ଯିହୂଦୀ ନେତାମାନେ ଏହା ଶୁଣି ପାଉଲଙ୍କୁ କହିଲେ, ଆମ୍ଭମାନେେ ତୁମ୍ଭ ବିଷୟ ରେ ୟିହୂଦା ଦେଶରୁ କୌଣସି ପତ୍ର ପାଇ ନାହୁଁ। ଆମ୍ଭେ ୟିରୂଶାଲମରୁ ଆସିଥିବା ଭାଇମାନଙ୍କଠାରୁ ତୁମ୍ଭ ବିରୁଦ୍ଧ ରେ କିଛି ଖବର ବା ମନ୍ଦ ସୂଚ଼ନା ପାଇ ନାହୁଁ।
Cross references
କିନ୍ତୁ ଏପରି କୌଣସି ଇଶ୍ରାୟେଲୀୟମାନଙ୍କର ହବେ ନାହିଁ। ଏପରିକି ଇଶ୍ରାୟେଲର ଏକ କୁକୁର କୌଣସି ବ୍ଯକ୍ତି ବା ପଶୁକୁ ଭୁକିବ ନାହିଁ। ଏହିପରି କହେି ଇଶ୍ରାୟେଲୀୟ ମରିବେ ନାହିଁ। ଏହିପରି ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ଇଶ୍ରାୟେଲୀୟମାନଙ୍କୁ ଓ ମିଶରୀଯମାନଙ୍କୁ ଭିନ୍ନ ଭାବରେ ବ୍ଯବହାର କରୁଛନ୍ତି।
ଦେଖ, କେତକେ ବ୍ଯକ୍ତି ତୁମ୍ଭ ଉପ ରେ କୋର୍ଧ ହାଇେଛନ୍ତି। ମାତ୍ର ସମାନେେ ଲଜ୍ଜିତ ଓ ଅପମାନିତ ହବେେ। ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି, ସମାନେେ ତୁଚ୍ଛ ବସ୍ତ୍ରଭଳି ବିନଷ୍ଟ ହବେେ।
ଯେ ମାେତେ ଧର୍ମାଚାରୀ କରନ୍ତି ସେ ମାେ ନିକଟବର୍ତ୍ତୀ। ତେଣୁ ମାେତେ କିଏ ବିରୋଧ କରିବ ? ଆସ ଆମ୍ଭମାନେେ ଏକତ୍ର ଛିଡ଼ା ହବୋ, କିଏ ମାରେ ବିପକ୍ଷ ରେ ୟିବ ସେ ମାେ ନିକଟକୁ ଆସୁ।
ତୁମ୍ଭ ବିପକ୍ଷ ରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହବେ ନାହିଁ। ତୁମ୍ଭ ପ୍ରତିକୂଳ ରେ କହୁଥିବା ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ।'
ମହାୟାଜକ ଓ ପ୍ରାଚ଼ୀନ ଲୋକମାନଙ୍କର ସମ୍ପୂର୍ଣ୍ଣ ପରିଷଦ ଏ କଥାର ସାକ୍ଷୀ ଅଟନ୍ତି। ମୁଁ ସମାନଙ୍କେଠାରୁ ଦମ୍ମସକରେେ ଥିବା ସମାନଙ୍କେର ଭାଇମାନଙ୍କ ପାଖକୁ ପତ୍ର ନଇେ ଯାଇଥିଲି। ସଠାେରେ ଥିବା ଯୀଶୁଙ୍କର ଶିଷ୍ଯମାନେ ଯେପରି ଦଣ୍ଡ ପାଇପାରନ୍ତି, ଏଥିନିମନ୍ତେ ସମାନଙ୍କେୁ ବନ୍ଦୀ କରି ୟିରୁଶାଲମକୁ ନଇେ ଆସିବା ପାଇଁ ମୁଁ ଯାଉଥିଲି।