ଗଣନା ପୁସ୍ତକ 13:23 · ଓଡ଼ିଆ ବାଇବେଲ
ଏହାପରେ ସମାନେେ ଇଷ୍କୋଲ ଉପତ୍ୟକା ରେ ଉପସ୍ଥିତ ହାଇେ ସଠାେରେ ଏକ ପନ୍ଡୋ ଫଳୟୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇଜଣ ସାଙ୍ଗୀ ରେ ବହନ କଲେ, ସମାନେେ ମଧ୍ଯ କିଛି ଡାଳିମ୍ବ ଓ ଡିମ୍ବିରି ଫଳ ଆଣିଲେ।
Cross references
ଗଣନା ପୁସ୍ତକ 13:24
ଇଶ୍ରାୟେଲର ଲୋକମାନେ ଯେଉଁ ଉପତ୍ୟକା ରେ ଦ୍ରାକ୍ଷାପନ୍ଡୋ କାଟି ଥିଲେ, ସେଥି ସକାେଶ ସହେି ସ୍ଥାନ ଇଷ୍କୋଲ ଉପତ୍ୟକା ନାମ ରେ ପ୍ରସିଦ୍ଧ ହେଲା।
ଗଣନା ପୁସ୍ତକ 32:9
କାରଣ ସମାନେେ ଇଷ୍କୋଲ ଉପତ୍ୟକା ପର୍ୟ୍ଯନ୍ତ ଗମନ କରି ଦେଶ ଦେଖିଲେ ଓ ସଦାପ୍ରଭୁଙ୍କ ଦତ୍ତ ଦେଶକୁ ୟିବା ପାଇଁ ଇଶ୍ରାୟେଲ ଲୋକମାନଙ୍କର ମନକୁ ନିରୁତ୍ସାହିତ କଲେ।
ଦିତୀୟ ବିବରଣ 1:24
ଏହାପରେ ସମାନେେ ସହେି ପର୍ବତମଯ ଦେଶକକ୍ସ୍ଟ ଗଲେ ଓ ଇଷ୍କୋଲ ଉପତ୍ଯାକା ରେ ପହଁଞ୍ଚିଲେ ଏବଂ ସହେି ଦେଶ ରେ ଗକ୍ସ୍ଟଲ୍ଗ ଦୃଷ୍ଟି ରଖିଲେ।
ଦିତୀୟ ବିବରଣ 8:8
ଏହି ଦେଶ ଗହମ, ୟବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମଯ ଅଟେ। ସହେି ଦେଶ ମଧ୍ଯ ଜିତତୈଳ ଓ ମଧକ୍ସ୍ଟମଯ ଅଟେ।
ବିଚାରକର୍ତାମାନଙ୍କ ବିବରଣ 16:4
ଏହାପରେ ଶାମ୍ଶୋନ୍ ଦଲୀଲା ନାମକ ଏକ ସ୍ତ୍ରୀ ଲୋକର ପ୍ ରମେ ରେ ପଡିଗଲେ। ଯେ କି ଥିଲା ସୋ ରେକ୍ ଉପତ୍ୟକାର ଜଣେ ସ୍ତ୍ରୀ ଲୋକ।