ଫେଷ୍ଟ ତାହାଙ୍କ ପରାମର୍ଶ ଦାତାମାନଙ୍କ ସହିତ ଏ ବିଷୟ ରେ କଥା ହେଲେ। ସେ କହିଲେ, ତୁମ୍ଭେ କାଇସରଙ୍କ ନିକଟରେ ଆବଦନେ କରିଛ। ତେଣୁ ତୁମ୍ଭେ ତାହାଙ୍କ ନିକଟକୁ ୟିବ।
Cross references
ହେ ପରମେଶ୍ବର, ଯେତବେେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କୋର୍ଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।
ଶଷେ ରେ କ'ଣ ଘଟିବ ଆମ୍ଭେ ଆଦ୍ଯରୁ କହିଥାଉଁ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ଯ ସାଧିତ ହବେ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ।
ପ୍ରଭୁଙ୍କର ଆଜ୍ଞା ନ ହେଲେ, ଜଣେ ଯାହା କହିବାର ଘଟେ ନାହିଁ।
ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ବର୍ଗୀଯ ଶକ୍ତି ବଳ ରେ ପରମେଶ୍ବର ନିଜ ଇଚ୍ଛାନୁସା ରେ ପୃଥିବୀ ନିବାସୀମାନଙ୍କ ମଧିଅରେ କାର୍ୟ୍ଯ କରନ୍ତି। କହେି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନପା ରେ ଓ କହେି ତାଙ୍କୁ କିଛି ପ୍ରଶ୍ନ କରି ନପା ରେ।
ପାଉଲ ଏସବୁ ଘଟଣା ପରେ ମାକିଦନିଆ ଓ ଆଖାଯା ବାଟ ଦଇେ ୟିରୁଶାଲମ ୟିବା ପାଇଁ ନିର୍ଣ୍ଣୟ କଲେ। ସେ କହିଲେ ଯେ, ୟିରୁଶାଲମ ଗଲାପରେ ମୁଁ ରୋମକୁ ୟିବା କଥା।
ସହେି ରାତି ରେ ପ୍ରଭୁ ପାଉଲଙ୍କ ପାଖ ରେ ଠିଆ ହାଇେ କହିଲେ, ସାହସୀ ହୁଅ। ତୁମ୍ଭେ ମାେ ବିଷୟ ରେ ୟିରୁଶାଲମ ରେ ଯେପରି ସାକ୍ଷ୍ଯ ଦଇେଛ ଠିକ୍ ସହେିପରି ରୋମ ରେ ମଧ୍ଯ ଦବେ।
କିନ୍ତୁ ପାଉଲ ବନ୍ଦୀଗୃହ ରେ ରହିବା ପାଇଁ ଓ ସମ୍ରାଟଙ୍କ ଦ୍ବାରା ବିଚ଼ାର ହବୋ ପାଇଁ ଅନୁରୋଧ କଲେ। ତେଣୁ ମୁଁ ତାହାକୁ ସମ୍ରାଟଙ୍କ ପାଖକୁ ପଠାଇବାର ବ୍ଯବସ୍ଥା କରିବା ପର୍ୟ୍ଯନ୍ତ ବନ୍ଦୀଗୃହ ରେ ରହିବା ପାଇଁ ଆଦେଶ ଦଲେି।
ଅଗ୍ରିପ୍ପା ଫେଷ୍ଟଙ୍କୁ କହିଲେ, ଆମ୍ଭେ ଏହି ଲୋକକୁ ମୁକ୍ତି ଦଇପୋରିଥାନ୍ତୁ, କିନ୍ତୁ ସେ ଯଦି କାଇସରଙ୍କୁ ଆବଦନେ କରି ନଥାଆନ୍ତା।
ତା'ପରେ ଆମ୍ଭେ ରୋମ ଗଲୁ, ପାଉଲଙ୍କୁ ରୋମ ରେ ଏକାକୀ ରହିବା ପାଇଁ ଅନୁମତି ମିଳିଲା। କିନ୍ତୁ ତାହାଙ୍କ ପାଖ ରେ ଜଣେ ସୈନିକ ସବୁବେଳେ ଜଗି ରହିଲା।
ଅତଏବ, ମୁଁ ଏହି ସବୋମୂଳକ କର୍ମ ଏକାଠି ଶଷେ କରିସାରିବା ପରେ ଏବଂ ଏହି ଧନକୁ ସୁରକ୍ଷିତ ଭାବରେ ୟିରୁଶାମଲର ଗରିବମାନଙ୍କୁ ଦଲୋ ପରେ ତୁମ୍ଭମାନଙ୍କ ନଗର ବାଟ ଦଇେ ସ୍ପନେ ୟିବି। ଗଲା ବାଟରେ ମୁଁ ତୁମ୍ଭମାନଙ୍କୁ ଦଖାେ କରିବି ଓ ସଠାେରେ ରହିବି।
ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଜଣାଇଦବୋକୁ ଇଚ୍ଛା କରେ ଯେ ମାେ ପ୍ରତି ଯାହା କିଛି ଘଟିଛି, ତାହା ସୁସମାଚାର ପ୍ରଚାର କରିବା ରେ ସାହାୟ୍ଯ କଲା।
ମାରେ ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହବେି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମାେ ଶରୀର ରେ ପ୍ରକାଶିତ କରିବି।