ଦିତୀୟ ବିବରଣ 22:11 · ଓଡ଼ିଆ ବାଇବେଲ
ଏପରି ପୋଷାକ ପିନ୍ଧି ନାହିଁ, ଯାହାକି ରେଶମ ଓ ଲାଇଲନ୍ ସୂତା ରେ ପ୍ରସ୍ତକ୍ସ୍ଟତ ହାଇେଥିବ।
Cross references
ଲେବୀୟ ପୁସ୍ତକ 19:19
ତୁମ୍ଭମାନେେ ଆମ୍ଭର ସକଳବିଧି ପାଳନ କରିବ। ତୁମ୍ଭେ ଭିନ୍ନଜାତୀଯ ପଶୁ ସହିତ ଆପଣା ପଶୁମାନଙ୍କୁ ସଙ୍ଗମ କରିବାକୁ ଦବେ ନାହିଁ। ପୁଣି ନିଜ କ୍ଷତେ ରେ ମିଶ୍ରିତ ବୀଜ ବୁଣିବ ନାହିଁ କିମ୍ବା ଦୁଇ ପ୍ରକାର ସୂତା ମିଶ୍ରିତ ବସ୍ତ୍ର ବିନ୍ଧିବ ନାହିଁ।
ଲୂକଲିଖିତ ସୁସମାଚାର 5:36
ଯୀଶୁ ସମାନଙ୍କେୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: ଜଣେ ଲୋକ ଗୋଟିଏ ପୁରୁଣା ଚାଦର ରେ ତାଳି ପକାଇବାକୁ କୌଣସି ନୂଆ ଚାଦରରୁ ଖଣ୍ଡେ ଚିରିପକାଏ ନାହିଁ। ଯେଉଁଲୋକ ଏଭଳି କରେ, ତା'ର ନୂଆ ଚାଦରଟିତ ନଷ୍ଟ ହାଇଯୋଏ ପୁଣି ନୂଆ ଚାଦରରୁ ଚିରା ହାଇେଥିବା ତାଳି ପୁରୁଣା ଚାଦର ସାଙ୍ଗ ରେ ମିଶେ ନାହିଁ।