ଆଉ କୌଣସି ଲୋକର ଏକ ସ୍ତ୍ରୀ ଲୋକକୁ ବିବାହ ପାଇଁ ସ୍ବୀକୃତି ହାଇେଛି କିନ୍ତୁ ତାକକ୍ସ୍ଟ ଏପର୍ୟ୍ଯନ୍ତ ବିବାହ କରି ନାହିଁ। ସେ ଫରେି ଆପଣା ଗୃହକକ୍ସ୍ଟ ଯାଉ। ଯଦି ସେ ୟକ୍ସ୍ଟଦ୍ଧ ରେ ମରିୟାଏ, ଅନ୍ୟ କହେି ତାକକ୍ସ୍ଟ ବିବାହ କରିବ।'
Cross references
ଯବେେ କୌଣସି କକ୍ସ୍ଟମାରୀତ୍ବ କନ୍ଯା ସହିତ କୌଣସି ପୁରୁଷ ପ୍ରତି ବାଗ୍ଦତ୍ତା ଥାଏ ଓ କୌଣସି ପୁରୁଷ ତାହାକକ୍ସ୍ଟ ନଗର ମଧିଅରେ ପାଇ ତାହା ସହିତ ଶଯନ କରେ।
ଯଦି କୌଣସି ଲୋକ ନୂତନ ଭାବେ ବିବାହିତ ହାଇେଥାଏ ତବେେ ସେ ସୈନ୍ଯଦଲ ରେ ୟୋଗ ଦବନୋହିଁ। କି ଅବା ତାଙ୍କୁ କୌଣସି ଦାଯିତ୍ବ ପୂର୍ଣ କାର୍ୟ୍ଯଭାର ଦିଆୟିବ ନାହିଁ। ଏକବର୍ଷ ପାଇଁ ତାକକ୍ସ୍ଟ ସ୍ବାଧୀନଭାବେ ବକ୍ସ୍ଟଲି ଖକ୍ସ୍ଟସି କରିବାକୁ ଦିଆୟିବ ସେ ତା'ର ନୂତନ ସ୍ତ୍ରୀକକ୍ସ୍ଟ ଧରି ଗୃହ ରେ ମନୋରଞ୍ଚନ କରି, ବାସ କରିବ।
ତୁମ୍ଭେ ଏକ ସ୍ତ୍ରୀଲୋକକୁ ବିବାହ କରିବ କିନ୍ତୁ ଅନ୍ୟ ଜଣେ ପୁରୁଷ ତାକକ୍ସ୍ଟ ଧର୍ଷଣ କରିବ। ତୁମ୍ଭେ ଏକ ଗୃହ ନିର୍ମାଣ କରିବ କିନ୍ତୁ ସେଥି ରେ ଅନ୍ୟ ଜଣେ ବାସ କରିବ। ତୁମ୍ଭମାନେେ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ଓ ଅନ୍ୟ ଜଣେ ତା'ର ଫଳସବୁ ଖାଇବ। ତୁମ୍ଭେ ସେଥିରକ୍ସ୍ଟ କିଛି ପାଇବ ନାହିଁ।
ଯୀଶୁଖ୍ରୀଷ୍ଟଙ୍କ ମାଆ ଥିଲେ ମରିୟମ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହାଇେଥିଲା। ମରିୟମଙ୍କର ଯୋଷଫଙ୍କେ ସହିତ ବିବାହ ସ୍ଥିର ହାଇେଥିଲା। କିନ୍ତୁ ବିବାହ ପୂର୍ବରୁ ଜଣା ପଡିଲା ଯେ, ମରିୟମ ପବିତ୍ର ଆତ୍ମାଙ୍କ ଶକ୍ତି ବଳ ରେ ଗର୍ଭବତୀ ହାଇେଛନ୍ତି।
କିନ୍ତୁ ସମସ୍ତ ନିମନ୍ତ୍ରିତ ବ୍ଯକ୍ତିମାନେ କହିଲେ ଯେ, ସମାନେେ ଯାଇ ପାରିବେ ନାହିଁ। ପ୍ରେତ୍ୟକକ ବାହାନା କରି କ୍ଷମା ମାଗି ରହିଗଲେ। ପ୍ରଥମ ଲୋକଟି କହିଲା, 'ମୁଁ ଏବେ ଖଣ୍ଡେ ଜମି କିଣିଛି। ସହେି ଜମିଟି ଦେଖିବାକୁ ପର୍ତ୍ତମାନ ମାେତେ ୟିବାକୁ ପଡିବ। ଦୟାକରି ମାେତେ କ୍ଷମା କର।'
ଜଣେ ସୈନିକ ତାର ନାୟକକୁ ଖୁସି କରିବାକୁ ଚେଷ୍ଟା କରେ। ଅତଏବ ଦୈନିକ ଜୀବନର ଘଟଣା ରେ ସେ ନିଜର ସମୟ ଅତିବାହିତ କରେ ନାହିଁ।