Home Bibles ☰ Books ଦିତୀୟ ବିବରଣ 27:19 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 27:19 · ଓଡ଼ିଆ ବାଇବେଲ

ଲବେୀୟମାନେ କହିବେ, ' ଯେଉଁ ଲୋକ ବିଧବା, ବିଦେଶୀ, ଅନାଥଙ୍କର ନ୍ଯାଯ କରିବା ରେ ବାଧା ଦିଏ ସେ ଅଭିଶଲ୍ଗ ହେଉ।'

Cross references

ଯାତ୍ରା ପୁସ୍ତକ 22:21

ମନରେଖ, ଅତୀତ ରେ ତୁମ୍ଭମାନେେ ମିଶର ରେ ବିଦେଶୀ ରୁପେ ଥିଲ। ତେଣୁ ତୁମ୍ଭ ଦେଶ ରେ କୌଣସି ବିଦେଶୀକୁ ଠକିବ ନାହିଁ କିମ୍ବା ଆଘାତ କରିବ ନାହିଁ।

ଯାତ୍ରା ପୁସ୍ତକ 23:2

ତୁମ୍ଭେ ଲୋକ ଗହଳି ସହିତ ୟୋଗ ଦବୋ ଉଚିତ୍ ନୁହଁ ଏବଂ ନ୍ଯାଯକୁ ଭ୍ରଷ୍ଟ କରିବା ଉଚିତ୍ ନୁହଁ, ଯେତବେେଳେ ତୁମ୍ଭେ ନ୍ଯାଯାଳଯ ରେ ସାକ୍ଷ୍ଯ ଦିଅ।

ଯାତ୍ରା ପୁସ୍ତକ 23:8

ଯଦି କୌଣସି ଲୋକ ତା'ର ଭୂଲ୍ ପାଇଁ, ତାହା ସହ ଏକମତ ହବୋ ପାଇଁ ତୁମ୍ଭକୁ ଲାଞ୍ଚ ଦିଏ ତବେେ ତୁମ୍ଭେ ତାହା ଗ୍ରହଣ କର ନାହିଁ। କାରଣ ଲାଞ୍ଚ ଲୋକମାନଙ୍କୁ ଅନ୍ଧ କରିଥାଏ। ବିଚାରକ ସତ୍ଯତା ଦେଖିପା ରେ ନାହିଁ। ଏବଂ ଲାଞ୍ଚ ମଧ୍ଯ ଏକ ଉତ୍ତମ ଲୋକର ବ୍ଯବହାର ବଦଳାଇ ଦଇପୋରିବ।

ଦିତୀୟ ବିବରଣ 10:18

ସେ ପିତୃହୀନ ଓ ବିଧିବାର ବିଗ୍ଭର ନିଷ୍ପତ୍ତି କରନ୍ତି ଓ ବିଦେଶୀକ ଅନ୍ନବସ୍ତ୍ର ଦଇେ ପ୍ ରମେ କରନ୍ତି।

ଦିତୀୟ ବିବରଣ 24:17

ତୁମ୍ଭେ ବିଦେଶୀର କି ପିତୃମାତୃହୀନ ବିଗ୍ଭର ରେ ଅନ୍ଯାଯ କରିବ ନାହିଁ। କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ।

ଗୀତସଂହିତା 82:2

ପରମେଶ୍ବର କହନ୍ତି, ତୁମ୍ଭମାନେେ କେତକୋଳ ପର୍ୟ୍ଯନ୍ତ ଅନ୍ଯାଯ ବିଚାର କରିବ ? ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ ?

ହିତୋପଦେଶ 17:23

ଦୁଷ୍ଟ ଲୋକ ନ୍ଯାଯରୁ ବଞ୍ଚିବାକୁ ଲୁଚଇେ କରି ଉତ୍କୋଚ ନିଏ।

ହିତୋପଦେଶ 31:5

ଯଦି ସମାନେେ ପାନ କରନ୍ତି, ସମାନେେ ସବୁ ନିଯମ ଭୁଲି ୟାଆନ୍ତି ଏବଂ ଗରୀବ ଲୋକମାନଙ୍କ ବିପକ୍ଷ ରେ ନ୍ଯାଯ କରନ୍ତି।

ମୀଖା 3:9

ହେ ଯାକୁବର ବୃଦ୍ଧଗଣ ଓ ଇଶ୍ରାୟେଲର ଶାସକଗଣ ମାେ କଥା ଶୁଣ! ତୁମ୍ଭମାନେେ ନ୍ଯାଯ ବିଗ୍ଭର ଚଳଣିକୁ ଘୃଣା କରୁଛ। ଯାହାସବୁ ନ୍ଯାଯ ଓ ଯଥାର୍ଥ ତୁମ୍ଭମାନେେ ସେ ସମସ୍ତକୁ ମିଥ୍ଯା କରୁଛ।

ମଲାଖୀ 3:5

ତା'ପ ରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ଯ ଦବୋ ସମାନଙ୍କେ ବିରୁଦ୍ଧ ରେ, ଯେଉଁମାନେ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। ସହେିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।

Interlinear

Choose Theme