Home Bibles ଦାନିଏଲ 2:8 · ଓଡ଼ିଆ ବାଇବେଲ
ଦାନିଏଲ 2:8 · ଓଡ଼ିଆ ବାଇବେଲ

ରାଜା ଉତ୍ତର ଦଇେ କହିଲେ, ମୁଁ ନିଶ୍ଚିତ ଜାଣେ ଯେ, ତୁମ୍ଭମାନେେ ଇଚ୍ଛା କରି କାଳବିଳମ୍ବ କରୁଛ କାରଣ ତୁମ୍ଭମାନେେ ତାହା ଦେଖ ଯେ, ପୂର୍ବରୁ ଆଦେଶ ହାଇୟୋଇଛି।

Cross references

ଏଫିସୀୟଙ୍କ ପ୍ରତି ପତ୍ର 5:16

ଏହା ଅତ୍ଯନ୍ତ ମନ୍ଦ ସମୟ ହାଇେ ଥିବାରୁ, ଭଲ କାମ କରିବା ପାଇଁ ମିଳୁଥିବା କୌଣସି ସୁଯୋଗକୁ ଛାଡ଼ ନାହିଁ।

କଲସୀୟଙ୍କ ପ୍ରତି ପତ୍ର 4:5

ଅବିଶ୍ବାସୀ ଲୋକମାନଙ୍କ ସହିତ ବ୍ଯବହାର କଲା ବେଳେ ବୁଦ୍ଧି ସହ ବ୍ଯବହାର କର। ଯେତେ ଭଲ ଭାବରେ ପାରିବ ନିଜର ସମୟର ସଦୁପୟୋଗ କର।

Interlinear

Choose Theme