ଦିତୀୟ ବିବରଣ 2:13 · ଓଡ଼ିଆ ବାଇବେଲ
ସଦାପ୍ରଭୁ ମାେତେ କହିଲେ, ' ସରନ୍େ ଉପତ୍ଯାକାର ସେ ପାଖକକ୍ସ୍ଟ ୟାଅ।' ତେଣୁ ଆମ୍ଭେ ସରଦେ ଉପତ୍ୟକା ପାର ହେଲକ୍ସ୍ଟ।
Cross references
ଗଣନା ପୁସ୍ତକ 13:23
ଏହାପରେ ସମାନେେ ଇଷ୍କୋଲ ଉପତ୍ୟକା ରେ ଉପସ୍ଥିତ ହାଇେ ସଠାେରେ ଏକ ପନ୍ଡୋ ଫଳୟୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇଜଣ ସାଙ୍ଗୀ ରେ ବହନ କଲେ, ସମାନେେ ମଧ୍ଯ କିଛି ଡାଳିମ୍ବ ଓ ଡିମ୍ବିରି ଫଳ ଆଣିଲେ।
ଗଣନା ପୁସ୍ତକ 21:12
ପୁଣି ସମାନେେ ସଠାରୁେ ୟାତ୍ରା କରି ସରେଦ୍ ଉପତ୍ୟକା ରେ ଛାଉଣୀ ସ୍ଥାପନ କଲେ।
ଗଣନା ପୁସ୍ତକ 21:13
ସଠାରୁେ ସମାନେେ ୟାତ୍ରକରି ଇମାରେୀୟମାନଙ୍କ ସୀମାରୁ ନିର୍ଗତ ଅର୍ଣୋନ ନଦୀର ଅନ୍ୟ ପାଶର୍ବ ମରୁଭୂମିରେ ଛାଉଣୀ ସ୍ଥାପନ କଲେ। କାରଣ ମାୟୋବର ଓ ଇ ମାରେୀଯମାନଙ୍କର ମଧ୍ଯବର୍ତ୍ତୀ ଅର୍ଣୋନ୍ ମାୟୋବର ସୀମା ଥିଲା।