Home Bibles ☰ Books ଦିତୀୟ ବିବରଣ 22:10 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 22:10 · ଓଡ଼ିଆ ବାଇବେଲ

ତୁମ୍ଭେ ବଦଳ ଓ ଗଧ ଏକତ୍ର ୟୋଡି ଗ୍ଭଷ କରିବ ନାହିଁ।

Cross references

ଲେବୀୟ ପୁସ୍ତକ 19:19

ତୁମ୍ଭମାନେେ ଆମ୍ଭର ସକଳବିଧି ପାଳନ କରିବ। ତୁମ୍ଭେ ଭିନ୍ନଜାତୀଯ ପଶୁ ସହିତ ଆପଣା ପଶୁମାନଙ୍କୁ ସଙ୍ଗମ କରିବାକୁ ଦବେ ନାହିଁ। ପୁଣି ନିଜ କ୍ଷତେ ରେ ମିଶ୍ରିତ ବୀଜ ବୁଣିବ ନାହିଁ କିମ୍ବା ଦୁଇ ପ୍ରକାର ସୂତା ମିଶ୍ରିତ ବସ୍ତ୍ର ବିନ୍ଧିବ ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:14

ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ତୁମ୍ଭମାନେେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସମାନଙ୍କେ ସହିତ ୟୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧିଅରେ କି ସହଭାଗିତା ଅଛି ?

Interlinear

Choose Theme