Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 21:22 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 21:22 · ଓଡ଼ିଆ ବାଇବେଲ

ତେଣୁ ଆମ୍ଭକୁ କ'ଣ କରିବା ଉଚ଼ିତ୍? ତୁମ୍ଭେ ଯେ ଏଠାକୁ ଆସିଛ, ଏହା ସମାନେେ ନିଶ୍ଚୟ ଶୁଣିବାକୁ ପାଇବେ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 15:12

ତା'ପରେ ସମସ୍ତେ ନୀରବ ହାଇଗେଲେ। ସମାନେେ ବର୍ଣ୍ଣବ୍ବା ଓ ପାଉଲଙ୍କ କଥା ଶୁଣିଲେ। ପରମେଶ୍ବର ଅନ୍ୟ ଜାତୀୟମାନଙ୍କ ମଧିଅରେ ସମାନଙ୍କେ ଜରିଆ ରେ, ଯେଉଁସବୁ ଆଶ୍ଚର୍ୟ୍ଯକର୍ମ ଓ ଚ଼ିହ୍ନମାନ କହିଥିଲେ, ସେ ସବୁ ପାଉଲ ଓ ବର୍ଣ୍ଣବ୍ବା ବର୍ଣ୍ଣନା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:22

ଏହାପରେ ପ୍ ରରେିତ, ପ୍ରାଚ଼ୀନ ଓ ସମଗ୍ର ମଣ୍ଡଳୀ ସମାନଙ୍କେ ମଧ୍ଯରୁ କେତକେ ଲୋକଙ୍କୁ ବାଛିଲେ। ସମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ସମାନଙ୍କେୁ ଆନ୍ତିୟଖିଆକୁ ପଠାଇବା ପାଇଁ ସ୍ଥିର କଲେ। ସମାନେେ ଯିହୁଦା ଯାହାଙ୍କର ଅନ୍ୟ ନାମ ଥିଲା, ବର୍ଣ୍ଣବ୍ବା ଓ ଶୀଲାଙ୍କୁ ବାଛିଲେ। ଏହିମାନେ ଭାଇମାନଙ୍କ ମଧିଅରେ ନେତା ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:32

ଏହି ସମୟ ଭିତ ରେ ନାନା ଲୋକ ନାନା କଥା କହିଲେ ଓ ପାଟିକେଲ। ଅଧିକାଂଶ ଲୋକମାନେ ସମାନଙ୍କେର ଏକାଠି ହବୋର କାରଣ ଜାଣି ନଥିଲେ। ଏହା ଫଳ ରେ ସଭା ରେ ପାଟିତୁଣ୍ଡ ହେଉଥିଲା।

Interlinear

Choose Theme