କିନ୍ତୁ ପାଉଲ ବନ୍ଦୀଗୃହ ରେ ରହିବା ପାଇଁ ଓ ସମ୍ରାଟଙ୍କ ଦ୍ବାରା ବିଚ଼ାର ହବୋ ପାଇଁ ଅନୁରୋଧ କଲେ। ତେଣୁ ମୁଁ ତାହାକୁ ସମ୍ରାଟଙ୍କ ପାଖକୁ ପଠାଇବାର ବ୍ଯବସ୍ଥା କରିବା ପର୍ୟ୍ଯନ୍ତ ବନ୍ଦୀଗୃହ ରେ ରହିବା ପାଇଁ ଆଦେଶ ଦଲେି।
Cross references
ସହେି ସମୟରେ ରୋମୀୟ ଶାସନ ଅନ୍ତର୍ଗତ ସମସ୍ତ ଦେଖର ଲୋକମାନଙ୍କ ଉଦ୍ଦେଶ୍ଯ ରେ କାଇସର ଅଗଷ୍ଟଙ୍କର ଗୋଟିଏ ଆଜ୍ଞା ଘାଷେଣା କରାଗଲା। ଆଜ୍ଞାଟି କୁ ହେ ଯେ ସମସ୍ତେ ଜନଗଣନା ପାଇଁ ନିଜନିଜ ନାମର ପଞ୍ଜୀକରଣ କରିବେ।
ପାଉଲ କହିଲେ, ମୁଁ ବର୍ତ୍ତମାନ କାଇସରଙ୍କ ବିଚ଼ାର ଆସନ ସମ୍ମୁଖ ରେ ଠିଆ ହାଇେଛି। ଏଠା ରେ ହିଁ ମାରେ ବିଚ଼ାର ହବେ। ମୁଁ ଯିହୂଦୀୟମାନଙ୍କ ପ୍ରତି ଯେ କୌଣସି ଭୁଲ କରି ନାହିଁ, ଏହା ଆପଣ ଜାଣନ୍ତି।
ଅଗ୍ରିପ୍ପା ଫେଷ୍ଟଙ୍କୁ କହିଲେ, ଆମ୍ଭେ ଏହି ଲୋକକୁ ମୁକ୍ତି ଦଇପୋରିଥାନ୍ତୁ, କିନ୍ତୁ ସେ ଯଦି କାଇସରଙ୍କୁ ଆବଦନେ କରି ନଥାଆନ୍ତା।
ପ୍ରଥମଥର ନିଜକୁ ରକ୍ଷା କରିବା ପାଇଁ ମୁଁ ଅଦାଲତ ରେ ଠିଆ ହେଲା ବେଳେ କୌଣସି ଲୋକ ମାେତେ ସମର୍ଥନ କରିବାକୁ ଆଗଇେ ଆସି ନ ଥିଲା। ସମସ୍ତେ ମାେତେ ଛାଡ଼ି ଚାଲିଗଲେ। ମୁଁ ପ୍ରାର୍ଥନା କରେ ଯେ, ପ୍ରଭୁ ପରମେଶ୍ବର ସମାନଙ୍କେୁ କ୍ଷମା କରନ୍ତୁ। କିନ୍ତୁ ପ୍ରଭୁ ମାେ ସହିତ ଥିଲେ।