Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 9:25 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 9:25 · ଓଡ଼ିଆ ବାଇବେଲ

କିନ୍ତୁ ତାହାଙ୍କର ଅନୁସରଣକାରୀ ତାହାଙ୍କୁ ଦିନେ ରାତି ରେ ଟୋକଇେ ରେ ନଇେ ପାଚରେୀ ଆରପଟେ ଛାଡ଼ି ଦେଲେ।

Cross references

ଯିହୋଶୂୟ 2:15

ସହେି ସ୍ତ୍ରୀ ଲୋକଟିର ଘର ନଗରର ପ୍ରାଚୀର ମଧିଅରେ ଥିଲା। ଏହା ପ୍ରାଚୀରର ଏକ ଅଂଶ ଥିଲା। ତେଣୁ ସ୍ତ୍ରୀ ଲୋକଟି ଏକ ଦଉଡି ସାହାୟ୍ଯ ରେ ଝରକା ଦଇେ ଏ ଲୋକମାନଙ୍କୁ ଖସି ୟିବାକକ୍ସ୍ଟ ସାହାୟ୍ଯ କଲା।

ପ୍ରଥମ ଶାମୁୟେଲ 19:11

ଶାଉଲ ଦାଉଦଙ୍କ ଘରକକ୍ସ୍ଟ ଲୋକ ପଠାଇଲେ। ଲୋକମାନେ ଦାଉଦଙ୍କ ଗୃହକକ୍ସ୍ଟ ଜଗି ରହିଲେ। ସମାନେେ ସଠାେରେ ରାତ୍ରି ତମାମ ଜଗି ରହିଲେ। ସମାନେେ ଦାଉଦଙ୍କକ୍ସ୍ଟ ସକାଳ ରେ ମାରିଦବୋ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଦାଉଦଙ୍କ ସ୍ତ୍ରୀ ମୀଖଲ ତାଙ୍କୁ ସତର୍କ କରାଇ ଦଲୋ। ସେ କହିଲା, ତୁମ୍ଭେ ରାତ୍ରି ରେ ପଳାଯନ କରି ଜୀବନ ରକ୍ଷା କର। ଯଦି ତୁମ୍ଭେ ଏହା ନକର ତବେେ ସମାନେେ ତୁମ୍ଭକୁ ଆସନ୍ତା କାଲି ମାରି ଦବେେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:33

କିନ୍ତୁ ସହର ପାଚରେୀ ରେ ଥିବା ଗୋଟିଏ ଝରକା ବାଟ ଦଇେ, ଗୋଟିଏ ବାକ୍ସ ରେ ବସାଇ ମାେତେ କେତକେ ବନ୍ଧୁମାନଙ୍କ ଦ୍ବାରା ବାହାରକୁ ଓହ୍ଲାଇ ନିଆ ୟିବାରୁ ମୁଁ ରାଜ୍ଯପାଳଙ୍କ ହାତରୁ ରକ୍ଷା ପାଇ ଗଲି।

Interlinear

Choose Theme