ରେରିତମାନଙ୍କ କାର୍ଯ୍ୟର ବିବରଣ 19:31 · ଓଡ଼ିଆ ବାଇବେଲ
ସହେି ଦେଶର କେତକେ ନେତାମାନେ ପାଉଲଙ୍କର ବନ୍ଧୁ ଥିଲେ। ସମାନେେ ତାହାଙ୍କୁ ଖଳପେଡ଼ିଆ ପାଖକୁ ନ ୟିବାପାଇଁ ଅନୁ ରୋଧ କରି ଖବର ପଠାଇଲେ।
Cross references
ହିତୋପଦେଶ 16:7
ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତି ରେ ରହିବା ପାଇଁ ବାଧ୍ଯ କରନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 16:6
ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନେ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦଇଗେଲେ। ସମାନଙ୍କେୁ ପବିତ୍ରଆତ୍ମା ଏସିଆ ରେ ପ୍ରଭୁଙ୍କର କଥା ପ୍ରଚ଼ାର କରିବାକୁ ଅନୁମତି ଦେଲେ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:10
ଏହିପରି ଦୁଇ ବର୍ଷ ବିତିଗଲା, ଏଥିପାଇଁ ଏସିଆର ସମସ୍ତ ବାସିନ୍ଦାମାନେ ଅର୍ଥାତ୍ ଉଭୟ ଯିହୂଦୀୟ ଓ ଗ୍ରୀକ୍ମାନେ ପ୍ରଭୁଙ୍କ କଥା ଶୁଣିବାକୁ ପାଇଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 21:12
ଆମ୍ଭମାନେେ ଓ ଅନ୍ୟ ବିଶ୍ବାସୀମାନେ ଏହି କଥା ଶୁଣି ପାଉଲଙ୍କୁ ୟିରୂଶାଲମ ନୟିବା ପାଇଁ ବହୂତ ଅନୁ ରୋଧ କଲୁ।