Home Bibles ଦିତୀୟ ବିବରଣ 14:28 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 14:28 · ଓଡ଼ିଆ ବାଇବେଲ

ପ୍ରତି ତୃତୀୟ ବର୍ଷର ଶଷେ ରେ ତୁମ୍ଭେ ସହେି ବର୍ଷ ରେ ଉତ୍ପନ୍ନ ଆପଣା ଶସ୍ଯାଦିର ସମସ୍ତ ଦଶମାଂଶ ବାହାର କରି ଆଣି ଆପଣା ନଗର ଦ୍ବାର ଭିତ ରେ ସଞ୍ଚଯ କରି ରଖିବ।

Cross references

ଦିତୀୟ ବିବରଣ 14:22

ପ୍ରେତ୍ୟକକ ବର୍ଷ ଆପଣା କ୍ଷେତ୍ରରକ୍ସ୍ଟ ଉତ୍ପନ୍ନ ଶସ୍ଯର ଦଶମାଂଶ ସାଇତି ରଖିବ।

ଦିତୀୟ ବିବରଣ 26:12

ତୃତୀୟ ବର୍ଷ ରେ ଅର୍ଥାତ୍ ଦଶମାଂଶ ବର୍ଷ ରେ ତୁମ୍ଭେ ଆପଣା ଉତ୍ପନ୍ନ ଶସ୍ଯ ଆଦିର ଦଶମାଂଶ ଦବୋର ସମାଲ୍ଗ କଲାପରେ ତୁମ୍ଭମାନେେ ଲବେୀୟକକ୍ସ୍ଟ, ବିଦେଶୀକି, ପିତୃହୀନକକ୍ସ୍ଟ ଓ ବିଧବାକକ୍ସ୍ଟ ତାହା ହବେ। ତହିଁରେ ସମାନେେ ତକ୍ସ୍ଟମ୍ଭ ନଗରଦ୍ବାର ମଧିଅରେ ଭୋଜନ କରି ତୃଲ୍ଗ ହବେେ।

ଆମୋଷ 4:4

ବୈଥଲକେୁ ୟାଅ ଏବଂ ସଠାେ ରେ ପାପ କର। ଗିଲ୍ଗଲକୁ ୟାଅ ସଠାେ ରେ ଅଧିକ ପାପ କର। ପ୍ରଭାତ ରେ ତୁମ୍ଭର ବଳିଦାନ ଉତ୍ସର୍ଗ କର। ତିନି ଦିନ ରେ ଥରେ ଏକ ଦଶମାଂଶ ଶସ୍ଯ ଆଣ।

Interlinear

Choose Theme