Home Bibles ଦିତୀୟ ବିବରଣ 16:20 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 16:20 · ଓଡ଼ିଆ ବାଇବେଲ

ଯାହା ସର୍ବୋତଭାବେ, ୟାଥାର୍ଥ ତୁମ୍ଭେ ତା'ର ଅନକ୍ସ୍ଟଗାମୀ ହକ୍ସ୍ଟଅ। ତହିଁରେ ତୁମ୍ଭେ ବଞ୍ଚିବ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ଦେଶ ଦିଅନ୍ତି, ତାହା ଅଧିକାର କରିବ।

Cross references

ଦିତୀୟ ବିବରଣ 4:1

ବର୍ତ୍ତମାନ ହେ ଇଶ୍ରାୟେଲ ମୁ ଯେଉଁ ନିଯମ ଓ ଆଜ୍ଞା ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର। ତାହା ପାଳନ କଲେ ତୁମ୍ଭମାନେେ ବଞ୍ଚିବ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଦେଶ ଦବେେ, ତହିଁଯରେ ପ୍ରବେଶ କରି ତାହା ଅଧିକାର କରିବ।

ଦିତୀୟ ବିବରଣ 25:13

ତୁମ୍ଭେ ଆପଣା ଥଳୀ ରେ ଉଣା ଅଧିକ ଓଜନର ନାନା ପ୍ରକାର ବଟକରା ରଖିବ ନାହିଁ।

ହିତୋପଦେଶ 11:19

ଯେଉଁ ଲୋକ ଧାର୍ମିକତା ରେ ଅଟଳ ଥାଏ, ସେ ବଞ୍ଚି ରହିବ, ମାତ୍ର ୟିଏ କୁକର୍ମର ପଛ ରେ ୟାଏ, ସେ ଆପଣାର ମୃତ୍ଯୁ ଘଟାଇବ।

ଯିହିଜିକଲ 18:5

ଯଦି ଜଣେ ମନୁଷ୍ଯ ଧାର୍ମିକ ହୁଏ, ତବେେ ନ୍ଯାଯ ଓ ଯଥାର୍ଥ କରେ।

ଯିହିଜିକଲ 18:9

ସେ ମାେ ନିଯମାନୁସା ରେ ଜୀବନ ଧାରଣ କରେ ଏବଂ ମାେ ନିଯମ ଅନୁସାରେ ଯାହା ଯଥାର୍ଥ ତାହା ଅନୁସରଣ କରେ। ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ସହେି ମନୁଷ୍ଯ ଧାର୍ମିକ ଅଟେ, ସେ ନିଶ୍ଚିତଭାବରେ ବଞ୍ଚିବ।

ମୀଖା 6:8

ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି। ଏହାହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି। ଅନ୍ୟମାନଙ୍କ ପ୍ରତି ଭଲହୁଅ, ବଦାନ୍ଯତା ଓ କରୁଣାକୁ ଭଲ ପାଅ, ପରମେଶ୍ବରଙ୍କ ସହିତ ନମ୍ରତାର ସହିତ ବାସ କର।

ରୋମୀୟଙ୍କ ପ୍ରତି ପତ୍ର 10:5

ବ୍ଯବସ୍ଥା ପାଳନ ଦ୍ବାରା ଧାର୍ମିକ ହବୋ ବିଷୟ ରେ ମାଶାେ କହିଛନ୍ତି: ଯେଉଁ ଲୋକ ବ୍ଯବସ୍ଥା ପାଳନ ଦ୍ବାରା ଜୀବନ ପାଇବା ପାଇଁ ଚେଷ୍ଟା କରେ, ସେ ନିଜର କାର୍ୟ୍ଯ ବ୍ଯବସ୍ଥା ଅନୁସାରେ କରିବା ଆବଶ୍ଯକ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:8

ଭାଇ ଓ ଭଉଣୀମାନେ ! ଯାହା ସତ୍ଯ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍ ଗୁଣ ଓ ପ୍ରଶଂସାର ଥାଏ, ସହେି ବିଷୟଗୁଡ଼ିକରେ ମନୋୟୋଗ କର।

Interlinear

Choose Theme