Home Bibles ଦିତୀୟ ବିବରଣ 19:2 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 19:2 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ସହେି ଦେଶକକ୍ସ୍ଟ ତିନି ଭାଗ ରେ ବିଭକ୍ତ କରିବା ଉଚିତ୍। ଏବଂ ପ୍ରେତ୍ୟକକ ଅଂଶ ରେ ଏକ ନଗର ନିର୍ମାଣ କର ଯାହାକି ସହେି ଅଞ୍ଚଳ ମଧ୍ଯବର୍ତ୍ତୀ ହବେ। ଏବଂ ଏହାପରେ ସହେି ନଗରକକ୍ସ୍ଟ ସବୁଆଡକ୍ସ୍ଟ ରାସ୍ତା ନିର୍ମାଣ କର।

Cross references

ଯାତ୍ରା ପୁସ୍ତକ 21:13

ଯଦି ସେ ତାକୁ ହତ୍ଯା କରିବାକୁ ଚାହୁଁ ନଥିଲା କିନ୍ତୁ ପରମେଶ୍ବର ତାକୁ ସମର୍ପଣ କଲେ, ସେ ଯେଉଁଠାକୁ ଗଲେ ସମାନେେ ତାକୁ ଉପୟୁକ୍ତ ଜାଗା ଦବେେ।

ଗଣନା ପୁସ୍ତକ 35:10

ଇଶ୍ରାୟେଲର ଲୋକମାନଙ୍କୁ କୁହ, ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ କିଣାନ ଦେଶ ରେ ଉପସ୍ଥିତ ହେଲେ,

ଦିତୀୟ ବିବରଣ 3:18

ସହେି ସମୟରେ ମୁ ସହେି ଗୋଷ୍ଠୀଯମାନଙ୍କୁ ନିର୍ଦ୍ଦେଶ ଦଇେ କହିଲି: 'ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ବାସ କରିବାକୁ ଏହି ୟର୍ଦ୍ଦନ କୂଳସ୍ଥ ଦେଶ ଦଇେଛନ୍ତି। କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କେ ମଧ୍ଯରକ୍ସ୍ଟ ବୀର ଗୋଷ୍ଠୀଯମାନେ ସୂସଜ୍ଜ ହାଇେ ତୁମ୍ଭମାନଙ୍କ ଭାଇମାନଙ୍କର ଇଶ୍ରାୟେଲ-ସନ୍ତାନମାନଙ୍କ ସମ୍ମିଖ ରେ ପାର ହାଇଯେିବେ।

ଦିତୀୟ ବିବରଣ 4:41

ଏହାପରେ ମାଶାେ ୟର୍ଦ୍ଦନ ନଦୀର ପୂର୍ବ ଦିଗ ରେ ତିନୋଟି ନଗର ସଂରକ୍ଷଣ କଲେ।

ଦିତୀୟ ବିବରଣ 4:42

ଯେପରି କହେି ଆପଣା ପ୍ରତିବେଶୀକକ୍ସ୍ଟ ପୂର୍ବେ ହିଂସା ନ କରି ଅଜ୍ଞାତ ସାର ରେ ହତ୍ଯା କଲେ, ସେ ତହିଁ ମଧ୍ଯରକ୍ସ୍ଟ କୌଣସି ଏକ ନଗରକକ୍ସ୍ଟ ପଳାଇ ବଞ୍ଚିପା ରେ।

ଯିହୋଶୂୟ 20:2

ମୁ ମାଶାଙ୍କେ ଦ୍ବାରା ତୁମ୍ଭକୁ ନିର୍ଦ୍ଦେଶ ଦଇେଥିଲି। ମାଶାେ ତୁମ୍ଭକୁ କହିଥିଲେ, ତୁମ୍ଭମାନେେ ନିଜ ନିଜ ପାଇଁ ନିରାପତ୍ତା ସହର ବାଛିବା ପାଇଁ।

ଏବ୍ରୀ 6:18

ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତବେେଳେ ପରମେଶ୍ବର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲା ବେଳେ ମଧ୍ଯ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ବରଙ୍କ ପାଖକୁ ଆସିଛନ୍ତି, ସମାନଙ୍କେୁ ଉକ୍ତ କଥା ସାନ୍ତ୍ବନା ପ୍ରଦାନ କରେ ଓ ପରମେଶ୍ବରଙ୍କ ଭରସା ରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।

Interlinear

Choose Theme