Home Bibles ଦିତୀୟ ବିବରଣ 5:25 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 5:25 · ଓଡ଼ିଆ ବାଇବେଲ

କିନ୍ତୁ ଯଦି ଆମ୍ଭମାନେେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯ ଅଧିକ ଶକ୍ସ୍ଟଣକ୍ସ୍ଟ, ତା ନ ହେଲେ ଆମ୍ଭମାନେେ ମୃତକ୍ସ୍ଟ୍ଯବରଣ କରିବକ୍ସ୍ଟ। ସହେି ଭୟଙ୍କର ଅଗ୍ନି ଆମ୍ଭମାନଙ୍କୁ ଧ୍ବଂସ କରିବ। ଆମ୍ଭମାନେେ ମରିବାକକ୍ସ୍ଟ ଚାହକ୍ସ୍ଟଁ ନାହକ୍ସ୍ଟଁ।

Cross references

ଦିତୀୟ ବିବରଣ 18:16

ପରମେଶ୍ବର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ଯଦ୍ ବକ୍ତାମାନଙ୍କୁ ପଠାଇବେ। କାରଣ ତକ୍ସ୍ଟମ୍ଭମାନେ ଏପରି କରିବାକୁ କହିଥିଲ। ଯେତବେେଳେ ତୁମ୍ଭମାନେେ ହାରେବେ ପର୍ବତ ନିକଟରେ ଏକତ୍ରିତ ହାଇେଥିଲ, ତୁମ୍ଭମାନେେ ସଦାପ୍ରଭୁ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲ। ଆମ୍ଭେ ଯମେନ୍ତ ମରକ୍ସ୍ଟ, 'ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ବରଙ୍କ ବାକ୍ଯ ପକ୍ସ୍ଟନର୍ବାର ନ ଶକ୍ସ୍ଟଣ କିଅବା ଏହି ମହାଗ୍ନି ଆଉ ଯେପରି ନ ଦେଖକ୍ସ୍ଟ, ନଚେତ୍ ଆମ୍ଭେ ସବୁ ମରିୟିବକ୍ସ୍ଟ।'

ଦିତୀୟ ବିବରଣ 18:17

ସଦାପ୍ରଭୁ ମାେତେ କହିଲେ, ' ସମାନେେ ଯାହା କହିଛନ୍ତି, ତାହା ଭଲ କହିଛନ୍ତି।

ଦିତୀୟ ବିବରଣ 33:2

ମାଶାେ ଆଶୀର୍ବାଦ କଲେ ଏବଂ କହିଲେ,

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:7

ମୃତ୍ଯୁଦାୟକ ସବୋର ବ୍ଯବସ୍ଥା ଶିଳା ଲଖାେ ହାଇେ ଥିଲା। ଏହା ପରମେଶ୍ବରଙ୍କ ମହିମା ରେ ପୂର୍ଣ୍ଣ ଥିଲା। ତଦ୍ଦ୍ବାରା ମାଶାଙ୍କେ ଚେ ହରୋ ଏତେ ତଜେସ୍ବୀ ହେଲା ଯେ, ଇଶ୍ରାୟେଲର ଲୋକେ ତାହାଙ୍କ ଚେ ହରୋକୁ ଦେଖି ମଧ୍ଯ ପାରିଲେ ନାହିଁ। ଏହି ତଜେ ପରେ ଲୋପ ପାଇଗଲା।

ଗାଲାତୀୟଙ୍କ ପ୍ରତି ପତ୍ର 3:10

କିନ୍ତୁ ଯେଉଁମାନେ ବ୍ଯବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସମାନେେ ଅଭିଶାପଗ୍ରସ୍ତ। କାରଣ, ଯେପରି ବ୍ଯବସ୍ଥାମାନଙ୍କ ରେ ଲଖାେଅଛି : ଯାହା ବ୍ଯବସ୍ଥା272 ରେ ଲଖାେଅଛି ସେ ସବୁକୁ ପୂର୍ଣ୍ଣଭାବରେ ପାଳନ କରିବା ଉଚିତ, ନ ହେଲେ ସେ ଲୋକ ଅଭିଶାପଗ୍ରସ୍ତ ହବେ।273

ଗାଲାତୀୟଙ୍କ ପ୍ରତି ପତ୍ର 3:21

ଏହାର ଅର୍ଥ କ'ଣ ଏହା ଯେ ବ୍ଯବସ୍ଥା ପରମେଶ୍ବରଙ୍କ ପ୍ରତିଜ୍ଞାଗୁଡ଼ିକର ବିରୋଧୀ ଅଟେ? ଲୋକଙ୍କ ଭିତ ରେ ଜୀବନ ଭଳି ବ୍ଯବସ୍ଥା ଯଦି ଦିଆଯାଇ ପାରିଥାଆନ୍ତା, ତବେେ ସହେି ବ୍ଯବସ୍ଥା ଦ୍ବାରା ପରମେଶ୍ବରଙ୍କ ସହିତ ଆମ୍ଭେ ପ୍ରକୃତ ରେ ଧାର୍ମିକ ହାଇେ ପାରିଥାଆନ୍ତୁ।

ଏବ୍ରୀ 12:29

କାରଣ ଆମ୍ଭ ପରମେଶ୍ବର ଗ୍ରାସକାରୀ ଅଗ୍ନିଭଳି ଅଟନ୍ତି।

Interlinear

Choose Theme