ରେରିତମାନଙ୍କ କାର୍ଯ୍ୟର ବିବରଣ 7:12 · ଓଡ଼ିଆ ବାଇବେଲ
ମିଶର ରେ ଶସ୍ଯଥିବା ଖବର ଶୁଣି ଯାକୁବ ପ୍ରଥମେ ଆମ୍ଭ ପୂର୍ବପୁରୁଷମାନଙ୍କୁ ସଠାେକୁ ପଠାଇଲେ।
Cross references
ଆଦି ପୁସ୍ତକ 42:1
ଯାକୁବ ଶୁଣିଲେ ଯେ, ମିଶର ରେ ପ୍ରଚୁର ଖାଦ୍ୟ ଶସ୍ଯ ମହଜୁଦ ଅଛି। ତେଣୁ ଯାକୁବ ତାଙ୍କ ପୁତ୍ରମାନଙ୍କୁ କହିଲେ, କିଛି ନକରି କାହିଁକି ତୁମ୍ଭେ ଅଳସୁଆ ହାଇେ ବସୁଛ?
ଆଦି ପୁସ୍ତକ 43:2
ଯାକୁବର ପରବାର ମିଶରରୁ ଆଣିଥିବା ସମସ୍ତ ଖାଦ୍ୟ ଦ୍ରବ୍ଯ ଖାଇ ଦେଲେ। ଯେତବେେଳେ ସହେି ଶସ୍ଯସବୁ ସରିଗଲା। ଯାକୁବ ତା'ର ପୁତ୍ରମାନଙ୍କୁ କହିଲେ, ମିଶରକୁ ୟାଇ ଆମ୍ଭମାନଙ୍କ ପାଇଁ ଆଉ କିଛି ଶସ୍ଯ ଖାଇବା ପାଇଁ ଆଣ।