Home Bibles ଦିତୀୟ ବିବରଣ 34:2 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 34:2 · ଓଡ଼ିଆ ବାଇବେଲ

ସଦାପ୍ରଭୁ ତାଙ୍କୁ ନଲ୍ଗାଲିଙ୍କର ସମସ୍ତ ଭୂମି ଇଫ୍ରଯିମ ଏବଂ ମନଃଶିଙ୍କର ସମସ୍ତ ଭୂମି ଦଖାଇେଲେ। ସେ ପଶ୍ଚିମ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ୟିହକ୍ସ୍ଟଦାର ସମସ୍ତ ଦେଶ ତାଙ୍କୁ ଦଖାଇେଲେ।

Cross references

ଯାତ୍ରା ପୁସ୍ତକ 23:31

ମୁଁ ସୂଫ ସମୁଦ୍ରଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ତୁମ୍ଭର ସୀମା ନିର୍ଦ୍ଧାରଣ କରିବି। ପଲେଷ୍ଟୀୟମାନଙ୍କର ସମୁଦ୍ର ତୁମ୍ଭର ପଶ୍ଚିମ ସୀମା ରେ ଏବଂ ଆରବ ମରୁଭୂମି ପୂର୍ବ ସୀମା ରେ ରହିବ। କାରଣ ମୁଁ ସହେି ଲୋକମାନଙ୍କୁ ତୁମ୍ଭ ହସ୍ତ ରେ ସମର୍ପଣ କରିବି। ଏବଂ ତୁମ୍ଭେ ଆପଣା ସମ୍ମୁଖରୁ ସମାନଙ୍କେୁ ଘଉଡାଇ ଦବେ।

ଗଣନା ପୁସ୍ତକ 34:6

ଭୂମଧ୍ଯସାଗର ପଶ୍ଚିମ ସୀମା ହବେ। ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହବେ।

ଦିତୀୟ ବିବରଣ 11:24

ଯେଉଁଠା ରେ ତୁମ୍ଭର ପାଦ ପଡିବ, ସେ ସ୍ଥାନ ତୁମ୍ଭମାନଙ୍କର ହବେ। ପ୍ରାନ୍ତରରକ୍ସ୍ଟ ଲିବାନୋନ ପର୍ୟ୍ଯନ୍ତ ଏବଂ ଫରାତ ନଦୀଠାରକ୍ସ୍ଟ ପଶ୍ଚିମ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ତୁମ୍ଭମାନଙ୍କର ସୀମା ହବେ।

ଯିହୋଶୂୟ 15:12

ପଶ୍ଚିମ ସୀମା ସହା ସମକ୍ସ୍ଟଦ୍ର ଓ ତହିଁର ଅଞ୍ଚଳ ପର୍ୟ୍ଯନ୍ତ ଥିଲା। ନିଜ ନିଜ ବଂଶ ଅନକ୍ସ୍ଟସା ରେ ୟିହକ୍ସ୍ଟଦା ସନ୍ତାନଗଣର ଚତକ୍ସ୍ଟର୍ଦ୍ଦିଗସ୍ଥିତ ସୀମା ଏହିପରି ଥିଲା।

Interlinear

Choose Theme