ସମାନେେ ଚ଼ିତ୍କାର କରି ନିଜ ନିଜ ଲୁଗାପଟା ବାହାର କରି ଫୋପାଡ଼ି ଦେଲେ ଓ ଶୂନ୍ଯକୁ ଧୂଳି ଫୋପାଡ଼ିଲେ।
Cross references
ଏହିରୂପେ ଦାଉଦ ଓ ତାଙ୍କର ଲୋକମାନେ ତାଙ୍କ ବାଟରେ ଗଲେ। କିନ୍ତୁ ଶିମିଯି ତାଙ୍କୁ ପର୍ବତର ଅନ୍ୟ ପାଖର ରାସ୍ତା ରେ ଅନକ୍ସ୍ଟସରଣ କରୁଥିଲେ ଓ ଅଭିଶାପ ଦେଉଥିଲେ। ଏବଂ ସେ ତାଙ୍କୁ ପଥର ଫିଙ୍ଗିଥାଏ ଓ ଧୂଳି ପକାଉ ଥାଏ।
ମୁର୍ଖ ପଥରେ ଗମନ କଲା ବେଳେ ତାହାର ବୁଦ୍ଧିର ଅଭାବ ଦଖାୟୋଏ। ପୁଣି ସେ ପ୍ରେତ୍ୟକକକୁ କ ହେ ଯେ ସେ ମୂର୍ଖ।
ତୁମ୍ଭମାନେେ ପରମେଶ୍ବରଙ୍କ ଦୂତ ଦ୍ବାରା ମାଶାଙ୍କେୁ ଦିଆଯାଇଥିବା ବ୍ଯବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ଯ ହାଇନୋହଁ।
ସମାନେେ ତାହାଙ୍କୁ ନଗର ବାହାରକୁ ଟାଣି ନଇେ ପଥର ମାରିବା ଆରମ୍ଭ କରି ଦେଲେ। ସାକ୍ଷୀମାନେ ଶାଉଲ ନାମକ ଜଣେ ୟୁବକର ପାଖ ରେ ସମାନଙ୍କେର ଲୁଗାପଟା ରଖିଲେ।
ମୁଁ ସମାନଙ୍କେୁ ଖ୍ରୀଷ୍ଟଙ୍କ ବିରୁଦ୍ଧ ରେ କହିବା ପାଇଁ ବାଧ୍ଯ କରିଥିଲି। ମୁଁ ସମାନଙ୍କେ ବିରୁଦ୍ଧ ରେ ଏତେ ଭୀଷଣ ଭାବରେ ରାଗି ଯାଇଥିଲି ଯେ ସମାନଙ୍କେୁ ଅତ୍ଯାଚ଼ାର କରିବା ପାଇଁ ବିଦେଶୀ ନଗରଗୁଡ଼ିକୁ ମଧ୍ଯ ଯାଇଥିଲି।