Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 23:33 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 23:33 · ଓଡ଼ିଆ ବାଇବେଲ

ସମାନେେ କାଇସରୀଆ ରେ ପହଞ୍ଚି ରାଜ୍ଯପାଳକୁ ପତ୍ରଟି ଦେଲେ। ତା'ପରେ ସମାନେେ ପାଉଲଙ୍କୁ ତାହାଙ୍କ ହାତ ରେ ସମର୍ପଣ କଲେ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 8:40

କିନ୍ତୁ ଫିଲିପ୍ପ ଅଷ୍ଦୋଦ ନଗର ରେ ଦଖାଦେେଲେ ଓ କାଇସରୀଆ ନଗରକୁ ୟିବା ବାଟରେ ସବୁ ସହର ରେ ଲୋକମାନଙ୍କୁ ସୁସମାଚ଼ାର ପ୍ରଚ଼ାର କରି ଚ଼ାଲିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:23

ସନୋଧ୍ଯକ୍ଷ ଦୁଇ ଜଣ ସନୋପତିଙ୍କୁ ଡ଼ାକି କହିଲେ, ଆଜି ରାତି ନ'ଟା ବେଳେ କାଇସରୀଆକୁ ୟିବା ପାଇଁ 200 ପଦାତିକ ସୈନ୍ଯ, 70 ଜଣ ଅଶ୍ବାରୋହୀ, 200 ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:26

ମହାମହିମ ରାଜ୍ଯପାଳ ଫଲେୀକ୍ସଙ୍କୁ କ୍ଲାଉଦିଅ ଲୂସିଯାଙ୍କର ନମସ୍କାର।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:16

ତା'ପରେ ଆମ୍ଭେ ରୋମ ଗଲୁ, ପାଉଲଙ୍କୁ ରୋମ ରେ ଏକାକୀ ରହିବା ପାଇଁ ଅନୁମତି ମିଳିଲା। କିନ୍ତୁ ତାହାଙ୍କ ପାଖ ରେ ଜଣେ ସୈନିକ ସବୁବେଳେ ଜଗି ରହିଲା।

Interlinear

Choose Theme