Home Bibles ☰ Books ଦିତୀୟ ବିବରଣ 7:11 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 7:11 · ଓଡ଼ିଆ ବାଇବେଲ

ଏଥିପାଇଁ ମୁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା ଓ ବିଧି ଶାସନ ଆଜ୍ଞା ଦେଉଅଛି, ତାହା ମାନ୍ଯ କରି ପାଳନ କର।

Cross references

ଦିତୀୟ ବିବରଣ 4:1

ବର୍ତ୍ତମାନ ହେ ଇଶ୍ରାୟେଲ ମୁ ଯେଉଁ ନିଯମ ଓ ଆଜ୍ଞା ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର। ତାହା ପାଳନ କଲେ ତୁମ୍ଭମାନେେ ବଞ୍ଚିବ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଦେଶ ଦବେେ, ତହିଁଯରେ ପ୍ରବେଶ କରି ତାହା ଅଧିକାର କରିବ।

ଦିତୀୟ ବିବରଣ 4:5

ହିଁ ଦେଖ, ସଦାପ୍ରଭୁ ମାରେ ପରମେଶ୍ବର ମାେତେ ଯେପରି ଆଜ୍ଞା ଦେଲେ, ମୁ ସହେି ବ୍ଯବସ୍ଥାସବୁ ଶିକ୍ଷା ଦଲେି। ମୁ ତୁମ୍ଭମାନଙ୍କୁ ସହେିପରି ବ୍ଯବସ୍ଥା ଓ ବିଧି ଶିକ୍ଷା ଦଇେଅଛି, ଯେପରି ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସହେି ଦେଶ ରେ ତୁମ୍ଭମାନେେ ସମାନଙ୍କେ ଅନକ୍ସ୍ଟସା ରେ ବାସ କରିବ।

ଦିତୀୟ ବିବରଣ 5:32

ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଯେପରି ଆଜ୍ଞା ଦଇେଛନ୍ତି, ସହେିପରି ଭାବରେ ପାଳନ କରିବାପାଇଁ ମନୋୟୋଗ କରିବେ। ତୁମ୍ଭମାନେେ ତହିଁର ଦକ୍ଷିଣା ରେ କି ବାମ ରେ ଫରେିବ ନାହିଁ।

ଦିତୀୟ ବିବରଣ 8:11

ସାବଧାନ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ଭକ୍ସ୍ଟଲ ନାହିଁ। ସାବଧାନତା ସହକା ରେ ତାହାଙ୍କ ନିର୍ଦ୍ଦେଶମାନ ତାଙ୍କର ବିଧି ପାଳନ କର , ମୁ ତୁମ୍ଭମାନଙ୍କୁ ଆଜି ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି।

ଯୋହନଲିଖିତ ସୁସମାଚାର 14:15

ମାେତେ ଯଦି ତୁମ୍ଭେ ପ୍ ରମେ କର, ତବେେ ମାରେ ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ।

Interlinear

Choose Theme