ଦାନିଏଲ 9:1 · ଓଡ଼ିଆ ବାଇବେଲ
ଦାରିଯାବସଙ୍କ ରାଜତ୍ବର ପ୍ରଥମ ବର୍ଷ ରେ ଏହିସବୁ ଘଟଣାମାନ ଘଟିଲା। ଦାରିଯାବସ୍ ମାଦୀଯ ବଂଶର ଉତ୍ତରାଧିକାରୀ ଥିଲେ। ତାଙ୍କର ପିତା ଅକ୍ଷଶ୍ବରେସର ଥିଲେ। ସେ କଲଦୀଯର ରାଜା ପଦ ରେ ଉପଯୋଗୀ ହେଲେ।
Cross references
ଦାନିଏଲ 1:21
ପୁଣି ଦାନିୟେଲ କୋରସ ରାଜାର ପ୍ରଥମବର୍ଷ ପର୍ୟ୍ଯନ୍ତ ରହିଲେ।
ଦାନିଏଲ 5:31
ପୁଣି ମାଦୀଯ ଦାରିଯାବସ ରାଜ୍ଯ ପ୍ରାପ୍ତ ହେଲା। ସେ ସମୟରେ ତାହାର ବଯସ ବାଷଠି ବର୍ଷ ହାଇେଥିଲା।
ଦାନିଏଲ 6:1
ଦାରିଯାବସ ଚିନ୍ତାକଲେ ସମୁଦାଯ ରାଜ୍ଯ ରେ ଶାସନ କରିବକୁ 120କ୍ଷିତିପାଳ ନିୟୁକ୍ତ କଲେ ଭଲ ହବେ।
ଦାନିଏଲ 6:28
ଏହିରୂପେ ଦାନିୟେଲ ଦାରିଯାବସର ରାଜତ୍ବ କାଳ ରେ ଓ ପାରସିକ କୋରସର ରାଜତ୍ବକାଳ ରେ ସଫଳକାମୀ ହେଲେ।
ଦାନିଏଲ 11:1
ପୁଣି ମାଦୀଯ ଦାରିଯାବସର ଅଧିକାରର ପ୍ରଥମ ବର୍ଷ ରେ ଆମ୍ଭେ ତାହାକୁ ସୁସ୍ଥିର ଓ କରିବା ପାଇଁ ଠିଆ ହେଲୁ।