ଇଶ୍ରାୟେଲର ଲୋକମାନଙ୍କୁ କୁହ, ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ କିଣାନ ଦେଶ ରେ ଉପସ୍ଥିତ ହେଲେ,
Cross references
'ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କ ଅଧିକାର ନିମନ୍ତେ ଦବୋ, ସହେି କିଣାନ ଦେଶ ରେ, ତୁମ୍ଭମାନେେ ପ୍ରବେଶ କଲେ ଯଦି ଆମ୍ଭେ ତୁମ୍ଭମାନଙ୍କ ଅଧିକୃତ ଦେଶ ରେ କୌଣସି ଗୃହ ରେ କୁଷ୍ଠ ରୋଗର ଦାଗ ଉତ୍ପନ୍ନ କରୁ,
ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦବୋ, ତୁମ୍ଭମାନେେ ସହେି ଦେଶ ରେ ପ୍ରବେଶ କଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଭୂମି ବିଶ୍ରାମ କରିବ।
ଇଶ୍ରାୟେଲର ଲୋକମାନଙ୍କୁ କୁହ: ଯେତବେେଳେ ତୁମ୍ଭମାନେେ କିଣାନ ଦେଶ ରେ ପ୍ରବେଶ କରିବ, ତାହା ତୁମ୍ଭମାନଙ୍କର ଦେଶ ହବେ। ଏଗୁଡିକ ସହେି ଦେଶର ସୀମା ହବେ।
କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଯେଉଁ ବିଶ୍ରାମ ଓ ଅଧିକାର ଦବେେ, ତହିଁରେ ତୁମ୍ଭମାନେେ ଏପର୍ୟ୍ଯନ୍ତ ଉପସ୍ଥିତ ହାଇନୋହିଁ।
ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ତାହା ଅନ୍ୟ ଦେଶୀଯମାନଙ୍କର ଅଟେ। ସଦାପ୍ରଭୁ ସହେି ଜାତିମାନଙ୍କୁ ଧ୍ବଂସ କରିବେ। ତୁମ୍ଭମାନେେ ସହେିଠା ରେ ବାସ କରିବ। ତୁମ୍ଭମାନେେ ତାଙ୍କର ଗୃହ ଓ ସହରଗକ୍ସ୍ଟଡିକ ଅଧିକାର କରିବ। ଏବଂ ଏଗକ୍ସ୍ଟଡିକ ହବୋପରେ,
ମୁ ମାଶାଙ୍କେ ଦ୍ବାରା ତୁମ୍ଭକୁ ନିର୍ଦ୍ଦେଶ ଦଇେଥିଲି। ମାଶାେ ତୁମ୍ଭକୁ କହିଥିଲେ, ତୁମ୍ଭମାନେେ ନିଜ ନିଜ ପାଇଁ ନିରାପତ୍ତା ସହର ବାଛିବା ପାଇଁ।