Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 27:32 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 27:32 · ଓଡ଼ିଆ ବାଇବେଲ

ତେଣୁ ସୈନିକମାନେ ଜୀବନ ରକ୍ଷକ ଡ଼ଙ୍ଗାର ଦଉଡ଼ି କାଟି ଦେଲେ ଓ ତାହାକୁ ପାଣି ରେ ପକଇେ ଦେଲେ।

Cross references

ଲୂକଲିଖିତ ସୁସମାଚାର 16:8

ପରେ ମାଲିକ ସହେି ଅସାଧୁ ଗୁମାସ୍ତାଙ୍କର ପ୍ରଶଂସା କଲେ। କାରଣ ଗୁମାସ୍ତା ଚତୁରତାର ସହିତ କାମ ତୁଲଇେ ଦେଲେ। ତାହାଙ୍କ ଭଳି, ଅନ୍ଯଲୋକମାନଙ୍କ ସହିତ ବ୍ଯବସାୟ କରିବା ରେ ଏହି ସାଂସାରିକ ଲୋକମାନେ ଆଧ୍ଯାତ୍ମିକ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 3:7

ସମୟ ଥିଲା, ଯେତବେେଳେ ଏଗୁଡ଼ିକ ମାେ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ଖ୍ରୀଷ୍ଟଙ୍କ ହତେୁ ସଗେୁଡ଼ିକର କିଛି ମୂଲ୍ଯ ନାହିଁ।

Interlinear

Choose Theme