ବରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:2

ମୁଁ ତୁମ୍ଭର କାର୍ୟ୍ଯ ଜାଣେ, ତୁମ୍ଭେ ଯେ କଠିନ ପରିଶ୍ରମ କର ଓ ଅସୀମ ର୍ଧୈୟ୍ଯଧରି ରଖିଥାଅ। ତୁମ୍ଭେ ଯେ ମନ୍ଦ ଲୋକଙ୍କୁ ଗ୍ରହଣ କର ନାହିଁ, ଏହା ମଧ୍ଯ ମୁଁ ଜାଣେ। ଯେଉଁମାନେ ପ୍ରକୃତ ରେ ପ୍ ରରେିତ ନ ହେଲେ ହେଁ ନିଜକୁ ପ୍ ରରେିତ ବୋଲି କହନ୍ତି ; ସମାନଙ୍କେୁ ତୁମ୍ଭେ ପରୀକ୍ଷା କରିଛ ଏବଂ ସମାନେେ ଯେ ମିଥ୍ଯାବାଦୀ ଅଟନ୍ତି, ଏହା ତୁମ୍ଭେ ଚିହ୍ନି ପାରିଛ।

Interlinear

Choose Theme