ଦାରିଯାବସ ଚିନ୍ତାକଲେ ସମୁଦାଯ ରାଜ୍ଯ ରେ ଶାସନ କରିବକୁ 120କ୍ଷିତିପାଳ ନିୟୁକ୍ତ କଲେ ଭଲ ହବେ।
Cross references
ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍
ଅକ୍ଷଶ୍ବରେଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ୟ୍ଯନ୍ତ 127 ପ୍ରଦେଶ ଉପରେ ରାଜତ୍ବ କଲେ।
ତାହାର ବିରୁଦ୍ଧ ରେ ସମସ୍ତ ଗୋଷ୍ଠୀକୁ, ମାଦୀଯ ରାଜଗଣକୁ ସମାନଙ୍କେର ଦଶାେଧ୍ଯକ୍ଷ, ଅଧିପତି ଓ ତାହାର କତ୍ତୃର୍ତ୍ବାଧୀନ ସମୁଦାଯ ଦେଶକୁ ପ୍ରସ୍ତୁତ କର।
ପୁଣି ମାଦୀଯ ଦାରିଯାବସ ରାଜ୍ଯ ପ୍ରାପ୍ତ ହେଲା। ସେ ସମୟରେ ତାହାର ବଯସ ବାଷଠି ବର୍ଷ ହାଇେଥିଲା।
ଦାରିଯାବସଙ୍କ ରାଜତ୍ବର ପ୍ରଥମ ବର୍ଷ ରେ ଏହିସବୁ ଘଟଣାମାନ ଘଟିଲା। ଦାରିଯାବସ୍ ମାଦୀଯ ବଂଶର ଉତ୍ତରାଧିକାରୀ ଥିଲେ। ତାଙ୍କର ପିତା ଅକ୍ଷଶ୍ବରେସର ଥିଲେ। ସେ କଲଦୀଯର ରାଜା ପଦ ରେ ଉପଯୋଗୀ ହେଲେ।
ପୁଣି ମାଦୀଯ ଦାରିଯାବସର ଅଧିକାରର ପ୍ରଥମ ବର୍ଷ ରେ ଆମ୍ଭେ ତାହାକୁ ସୁସ୍ଥିର ଓ କରିବା ପାଇଁ ଠିଆ ହେଲୁ।
ରାଜାଙ୍କ ଦ୍ବାରା ପ୍ ରରେିତ ନେତାମାନଙ୍କର ଆଜ୍ଞା ପାଳନ କର। ମନ୍ଦ କାମ କରୁଥିବା ଲୋକଙ୍କୁ ଦଣ୍ଡ ଦବୋ ଓ ଭଲ କାମ କରୁଥିବା ଲୋକଙ୍କୁ ପ୍ରଶଂସା କରିବା ଲାଗି ସମାନଙ୍କେୁ ପଠାଯାଇଥାଏ।