ଏଥିପାଇଁ ଲବେୀର ଆପଣା ପରିବାରବର୍ଗ ମଧିଅରେ କୌଣସି ଅଂଶ କି ଅଧିକାର ନାହିଁ। ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତାହାକକ୍ସ୍ଟ ଯାହା କହିଅଛନ୍ତି, ତଦନକ୍ସ୍ଟସା ରେ ସଦାପ୍ରଭୁ ହିଁ ତାହାର ଅଧିକାର।
Cross references
ସଦାପ୍ରଭୁ ହାରୋଣଙ୍କୁ କହିଲେ, ସମାନଙ୍କେ ଭୂମିରେ ତୁମର କୈଣସି ଅଧିକାର ରହିବ ନାହିଁ, ସମାନଙ୍କେ ମଧିଅରେ ତୁମ୍ଭର କୌଣସି ଭାଗ ରହିବ ନାହିଁ। ମାତ୍ର ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ମୁଁ ହିଁ ତୁମ୍ଭର ଭାଗ ଓ ତୁମ୍ଭର ଅଧିକାର।
ମାତ୍ର ଲବେୀମାନେ ସମାଗମ ତମ୍ବୁର ସବୋ କରିବେ ଓ ସମାନେେ ଏଥିପାଇଁ ଦାଯୀ ରହିବେ। ଏହା ପୁରୁଷାନୁକ୍ରମେ ଏକ ଅନନ୍ତକାଳୀନ ବିଧି ହବେ। କିନ୍ତୁ ସମାନେେ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ କୌଣସି ଦେଶ ଅଧିକାର ପାଇବେ ନାହିଁ।
କାରଣ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କୁ ଉତ୍ତୋଳନୀଯ ଉପହାରରୂପେ ଯେଉଁ ଏକ ଦଶମାଂସ ଉତ୍ସର୍ଗ କରନ୍ତି, ତାହା ମୁଁ ଲବେୀୟମାନଙ୍କୁ ଅଧିକାରାର୍ଥେ ଦଲେି। ଏଣୁ ମୁଁ କହିଲି, ସମାନେେ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ କୌଣସି ଅଧିକାର ପାଇବେ ନାହିଁ।
ଲବେୀୟମାନଙ୍କର ସମୁଦାଯ ଏକ ମାସର ପୁରୁଷ ଓ ବଯଜେଷ୍ଠ ସଂଖ୍ଯା 23,000 ହେଲା। କିନ୍ତୁ ସମାନଙ୍କେୁ ଇଶ୍ରାୟେଲର ଲୋକ ବୋଲି ଗଣନା କରାଗଲା ନାହିଁ କାରଣ ଇଶ୍ରାୟେଲର ଲୋକମାନଙ୍କର ପରି ସମାନଙ୍କେୁ ଭୂମି ଦିଆଗଲା ନାହିଁ।
ତୁମ୍ଭମାନେେ ଓ ତୁମ୍ଭମାନଙ୍କର ସନ୍ତାନ ସନ୍ତତିଗଣ ତୁମ୍ଭମାନଙ୍କର ଦାସଗଣ, ତୁମ୍ଭମାନଙ୍କର ଦାସୀଗଣ ତୁମ୍ଭମାନଙ୍କର ନଗରଦ୍ବାରବର୍ତ୍ତୀ ଲବେୀୟ ଲୋକର କୌଣସି ଅଂଶ କି ଅଧିକାର ତୁମ୍ଭମାନଙ୍କ ମଧିଅରେ ନ ଥିବା ହତେକ୍ସ୍ଟ ସେ ଏପରି ତୁମ୍ଭେ ସମସ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଆନନ୍ଦ କରିବ।
କିନ୍ତୁ ଏକଥା ଭୂଲିୟାଅ ନାହିଁ ଯେ ଆପଣା ନଗର ଦ୍ବାରବର୍ତ୍ତୀ ଲବେୀୟ ଲୋକକୁ ତ୍ଯାଗ କରିବ ନାହିଁ, କାରଣ ସେ ତକ୍ସ୍ଟମ୍ଭ ସଙ୍ଗ ରେ କୌଣସି ଅଧିକାର ପାଇନାହିଁ। ତେଣୁ ତୁମ୍ଭେ ଖାଦ୍ୟ ରେ ତାଙ୍କୁ ଭାଗ ଦବେ।
ଏହି ଖାଦ୍ୟ ସକଳ ସହେି ଲବେୀୟ ଲୋକମାନଙ୍କର, କାରଣ ସମାନଙ୍କେର କୌଣସି ନିଜସ୍ବ ସଐତ୍ତି ନାହିଁ। ଏହି ଖାଦ୍ୟ ମଧ୍ଯ ଅନ୍ୟ ଲୋକମାନଙ୍କ ପାଇଁ ବିଦେଶୀମାନଙ୍କ ପାଇଁ ପିତୃହୀନ ଓ ବିଧବାମାନେ ଆସି ଭୋଜନ କରି ତୃଲ୍ଗ ହବେେ। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତକୃତ ସମସ୍ତ କର୍ମ ରେ ତୁମ୍ଭକୁ ଆଶୀର୍ବାଦ କରିବେ।
ଲବେୀୟ ପରିବାରବର୍ଗର ଇଶ୍ରାୟେଲଙ୍କଠାରକ୍ସ୍ଟ କୌଣସି ଅଂଶ କି ଅଧିକାର ପାଇବେ ନାହିଁ। ଯେଉଁମାନେ ଯାଜକ ହବେେ, ସମାନେେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଓ ତାଙ୍କର ଅଧିକୃତ ଦ୍ରବ୍ଯ ଭୋଗ କରବେ।
ସହେି ଲବେୀୟମାନେ ଅନ୍ୟ ପରିବାରବର୍ଗ ପରି ଭୂମିରକ୍ସ୍ଟ ଅଧିକାର ପାଇବେ ନାହିଁ। ସଦାପ୍ରଭୁ ବାକ୍ଯ ଅନକ୍ସ୍ଟସା ରେ ସଦାପ୍ରଭୁ ହିଁ ସମାନଙ୍କେର ଅଧିକାର।
ମାଶାେ ୟର୍ଦ୍ଦନର ପୂର୍ବ ପାରି ରେ ଦକ୍ସ୍ଟଇଟି ବଂଶ ଓ ଅର୍ଦ୍ଧବଂଶକକ୍ସ୍ଟ ସମାନଙ୍କେର ଭୂମିର ଅଧିକାର ଦଇେଥିଲେ। କିନ୍ତୁ ସେ ଲବେୀୟମାନଙ୍କୁ କୌଣସି ଦେଶ ହେଲେ ଦଇେ ନ ଥିଲେ, ଯେପରି ଅନ୍ୟ ପରିବାରବର୍ଗ ପାଇଥିଲେ।
ଆଉ ଲବେୀୟମାନେ ଏକ ଉତ୍ତରାଧିକାର ପ୍ରାପ୍ତ ହବେେ। ମୁଁ ସମାନଙ୍କେର ସମ୍ପତ୍ତି, ତୁମ୍ଭମାନେେ ଇଶ୍ରାୟେଲ ଭିତ ରେ କୌଣସି ଭୂମି ସମାନଙ୍କେୁ ଦବେ ନାହିଁ। କାରଣ ମୁଁ ସମାନଙ୍କେର ଅଧିକାର ଅଟେ।