Home Bibles ଦିତୀୟ ବିବରଣ 28:7 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 28:7 · ଓଡ଼ିଆ ବାଇବେଲ

ସଦାପ୍ରଭୁ ସର୍ବଦା ତୁମ୍ଭମାନଙ୍କୁ ସହାୟ ଓ ତକ୍ସ୍ଟମ୍ଭ ଶତୃମାନଙ୍କୁ ବିନାଶ କରିବେ, ଯେଉଁମାନେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଉଠିବେ। ସମାନେେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ଗୋଟିଏ ବାଟରେ ଆସିବେ ଓ ସାତଟି ବାଟରେ ପଳାଯନ କରିବେ।

Cross references

ଲେବୀୟ ପୁସ୍ତକ 26:7

ତୁମ୍ଭମାନେେ ତୁମ୍ଭମାନଙ୍କ ଶତୃକୁ ଘଉଡାଇ ଦବେ। ସମାନେେ ତୁମ୍ଭମାନଙ୍କର ଖଡ୍ଗ ରେ ଧରାଶାଯୀ ହବେେ।

ଦିତୀୟ ବିବରଣ 28:25

ସଦାପ୍ରଭୁ ତୁମ୍ଭମାନଙ୍କୁ ତକ୍ସ୍ଟମ୍ଭ ଶତୃମାନଙ୍କ ହାତ ରେ ତୁମ୍ଭକୁ ପରାସ୍ତ କରାଇବେ। ତୁମ୍ଭେ ୟକ୍ସ୍ଟଦ୍ଧ କରିବା ପାଇଁ ଗୋଟିଏ ବାଟରେ ପଶିବ ମାତ୍ର ସାତଟି ବାଟରେ ପଳାଯନ କରି ଆସିବ। ତୁମ୍ଭମାନଙ୍କ ପ୍ରତି ଏପରି ଘଟଣାମାନ ସବୁ ଘଟିବ ଯେଉଁଥି ରେ ସମସ୍ତ ପୃଥିବୀବାସୀ ତାହା ଦେଖି ଭୟ କରିବେ।

ଦିତୀୟ ବିବରଣ 32:30

ଜଣେ ଲୋକ କ'ଣ ହଜାରେ ଲୋକଙ୍କକ୍ସ୍ଟ ଗୋଡ଼ାଇ ପାରିବ? ଦକ୍ସ୍ଟଇଜଣ ଲୋକ କ'ଣ ଦଶହଜାର ଲୋକଙ୍କକ୍ସ୍ଟ ଘଉଡାଇ ଦଇପୋରିବେ? ତାହା ଘଟିବ କବଳେ ଯଦି ସଦାପ୍ରଭୁ ସମାନଙ୍କେୁ ତାଙ୍କର ଶତୃମାନଙ୍କ ହସ୍ତ ରେ ସମର୍ପଣ କରନ୍ତି।

ଯିହୋଶୂୟ 8:22

ଏହାପରେ ଯେଉଁ ଲୋକମାନେ ଲକ୍ସ୍ଟଚିଥିଲେ, ସମାନେେ ବାହାରି ଆସିଲେ ଏବଂ ୟକ୍ସ୍ଟଦ୍ଧ କଲେ। ଏହିପରି ଅଯର ଲୋକମାନଙ୍କର ଉଭୟ ପାଶର୍‌ବ ରେ ଇଶ୍ରାୟେଲର ସୈନ୍ଯମାନେ ଜଗି ଗଲେ ଓ ସମାନଙ୍କେୁ ପରାସ୍ତ କଲେ। ଇଶ୍ରାୟେଲର ସୈନ୍ଯମାନେ ଅଯର ଗୋଟିଏ ସୈନ୍ଯକକ୍ସ୍ଟ ମଧ୍ଯ ଛାଡିଲେ ନାହିଁ।

ଯିହୋଶୂୟ 10:10

ସଦାପ୍ରଭୁ ସୈନ୍ଯବାହୀନିକକ୍ସ୍ଟ ଦ୍ବନ୍ଦ ରେ ପକାଇଲେ, ଯେତବେେଳେ ଇଶ୍ରାୟେଲୀୟମାନେ ସମାନଙ୍କେୁ ଆକ୍ରମଣ କଲେ। ତେଣୁ ଇଶ୍ରାୟେଲୀୟମାନେ ସମାନଙ୍କେ ଉପରେ ବିଜଯ ଲାଭ କଲେ। ଇଶ୍ରାୟେଲୀୟମାନେ ଗିବିଯୋନଠାରକ୍ସ୍ଟ ଆକ୍ରମଣ କରି ବୈଥୋରୋଣ ପର୍ୟ୍ଯନ୍ତ ଗୋଡ଼ାଇଲେ, ଆଉ ଅ ସକୋ ଓ ମକ୍କଦୋ ପର୍ୟ୍ଯନ୍ତ ରାସ୍ତା ରେ ସମାନଙ୍କେୁ ପରାସ୍ତ କଲେ।

ଯିହୋଶୂୟ 10:42

ଯିହାଶୂେୟ ଏହି ସମସ୍ତ ଦେଶ ଓ ରାଜାଗଣଙ୍କକ୍ସ୍ଟ ଏକାବଳେକେ ହସ୍ତଗତ କଲେ। କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଇଶ୍ରାୟେଲ ପକ୍ଷ ରେ ୟକ୍ସ୍ଟଦ୍ଧ କଲେ।

ପ୍ରଥମ ଶାମୁୟେଲ 7:3

ତା'ପରେ ଶାମକ୍ସ୍ଟଯଲେ ଇଶ୍ରାୟେଲୀୟମାନଙ୍କୁ କହିଲେ, ପ୍ରକୃତ ରେ ତୁମ୍ଭମାନେେ ଯଦି ହୃଦଯର ସହିତ ସଦାପ୍ରଭୁଙ୍କ ପାଖକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିଛ, ତବେେ ତୁମ୍ଭମାନେେ ବିଦେଶୀ ପ୍ରତିମାଗୁଡିକୁ ଓ ଅଷ୍ଟାରୋତ ପ୍ରତିମା ଫିଙ୍ଗିଦିଅ। ତୁମ୍ଭମାନେେ ସଦାପ୍ରଭୁଙ୍କ ନିକଟରେ ସମର୍ପଣ କର ଓ କବଳେ ତାଙ୍କୁ ହିଁ ସବୋ କର। ସଦାପ୍ରଭୁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ରକ୍ଷା କରିବେ।

ପ୍ରଥମ ଶାମୁୟେଲ 7:10

ଶାମକ୍ସ୍ଟଯଲେ ନବୈେଦ୍ଯକକ୍ସ୍ଟ ଦଗ୍ଧ କରିବା ସମୟରେ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ କରିବା ପାଇଁ ଆସିଲେ କିନ୍ତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ଆଗ ରେ ଖକ୍ସ୍ଟବ୍ ଜାରେ ରେ କୋଳାହଳ କଲେ ଏବଂ ପଲେଷ୍ଟୀୟମାନେ ଡରିଗଲେ ଓ ଦ୍ବନ୍ଦ ରେ ପଡିଗଲେ, ସେଥିପାଇଁ ଇଶ୍ରାୟେଲୀୟମାନେ ସମାନଙ୍କେୁ ପରାସ୍ତ କଲେ।

ଦିତୀୟ ଶାମୁୟେଲ 22:38

ମୁ ମାରେ ଶତୃମାନଙ୍କୁ ବିନାଶ କରିବା ପାଇଁ ସମାନଙ୍କେୁ ଗୋଡ଼ାଇବି, ସମାନଙ୍କେୁ ଧ୍ବଂସ ନ କରିବା ୟାଏ। ସମାନେେ ବିନାଶ ନ ହବୋ ପର୍ୟ୍ଯନ୍ତ ମୁ ଫରେିବି ନାହିଁ।

ଦିତୀୟ ରାଜାବଳୀ 7:5

ତେଣୁ ସହେିଦିନ ସନ୍ଧ୍ଯା ରେ ସେ ଗ୍ଭରିଜଣ କୁଷ୍ଠୀ ଅରାମୀଯ ଶିବିରକୁ ଗଲେ। ସମାନେେ ଅରାମୀଯ ଶିବିରର ବାହାର ସୀମା ରେ ପହଞ୍ଚି ଦେଖିଲେ, ସଠାେରେ କୌଣସି ମନୁଷ୍ଯ ନାହିଁ।

ଦିତୀୟ ବଂଶାବଳୀ 14:2

ଆସା ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ସମ୍ମୁଖ ରେ ଉତ୍ତମ ଓ ଯଥାର୍ଥ ବିଷଯମାନ କଲେ।

ଦିତୀୟ ବଂଶାବଳୀ 14:9

ଏହାପରେ ସରହେ ଆସାଙ୍କ ସୈନ୍ଯଦଳର ବିରୁଦ୍ଧ ରେ ଆସିଲା। ସରହେ ଇଥିଓପିଆର ମୁଖ୍ଯ ଥିଲା। ସରହେ ସହିତ ଥିବା ସୈନ୍ଯଦଳ ରେ 1,00,000 ଲୋକ ଓ 300 ରଥ ଥିଲେ। ସରହରେ ସୈନ୍ଯଦଳ ମା ରଶାେ ସହର ପର୍ୟ୍ଯନ୍ତ ମାଡ଼ିଗଲେ।

ଦିତୀୟ ବଂଶାବଳୀ 19:4

ଯିହାଶାଫେଟ୍ ୟିରୁଶାଲମ ରେ ବାସ କରୁଥିଲେ। ସେ ବେର୍ଶବୋର ଲୋକମାନଙ୍କ ମଧ୍ଯରୁ ଇଫ୍ରଯିମ୍ର ପାର୍ବତ୍ଯମଯ ଦେଶକୁ ବାହାରି ଗଲେ। ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ସହେି ଲୋକମାନଙ୍କୁ ଯିହାଶାଫେଟ୍ ପୁଣି ଫରୋଇ ଆଣିଲେ, ୟିଏ କି ସମାନଙ୍କେର ପୂର୍ବପୁରୁଷଗଣଙ୍କର ଅନୁସରଣ କରୁଥିଲେ।

ଦିତୀୟ ବଂଶାବଳୀ 20:22

ସହେି ଲୋକମାନେ ପରମେଶ୍ବରଙ୍କର ପ୍ରଶଂସା ଓ ଗାନ କରିବା ସମୟରେ ସଦାପ୍ରଭୁ ଅମ୍ମାନେ, ମାୟୋବ ଓ ସଯେୀର ପାର୍ବତ୍ଯାଞ୍ଚଳର ଲୋକମାନଙ୍କର ଉପରେ ଅତର୍କିତ ଆକ୍ରମଣ କରାଇଲେ। ଯେଉଁ ଲୋକମାନେ ଯିହୁଦାକୁ ଆକ୍ରମଣ କରିବାକୁ ଆସିଥିଲେ, ସମାନେେ ପ୍ରହାରିତ ହେଲେ।

ଦିତୀୟ ବଂଶାବଳୀ 31:20

ଅତଏବ ରାଜା ହିଜକିଯ ଯିହୁଦା ରେ ଏହି ସମସ୍ତ ଉତ୍ତମ କାର୍ୟ୍ଯ କଲେ। ସେ ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ଦୃଷ୍ଟି ରେ ଉତ୍ତମ ଓ ଯଥାର୍ଥ କର୍ମ କଲେ ଓ ବିଶ୍ବସ୍ତ ଥିଲେ।

ଦିତୀୟ ବଂଶାବଳୀ 32:21

ଏହାପରେ ସଦାପ୍ରଭୁ ଅଶୂର ରାଜାର ଛାଉଣୀକୁ ଜଣେ ସ୍ବର୍ଗଦୂତଙ୍କୁ ପଠାଇଲେ। ସହେି ସ୍ବର୍ଗଦୂତ ଅଶୂରର ସୈନ୍ଯଦଳର ସମସ୍ତ ସୈନ୍ଯ, ନେତାଗଣ ଓ ସନୋଧିକାରୀମାନଙ୍କୁ ହତ୍ଯା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫରେିଗଲା ଓ ତାହାର ଲୋକମାନେ ତା' ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦବେତାର ମନ୍ଦିରକୁ ଗଲା ଓ ତା'ର ନିଜର ପୁତ୍ରମାନେ କେତଜେଣ ସହେି ସ୍ଥାନ ରେ ତାହାକୁ ଏକ ଖଡ୍ଗ ରେ ବଧ କଲେ।

ଗୀତସଂହିତା 18:38

ମୁଁ ମାରେ ଶତ୍ରୁମାନଙ୍କୁ ପରାଜିତ କରିବି। ସମାନେେ ଆଉ ପୁନର୍ବାର ଉଠିପାରିବେ ନାହିଁ। ମାରେ ଶତ୍ରୁମାନେ ମାରେ ପାଦ ତଳେ ପାତିତ ହବେେ।

ଗୀତସଂହିତା 89:23

ଆମ୍ଭେ ତାହାର ବିପକ୍ଷଗଣଙ୍କୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା ଓ ତାହାର ଘୃଣାକାରୀମାନଙ୍କୁ ପରାସ୍ତ କରିବା।

Interlinear

Choose Theme