Home Bibles ଗୀତସଂହିତା 107:5 · ଓଡ଼ିଆ ବାଇବେଲ
ଗୀତସଂହିତା 107:5 · ଓଡ଼ିଆ ବାଇବେଲ

ସମାନେେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ ଏବଂ ସମାନେେ ଦୁର୍ବଳ ହାଇୟୋଇଥିଲେ।

Cross references

ଯାତ୍ରା ପୁସ୍ତକ 16:3

ଲୋକମାନେ କହିଲେ, ଏହା ବହୁତ ଭଲ ହାଇେଥାନ୍ତା, ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମିଶର ରେ ହତ୍ଯା କରିଥାନ୍ତେ। ସଠାେରେ ଆମ୍ଭର ପ୍ରଚୁର ଖାଦ୍ୟ ଥିଲା। ଆମ୍ଭେ ଆବଶ୍ଯକ ପରିମାଣର ଖାଦ୍ୟ ସଠାେରେ ପାଉଥିଲୁ। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଏଠାକୁ ଆଣିଲ। ତୁମ୍ଭେ ଏଠା ରେ ଆମ୍ଭକୁ ଭୋକରେ ମାରିବାକୁ ଚାହଁ କି?

ଯାତ୍ରା ପୁସ୍ତକ 17:3

କିନ୍ତୁ ଲୋକମାନେ ପାଣି ପାଇଁ ଅତି ତୁଷାର୍ତ୍ତ ଥିଲେ। ତେଣୁ ସମାନେେ ମାଶାଙ୍କେୁ ପାଣି ପାଇଁ ଅଭିଯୋଗ କରିବାରୁ ନିବୃତ୍ତ ହେଲେ ନାହିଁ। ଲୋକମାନେ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ମିଶରରୁ ଆଣିଲ? ତୁମ୍ଭେ କ'ଣ ଏଇଥିପାଇଁ ଆଣିଲ ଯେ, ଆମ୍ଭେ ଆମ୍ଭର ପିଲାମାନେ ଓ ଆମ୍ଭର ପଶୁମାନେ ପାଣିବିନା ଏହିଠା ରେ ମରିବା ପାଇଁ?

ବିଚାରକର୍ତାମାନଙ୍କ ବିବରଣ 15:18

ଶାମ୍ଶାେନ୍ ବହକ୍ସ୍ଟତ ତୃଷାର୍ତ୍ତ ଥିଲେ। ତେଣୁ ସେ ସଦାପ୍ରଭୁଙ୍କୁ ନିବଦନେ କଲେ, ମୁ ତୁମ୍ଭର ଦାସ, ତୁମ୍ଭେ ମାେତେ ମହତ ବିଜଯ ଦିଅ। ଏବେ ମୁ ଶୋଷ ରେ ମରକ୍ସ୍ଟଛି। ମୁ ଅସକ୍ସ୍ଟନ୍ନତ ଲୋକମାନଙ୍କ ହସ୍ତ ରେ ପଡିବାକକ୍ସ୍ଟ ଯାଉଛି, ତେଣୁ ମାେତେ ରକ୍ଷା କର।

ପ୍ରଥମ ଶାମୁୟେଲ 30:11

ଦାଉଦଙ୍କର ଲୋକମାନେ କ୍ଷତେ ରେ ଜଣେ ମିଶରୀଯକକ୍ସ୍ଟ ପାଇଲେ। ତାଙ୍କୁ ସମାନେେ ଦାଉଦଙ୍କ ନିକଟକକ୍ସ୍ଟ ଆଣିଲେ। ସମାନେେ ତାହାକକ୍ସ୍ଟ ଖାଦ୍ୟ ଓ ପାନୀଯ ଦେଲେ।

ଦିତୀୟ ଶାମୁୟେଲ 17:29

ସମାନେେ ମଧ୍ଯ ମହକ୍ସ୍ଟ, ଦହୀ, ମଷେ ଏବଂ ଲହକ୍ସ୍ଟଣୀ ଆଣିଲେ। ସମାନେେ ଏହିସବୁ ସାମଗ୍ରୀଗକ୍ସ୍ଟଡିକ ଦାଉଦ ଓ ତାଙ୍କର ଲୋକମାନଙ୍କୁ ଆଗ ରେ ଉତ୍ସର୍ଗ କଲେ। କାରଣ ସମାନେେ କହିଲେ, ଲୋକମାନେ ମରକ୍ସ୍ଟଭୂମିରେ ନିଶ୍ଚିତ କ୍ଷକ୍ସ୍ଟଧାର୍ତ୍ତ, କ୍ଲାନ୍ତ ଓ ତୃଷାର୍ତ୍ତ ହାଇେଥିବେ।

ଯିଶାଇୟ 44:12

କର୍ମକାର ପ୍ରତିମା ଗଢ଼ିଲାସବଲଳ ଲାଲ୍ ଉତ୍ତପ୍ତ ଅଙ୍ଗାରସର କର୍ମ କଲର ଓ ନିଜର ବଳିଷ୍ଠ ବାହୁ ସାହାୟ୍ଯସର ହାତୁଡ଼ିସର ତାହାର ଆକାର ତିଆରି କଲର,ସଯଲତଲବଲଳସସ କ୍ଷୁଧାର୍ତ୍ତ ହୁଏ, ତା'ର ଶକ୍ତି ହରାଏ ଓ ଜଳପାନ ନ କଲଲ ଦୁର୍ବଳସହାଇୟାଏ।

ଯିରିମିୟ 14:18

ଆମ୍ଭେ ଯବେେ ବାହାର ହାଇେ କ୍ଷେତ୍ରକୁ ୟାଉଁ, ତବେେ ସଠାେ ରେ ଖଡ୍ଗାହତ ଲୋକଙ୍କୁ ଦେଖୁ। ପୁଣି ଯବେେ ନଗର ରେ ପ୍ରବେଶ କରୁ ତବେେ ସଠାେ ରେ ଦୁର୍ଭିକ୍ଷ ପୀଡ଼ିତ ଲୋକ ଦେଖୁ। କାରଣ ଭବିଷ୍ଯତ୍ ବକ୍ତା ଓ ଯାଜକ ଉଭୟ ଯଦିଓ ଦେଶ ରେ ଭ୍ରମଣ କରନ୍ତି, ସମାନେେ କିଛି ଜାଣନ୍ତି ନାହିଁ।'

ଯିରିମିୟଙ୍କ ବିଳାପ 2:19

ଉଠ, ରାତ୍ରିର ପ୍ରେତ୍ୟକକ ପ୍ରହରର ଆରମ୍ଭ ରେ ଆର୍ତ୍ତସ୍ବର କର; ସଦାପ୍ରଭୁଙ୍କ ସମ୍ମୁଖ ରେ ତୁମ୍ଭର ହୃଦଯ ଜଳପରି ଢ଼ାଳି ଦିଅ; ତୁମ୍ଭର ସନ୍ତାନସନ୍ତତିଙ୍କ ପ୍ରାଣରକ୍ଷା ପାଇଁ ତାଙ୍କ ସମ୍ମୁଖ ରେ ହାତୟୋଡ଼ି ପ୍ରାର୍ଥନା କର। କାରଣ ସମାନେେ ପ୍ରେତ୍ୟକକ ସଡ଼କ ମୁଣ୍ଡ ରେ କ୍ଷୁଧା ରେ ଛଟପଟ ହେଉଛନ୍ତି।

ମାର୍କଲିଖିତ ସୁସମାଚାର 8:2

ଏ ଲୋକମାନଙ୍କ ପାଇଁ ମାେତେ ବଡ ଦୁଃଖ ଲାଗୁଛି। ସମାନେେ ମାେ ସହିତ ତିନି ଦିନ ହେଲା ଅଛନ୍ତି। ଅଥଚ ବର୍ତ୍ତମାନ ସମାନଙ୍କେ ପାଖ ରେ ଖାଇବାକୁ କିଛି ନାହିଁ।

Interlinear

Choose Theme