ମାେତେ ମଧ୍ଯ ଏହି ଶକ୍ତି ଦିଅ, ଯେପରିକି ମୁଁ ଯାହା ଉପରେ ହାତ ରଖିବି, ସେ ପବିତ୍ର ଆତ୍ମା ପାଇପାରିବ।
Cross references
ସହେି ସମୟରେ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ସ୍ବର୍ଗରାଜ୍ଯ ରେ ସବୁଠାରୁ ଶ୍ ରେଷ୍ଠ କିଏ?
ଯୀଶୁ ଲକ୍ଷ୍ଯ କଲେ ଯେ, କେତକେ ଅତିଥି ବସିବା ପାଇଁ ଭଲ ଆସନଟିଏ ଖାଜେୁଥିଲେ। ତେଣୁ ଯୀଶୁ ଏହି ଦୃଷ୍ଟାନ୍ତ କହିଲେ:
ତୁମ୍ଭମାନେେ ସରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଭଲ ପାଅ। କିନ୍ତୁ ଏକମାତ୍ର ପରମେଶ୍ବରଙ୍କ ପାଖରୁ ଯେଉଁ ପ୍ରଶଂସା ଆ ସେ, ତାହା ପାଇବା ପାଇଁ ତୁମ୍ଭେ ଆଦୌ ଚେଷ୍ଟା କରୁନାହଁ। ତାହାହେଲେ ତୁମ୍ଭେ ଏକଥା କିପରି ବିଶ୍ବାସ କରି ପାରିବ।
ସହେି ନଗର ରେ ଶିମାନେ ନାମକ ଜଣେ ଲୋକ ଥିଲା। ଫିଲିପ୍ପ ସଠାେକୁ ଆସିବା ପୂର୍ବରୁ ଶିମାନେ ଯାଦୁଖଳେ ଦଖାଇେ ଶମିରୋଣର ବାସିନ୍ଦାମାନଙ୍କୁ ବିସ୍ମିତ କରିଦଇେଥିଲା। ସେ ନିଜକୁ ବଡ଼ ମହାପୁରୁଷ ବୋଲି କହୁଥିଲା।
ତା'ପରେ ପ୍ ରରେିତମାନେ ଲୋକମାନଙ୍କ ଉପରେ ନିଜ ହୀତ ରଖିବାରୁ ସମାନେେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କଲେ।
ଯଥା ସମୟ ପୂର୍ବରୁ ଜନ୍ମ ହାଇେଥିବା ଶିଶୁଟିଏ ଭଳି ଯେ ମୁଁ, ସେ ମାେତେ ସର୍ବ ଶଷେ ରେ ଦଖାେ ଦେଲେ।
ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସଠାେରେ ନେତା ହାଇେ ରହିବା ପାଇଁ ଚା ହେଁ।