Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 27:15 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 27:15 · ଓଡ଼ିଆ ବାଇବେଲ

ଏହା ଜାହାଜକୁ ଆଘାତ କରି ସମୁଦ୍ର ଭିତରକୁ ଠଲେି ନଲୋ। ଜାହାଜ ପବନ ରେ ସ୍ଥିର ହାଇେ ରହି ନପାରିବାରୁ ଆମ୍ଭେ ତାକୁ ଭାସିୟିବା ପାଇଁ ଛାଡ଼ି ଦଲେୁ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 27:27

ଝଡ଼ର ଚ଼ଉଦ ଦିନ ରେ ପ୍ରାୟ ମଧ୍ଯ ରାତ୍ରି ସମୟରେ ଆମ୍ଭ ଜାହାଜ ଆଦ୍ରିଯା ସମୁଦ୍ରର ପାଖ ରେ ଭାସୁଥିଲା। ଆମ୍ଭ ନାବିକମାନେ କୌଣସି ସ୍ଥଳ ଭାଗ ରେ ନିକଟବର୍ତ୍ତୀ ହାଇେଛନ୍ତି ବୋଲି ସନ୍ଦହେ କଲେ।

ଯାକୁବଙ୍କ ପତ୍ 3:4

ସମୁଦ୍ରର ଜାହାଜ କ୍ଷେତ୍ର ରେ ମଧ୍ଯ ସହେିପରି ହାଇେଥାଏ। ଜାହାଜଟି ଆକାର ରେ ବହୁତ ବଡ଼ ଓ ଏହା ପ୍ରବଳ ପବନ ଦ୍ବାରା ଚାଳିତ ହାଇେଥାଏ। କିନ୍ତୁ େଛାଟ ମଙ୍ଗଟି ସହେି ବଡ଼ ଜାହାଜଟିକୁ ନିୟନ୍ତ୍ରିତ କରିଥାଏ। ଯେଉଁ ଲୋକ ଏହି ୟନ୍ତ୍ରଟିକୁ ଚାଳନା କରେ, ସେ ସ୍ଥିର କରେ ଯେ, ଜାହାଜଟି କେଉଁଠାକୁ ୟିବ। ସେ ଲୋକ ଯେଉଁଠାକୁ ଚା ହେଁ, ଜାହାଜଟି ସଠାେକୁ ଯାଏ। ଆମ୍ଭ ଜିହ୍ବା ନିମନ୍ତେ ମଧ୍ଯ ଏହି ବିଷୟ ସମାନ ଅଟେ।

Interlinear

Choose Theme