Home Bibles ଦାନିଏଲ 4:29 · ଓଡ଼ିଆ ବାଇବେଲ
ଦାନିଏଲ 4:29 · ଓଡ଼ିଆ ବାଇବେଲ

ସ୍ବପ୍ନର ବର୍ଷକ ପ ରେ ରାଜା ନବୂଖଦ୍ନିତ୍ସର ବାବିଲର ନିଜ ପ୍ରାସାଦ ଉପ ରେ ବୁଲୁଥିଲା ବେଳେ, ରାଜା କହିଲା, ଏହି ବାବିଲକୁ ଦେଖ!

Cross references

ଆଦି ପୁସ୍ତକ 6:3

ସହେି କନ୍ଯାମାନେ ଦେଖିବାକୁ ବହୁତ ସୁନ୍ଦରୀ। ତେଣୁ ପରମେଶ୍ବରଙ୍କର ପୁତ୍ରଗଣ

ଉପଦେଶକ 8:11

ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସମାନଙ୍କେର ଦଣ୍ଡ ବିଳମ୍ବ ରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।

ଦାନିଏଲ 4:14

ସେ ଉଚ୍ଚସ୍ବର ରେ କହିଲେ, 'ଏହି ବୃକ୍ଷକୁ ଛଦନେ କର। ତହିଁରେ ଶାଖା ସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡି ଦିଅ ଓ ଫଳଗୁଡିକୁ ବିଞ୍ଚି ଦିଅ। ତାହାର ତଳେଥିବା ପଶୁମାନେ ଓ ଶାଖା ରେ ଥିବା ପକ୍ଷୀମାନେ ପଳାଇ ୟାଆନ୍ତୁ।

ଦାନିଏଲ 4:22

ହେ ମହାରାଜ, ସହେି ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ୍ ହାଇେଅଛନ୍ତି। କାରଣ ଆପଣଙ୍କର ମହତ୍ବ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି। ଆଉ ଆପଣଙ୍କର କତ୍ତୃର୍ତ୍ବ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ବ୍ଯାପିଅଛି।

ପିତରଙ୍କ ପ୍ରଥମ ପତ୍ 3:20

ବହୁ ପୂର୍ବରୁ ନୋହଙ୍କ ସମୟରେ ଏହି ଆତ୍ମାଗୁଡ଼ିକ ପରମେଶ୍ବରଙ୍କ ଅବାଧ୍ଯ ହାଇେଥିଲେ। ନୋହ ତାହାଙ୍କ ଜାହାଜ ତିଆରି କଲା ପର୍ୟ୍ଯନ୍ତ ପରମେଶ୍ବର ର୍ଧୈୟ୍ଯ ସହିତ ଅପେକ୍ଷା କରୁଥିଲେ। ସହେି ଜାହାଜ ରେ ଅଳ୍ପ କେତେ ଜଣ, ମାତ୍ର ଆଠ ଜଣ ଜଳରୁ ରକ୍ଷା ପାଇପାରିଲେ।

ପିତରଙ୍କ ଦିତୀୟ ପତ୍ର 3:9

ଯଦିଓ କିଛି ଲୋକେ ଏହାକୁ ଡରେି ବୋଲି ଭାବୁଛନ୍ତି, ତଥାପି ପରମେଶ୍ବର ନିଜ ପ୍ରତିଜ୍ଞା ପୂରଣ କରିବା ରେ ଡ଼ରେି କରିବେ ନାହିଁ। ବରଂ ପରମେଶ୍ବର ତୁମ୍ଭ ପ୍ରତି ର୍ଧୈୟ୍ଯବାନ ହେଉଛନ୍ତି। ପରମେଶ୍ବର କୌଣସି ଲୋକ ନଷ୍ଟ ହେଉ ବୋଲି ଚାହାଁନ୍ତି ନାହିଁ। ପରମେଶ୍ବର ଚାହାଁନ୍ତି ଯେ ପ୍ରେତ୍ୟକକ ଲୋକ ନିଜର ହୃଦୟ ପରିବର୍ତ୍ତନ କରୁ ଓ ପାପ କରିବାକୁ କ୍ଷାନ୍ତ ହେଉ।

ପିତରଙ୍କ ଦିତୀୟ ପତ୍ର 3:15

ପ୍ରଭୁ ର୍ଧୈୟ୍ଯବାନ ବୋଲି ଆମ୍ଭେ ରକ୍ଷା ପାଇଛୁ, ଏହା ମନରେଖ। ପରମେଶ୍ବରଙ୍କ ପ୍ରଦତ୍ତ ଜ୍ଞାନ ବଳ ରେ ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା ବେଳେ ସେ ସହେି କଥା କହିଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:21

ମୁଁ ତାହାକୁ ହୃଦୟ ପରିବର୍ତ୍ତନ କରିବାକୁ ଓ ପାପପଥରୁ ଦୂ ରଇେ ୟିବା ପାଇଁ ସମୟ ଦେଲେ ହେଁ ସେ ନିଜକୁ ପରିବର୍ତ୍ତନ କରିବାକୁ ଇଚ୍ଛା କରୁ ନାହିଁ।

Interlinear

Choose Theme