Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 5:21 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 5:21 · ଓଡ଼ିଆ ବାଇବେଲ

ଏହାଶୁଣି ପ୍ ରରେିତମାନେ ସକାଳୁ ମନ୍ଦିରକୁ ଯାଇ ଲୋକମାନଙ୍କୁ ଉପଦେଶ ଦେଲେ।

Cross references

ଗୀତସଂହିତା 105:22

ୟୋଷଫେ ଅନ୍ୟ କାର୍ୟ୍ଯକାରୀତାମାନଙ୍କୁ ନିର୍ଦ୍ଦଶେ ଦେଲେ, ୟପରେି ସେ ମଲେ। ୟୋଷଫେ ରାଜାଙ୍କର ଉପଦେଶକାରୀମାନଙ୍କୁ ଶିକ୍ଷା ଦେଲେ।

ମାଥିଉଲିଖିତ ସୁସମାଚାର 5:22

କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନେେ ଅନ୍ୟ

ଲୂକଲିଖିତ ସୁସମାଚାର 21:37

ସହେି ଦିନଗୁଡିକରେ ଯୀଶୁ ଲୋକମାନଙ୍କୁ ମନ୍ଦିର ରେ ଉପଦେଶ ଦେଉଥିଲେ। ରାତ୍ରିକାଳ ରେ ସେ ନଗର ବାହାରକୁ ଚାଲି ଯାଉଥିଲେ ଓ ସାରା ରାତି ଜୀତ ପର୍ବତ ଉପରେ କଟାଉଥିଲେ।

ଲୂକଲିଖିତ ସୁସମାଚାର 22:66

ତା'ପରଦିନ ସକାଳେ, ପ୍ରାଚୀନ ଯିହୂଦୀ ନେତା ଗଣ, ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ଏକାଠି ହେଲେ। ସମାନେେ ଯୀଶୁଙ୍କୁ ସମାନଙ୍କେର ସର୍ବୋଚ୍ଚ ନ୍ଯାଯାଳୟକୁ ନଇଗେଲେ।

ଯୋହନଲିଖିତ ସୁସମାଚାର 8:2

ତହିଁ ଆରଦିନ ଅତି ସକାଳୁ ସେ ମନ୍ଦିରକୁ ଫରେିଆସିଲେ। ସବୁ ଲୋକମାନେ ଯୀଶୁଙ୍କ ପାଖକୁ ଆସିଲେ। ସେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ।

ଯୋହନଲିଖିତ ସୁସମାଚାର 18:35

ପୀଲାତ କହିଲେ, ମୁଁ ଜଣେ ଯିହୂଦୀ ନୁହେଁ। ତୁମ୍ଭ ନିଜର ଲୋକମାନେ ଓ ସମାନଙ୍କେର ପ୍ରଧାନଯାଜକମାନେ ତୁମ୍ଭକୁ ମାେ ପାଖକୁ ଆଣିଛନ୍ତି। ତୁମ୍ଭେ କ'ଣ ଦୋଷ କରିଛ?

ରେରିତମାନଙ୍କ କାର୍ଯ୍ୟର ବିବରଣ 4:5

ତହିଁ ଆରଦିନ ସମାନଙ୍କେର ନେତାମାନେ, ପ୍ରାଚୀନମାନେ ଓ ଆଇନର ଶିକ୍ଷକମାନେ ୟିରୂଶାଲମ ରେ ଏକାଠି ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:17

ମହାୟାଜକ ଓ ତାହାଙ୍କର ସବୁ ବନ୍ଧୁମାନେ, ଅର୍ଥାତ୍ ସାଦ୍ଦୁକୀ ଦଳ ଈର୍ଷାନ୍ବିତ ହାଇେ ସମାନଙ୍କେ ବିରୁଦ୍ଧ ରେ ଠିଆ ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:24

ଏକଥା ଶୁଣି ମନ୍ଦିରର ସନୋପତି ଓ ମହାୟାଜକ ବିବ୍ରତ ହାଇପେଡ଼ିଲେ ଓ ଏହାର ପରିଣାମ କ'ଣ ହବେ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:27

ସମାନେେ ପ୍ ରରେିତମାନଙ୍କୁ ଭିତରକୁ ଆଣି ମହାସଭା ରେ ଉପସ୍ଥିତ କରାଇଲେ। ତା'ପରେ ମହାୟାଜକ ସମାନଙ୍କେୁ ପଚ଼ାରିଲେ,

ରେରିତମାନଙ୍କ କାର୍ଯ୍ୟର ବିବରଣ 5:34

କିନ୍ତୁ ସହେି ସଭା ରେ ଆଇନ ଶିକ୍ଷକ ଗମଲୀଯଲେ ନାମକ ଜଣେ ସମ୍ମାନଜନକ ଫାରୂଶୀ ଠିଆ ହାଇେ ପ୍ ରରେିତମାନଙ୍କୁ କିଛି ସମୟ ପାଇଁ ବାହାରକୁ ୟିବାପାଇଁ ଆଦେଶ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:41

ପ୍ ରରେିତମାନେ ମହାସଭା ଛାଡ଼ି ଚ଼ାଲିଗଲେ। ସମାନେେ ଖୁସି ହେଲେ ଯେ, ସମାନଙ୍କେୁ ଯୀଶୁଙ୍କ ନାମ ରେ ଅପମାନ ସହିବାକୁ ୟୋଗ୍ଯ ବିବଚେିତ କରାଯାଇଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:18

ତହିଁ ଆରଦିନ ସକାଳ ହବୋରୁ ସୈନ୍ଯମାନେ ଅତି ବିବ୍ରତ ହାଇଗେଲେ। ପିତରଙ୍କ ପ୍ରତି କ'ଣ ଘଟିଥିବ, ଏହା ଭାବି ସମାନେେ ଚିନ୍ତିତ ହାଇପେଡ଼ିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:2

ସମାନେେ ପାଉଲଙ୍କୁ ଯିହୂଦୀ ଭାଷା ରେ କହିବାର ଶୁଣି ଆହୁରି ଅଧିକ ଶାନ୍ତ ହାଇଗେଲେ। ତା'ପରେ ପାଉଲ କହିଲେ,

ରେରିତମାନଙ୍କ କାର୍ଯ୍ୟର ବିବରଣ 22:15

କାରଣ ତୁମ୍ଭେ ସମସ୍ତ ଲୋକମାନଙ୍କ ପାଖ ରେ ତାହାଙ୍କର ସାକ୍ଷୀ ହବେ। ତୁମ୍ଭେ ଯାହା ଯାହା ଦେଖିଛ ଓ ଶୁଣିଛ, ତାହା ସମସ୍ତଙ୍କୁ କହିବ।

Interlinear

Choose Theme