ସଠାେରେ ସେ ଏନିୟ ନାମକ ଜଣେ ପକ୍ଷଘାତ ରୋଗୀକୁ ଦେଖିଲେ। ସେ ଆଠ ବର୍ଷ ଯାଏ ଶୟ୍ଯାଶାଯୀ ଅବସ୍ଥା ରେ ପଡ଼ିଥିଲା।
Cross references
ସହେି ସମୟରେ କେତକେ ଲୋକ ତାହାଙ୍କ ପାଖକୁ ଗୋଟିଏ ପକ୍ଷାଘାତ ରୋଗଗ୍ରସ୍ତ ଲୋକକୁ ଆଣିଲେ। ରୋଗୀକୁ ଚାରି ଜଣ ଲୋକ ବୋହି କରି ଆଣିଥିଲେ।
ସଠାେରେ ଲୋକଙ୍କ ଭିତ ରେ ଜଣେ ସ୍ତ୍ରୀ ଲୋକ ଥିଲା। ବିଗତ ବାରବର୍ଷ ଧରି ତା'ର ରକ୍ତସ୍ରାବ ହେଉଥିଲା।
ଯୀଶୁ ପିଲାର ବାପାକୁ ପଚାରିଲେ, କେତେ ଦିନ ହେଲା ପିଲାର ଏମିତି ହେଉଛି?
ଏହି ଯେଉଁ ସ୍ତ୍ରୀ ଲୋକଟିକୁ ମୁଁ ସୁସ୍ଥ କରିଦଲେି ସେ ଆମ୍ଭର ଜଣେ ଯିହୂଦୀ ଭଉଣୀ ଶୟତାନ ତାକୁ ଅଠର ବର୍ଷ ହେଲା ବାନ୍ଧି ରଖିଥିଲା, ବିଶ୍ରାମବାର ରେ ସେଥିରୁ ସେ ମୁକ୍ତ ହବୋ କ'ଣ ଉଚିତ ନୁହେଁ?
ସଠାେରେ ଜଣେ ଲୋକ ପଡିରହି ଥିଲା, ସେ ବିଗତ 38 ବର୍ଷଧରି ଲୋଗଗ୍ରସ୍ତ ଥିଲା।
ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା।
କିନ୍ତୁ ଆମ୍ଭେ ଜାଣିନୁ, ସେ ଏବେ କିପରି ଦେଖି ପାରୁଛି? ତାକୁ କିଏ ତାର ଦୃଷ୍ଟିଶକ୍ତି ଦଲୋ। ତାହା ଆମ୍ଭେ ଜାଣିନାହୁଁ। ତାକୁ ପଚାର। ନିଜ କଥା ନିଜେ କହିବା ପାଇଁ ତାର ବୟସ ହେଲାଣି।
ସମାନେେ ଉପାସନା ମନ୍ଦିର ପରିସର ମଧିଅରେ ଯାଉଥିବା ସମୟରେ ଜଣେ ଲୋକ ସଠାେରେ ଥିଲା। ସେ ଜନ୍ମରୁ ପଙ୍ଗୁ ହାଇେଥିବାରୁ ଚାଲିପାରୁ ନଥିଲେ। ସମାନେେ ତାହାକୁ ସବୁଦିନ ମନ୍ଦିରରୁ 'ସୁନ୍ଦର ଫାଟକ' ପାଖ ରେ ବ ସଇେ ଦେଉଥିଲେ। ସେ ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ପଇସା ମାଗୁଥିଲା।
ଏହି ଅସାଧାରଣ କାର୍ୟ୍ଯ ପରମେଶ୍ବରଙ୍କର ଗୋଟିଏ ପ୍ରମାଣ ଥିଲା। ସୁସ୍ଥ ହାଇେଥିବା ଲୋକଟିର ବୟସ ଚ଼ଳିଶ ବର୍ଷରୁ ଅଧିକ ଥିଲା।
ଲୁସ୍ତ୍ରା ରେ ଗୋଟିଏ େଛାଟା ଥିଲା। ସେ ଲୋକଟି ଜନ୍ମରୁ େଛାଟା ଥିଲା। ସେ କବେେ ଚାଲି ପାରୁନଥିଲା।