Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 20:10 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 20:10 · ଓଡ଼ିଆ ବାଇବେଲ

ପାଉଲ ତଳକୁ ଆସି ଆଣ୍ଠଇେ ପଡ଼ିଲେ, ଓ ତାହାକୁ ନିଜ ହାତ ରେ ଟକେି ନେଲେ ଓ କହିଲେ, ତୁମ୍ଭମାନେେ ବ୍ଯସ୍ତ ହୁଅ ନାହିଁ। ସେ ଏବେ ଜୀବିତ ହବେ।

Cross references

ପ୍ରଥମ ରାଜାବଳୀ 17:21

ତା'ପରେ ଏଲିଯ ବାଳକ ଉପରେ ତିନିଥର ନିଜକୁ ଲମ୍ବାଇ ଦେଲେ। ତା'ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ହେ ସଦାପ୍ରଭୁ ମାରେ ପରମେଶ୍ବର, ଏହି ମୃତ ଶରୀରକୁ ଜୀବନ ପ୍ରଦାନ କର।

ଦିତୀୟ ରାଜାବଳୀ 4:34

ଇଲୀଶାୟ ଶୟ୍ଯା ଉପରକୁ ୟାଇ ବାଳକଟିର ଉପରେ ଶଯନ କଲେ। ପୁଣି ତାହାର ମୁଖ ଉପରେ ଆପଣା ମୁଖ, ତାହାର ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହାର ହାତ ଉପରେ ଆପଣା ହାତ ରଖିଲେ। ବାଳକର ଶରୀରଟି ଉଷ୍ନ ହବୋ ପର୍ୟ୍ଯନ୍ତ ସେ ତାହା ଉପରେ ନିଜକୁ ଲମ୍ବଇେ ରଖିଲେ।

ମାଥିଉଲିଖିତ ସୁସମାଚାର 9:23

ତା'ପରେ ଯୀଶୁ ଯୀହୂଦୀ ପ୍ରାର୍ଥନାଗୃହର ଅଧ୍ଯକ୍ଷଙ୍କ ଘ ରେ ପହନ୍ଚିଲେ। ସଠାେରେ ବଂଶୀବାଦକମାନେ ସମାଧି ଜନିତ ବଂଶୀ ବଜାଉଥିଲେ। ଝିଅଟି ମରିଯାଇଥିବାରୁ ଲୋକେ କାନ୍ଦୁଥିଲେ।

ମାର୍କଲିଖିତ ସୁସମାଚାର 5:39

ଯୀଶୁ ଘର ଭିତ ରେ ପ୍ରବେଶ କରି ଲୋକମାନଙ୍କୁ କହିଲେ, ତୁମ୍ଭେ ସବୁ କାହିଁକି ଏତେ ପାଟିତୁଣ୍ଡ ଓ କନ୍ଦାକଟା କରୁଛ? ଏ ପିଲାଟି ମରି ନାହିଁ, ସେ କବଳେ ଶୋଇ ଯାଇଛି।

ଲୂକଲିଖିତ ସୁସମାଚାର 7:13

ସହେି ବିଧବାକୁ ଦେଖି ଯୀଶୁଙ୍କ ମନ ରେ କରୁଣା ଜାତ ହେଲା। ସେ ତାକୁ କହିଲେ, କାନ୍ଦ ନାହିଁ।

ଯୋହନଲିଖିତ ସୁସମାଚାର 11:11

ଯୀଶୁ ଏକଥା କହିବା ସାରିବା ପରେ, କହିଲେ, ଆମ୍ଭର ବନ୍ଧୁ ଲାଜାର ବର୍ତ୍ତମାନ ଶାଇେଛନ୍ତି। ମୁଁ ତାହାଙ୍କୁ ଉେଠଇବା ପାଇଁ ସଠାେକୁ ଯାଉଛି।

ଯୋହନଲିଖିତ ସୁସମାଚାର 11:40

ଯୀଶୁ ତାହାଙ୍କୁ କହିଲେ, ମୁଁ ତୁମ୍ଭକୁ ଯାହା କହିଥିଲି, ତାହା ମନେପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ବାସ କରିବ ତବେେ ପରମେଶ୍ବରଙ୍କର ଗୌରବ ଦେଖି ପାରିବ।

Interlinear

Choose Theme