ଏକଥା ଏଫିସ ନଗରର ସମସ୍ତ ଯିହୂଦୀୟ ଓ ଗ୍ରୀକ୍ମାନେ ଜାଣି ଭୟ କଲେ। ଏହାଦ୍ବାରା ପ୍ରଭୁ ଯୀଶୁଙ୍କର ନାମ ଅଧିକ ଗୌରବାନ୍ବିତ ହେଲା।
Cross references
ମାଶାେ ହାରୋଣଙ୍କୁ କହିଲେ, ସଦାପ୍ରଭୁ କୁହନ୍ତି, ' ଯେଉଁମାନେ ମାେ ନିକଟକୁ ଆସନ୍ତି, ସମାନେେ ଚିହ୍ନିବା ଉଚିତ୍ ଯେ, ମୁଁ ପବିତ୍ର କାରଣ ସବୁ ଲୋକଙ୍କ ସମ୍ମୁଖ ରେ ମୁଁ ଗୌରବାନ୍ବିତ ହବେି।' ତେଣୁ ହାରୋଣ ନିଜ ପୁତ୍ରମାନଙ୍କ ମୃତ୍ଯୁ କଥା ନ କହି ନୀରବ ରହିଲେ।
ଏବଂ ବୈଥ-ଶମେଶର ଲୋକମାନେ କହିଲେ, ସଦାପ୍ରଭୁ ପବିତ୍ର ପରମେଶ୍ବରଙ୍କ ଉପସ୍ଥିତି ରେ କିଏ ଛିଡା ହାଇପୋ ରେ? ଏଠାରକ୍ସ୍ଟ କେଉଁଠାକକ୍ସ୍ଟ ଏହି ସିନ୍ଦକ୍ସ୍ଟକକକ୍ସ୍ଟ ନିଆୟିବ?
ସହେି ଦିନ ଦାଉଦ ସଦାପ୍ରଭୁଙ୍କୁ ଭୟ କଲେ। ଦାଉଦ ଭାବିଲେ, ମୁ କିପରି ପ୍ରଭକ୍ସ୍ଟଙ୍କର ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ମାେ ପାଖକକ୍ସ୍ଟ ଆଣିବି।
ତା' ହେଲେ ପ୍ରେତ୍ୟକକ ବ୍ଯକ୍ତି ଭୟଭୀତ ହବେେ। ସମାନେେ ପରମେଶ୍ବରଙ୍କର କାର୍ୟ୍ଯ ବିଷଯରେ କହିବେ ଏବଂ ସେ ୟାହା କରିଛନ୍ତି ସମାନେେ ତାହା ଶିକ୍ଷା କରିବେ।
ତାହାଙ୍କର ସମସ୍ତ ପଡ଼ୋଶୀ ଭୟଭୀତ ହେଲେ। ୟିହୂଦାର ସମସ୍ତ ପାହାଡିଆ ପ୍ରଦେଶ ରେ ଲୋକେ ଏହି ସବୁ ଘଟଣା ବିଷୟ ରେ ଚର୍ଚ୍ଚା କରିବାକୁ ଲାଗିଲେ।
ସବୁଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ପରମେଶ୍ବରଙ୍କ ମହିମା ଗାନ କଲେ। ସମାନେେ କହିଲେ, ଜଣେ ମହାନ ଭବିଷ୍ଯଦ୍ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା ଆହୁରି ମଧ୍ଯ ସମାନେେ କହିଲେ, ପରମେଶ୍ବର ନିଜ ଲୋକଙ୍କୁ ସାହାୟ୍ଯ କରିବା ପାଇଁ ଆସି ଯାଇଛନ୍ତି।
ପ୍ ରରେିତମାନେ ବହୁତ ଶକ୍ତିଶାଳୀ ଓ ବହୁତ ଆଶ୍ଚର୍ୟ୍ଯପୂର୍ଣ୍ଣ କାର୍ୟ୍ଯ କରୁଥିଲେ। ପ୍ରେତ୍ୟକକ ଲୋକର ଇଶ୍ବରଙ୍କ ପ୍ରତି ଅତି ଭକ୍ତି ଥିଲା।
ଏକଥା ଶୁଣିବା ମାତ୍ ରେ ହନନିୟ ଭୂମିରେ ପଡ଼ି ମରିଗଲା। ଏ କଥା ଶୁଣି ଲୋକମାନେ ବହୁତ ଡ଼ରିଗଲେ।
ମଣ୍ଡଳୀର ସମସ୍ତ ବିଶ୍ବାସୀ ଓ ଅନ୍ୟ ସମସ୍ତ ଲୋକ, ଯେଉଁମାନେ ଏ କଥା ଶୁଣିଲେ, ବହୁତ ଭୟଭୀତ ହେଲେ।
ସମାନଙ୍କେ ସହିତ ଏକତ୍ର ଠିଆ ହବୋପାଇଁ କହେି ହେଲେ ସାହାସ କଲେ ନାହିଁ। ସବୁଲୋକ ପ୍ ରରେିତମାନଙ୍କର ଖୁବ୍ ପ୍ରଶଂସା କଲେ।
ଯେତବେେଳେ ରାଜ୍ଯପାଳ ଏହା ଦେଖି, ସେ ପ୍ରଭୁଙ୍କ ଠା ରେ ବିଶ୍ବାସ କଲେ ସେ ପ୍ରଭୁଙ୍କର ଉପଦେଶ ଶୁଣି ବିସ୍ମିତ ହେଲେ।
ତା'ପରେ ସମାନେେ ଏଫିସ ନଗର ରେ ପହନ୍ଚିଲେ। ସଠାେରେ ପାଉଲ ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କୁ ଛାଡ଼ି ନିଜେ ସମାଜଗୃହ ରେ ପ୍ରବେଶ କଲେ ଓ ଯିହୂଦୀୟମାନଙ୍କ ସହିତ କଥାବାର୍ତ୍ତା କଲେ।
ମାରେ ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହବେି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମାେ ଶରୀର ରେ ପ୍ରକାଶିତ କରିବି।
ଖ୍ରୀଷ୍ଟ ପରମେଶ୍ବରଙ୍କ ବାଧ୍ଯ ହେଲେ, ତେଣୁ ପରମେଶ୍ବର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ। ପରମେଶ୍ବର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ।
ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କ ମାଧ୍ଯମ ରେ ମହିମାବାନ୍ ହେଉ। ଏହା ଆମ୍ଭେ ପ୍ରାର୍ଥନା କରୁ। ତୁମ୍ଭମାନେେ ମଧ୍ଯ ତାହାଙ୍କଠା ରେ ମହିମାବାନ ହାଇପୋରିବ। ଆମ୍ଭ ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦୟାରୁ ସହେି ମହିମା ପ୍ରାପ୍ତ ହୁଏ।
ଭାଇ ଓ ଭଉଣୀମାନେ ! ଏବେ ଆମ୍ଭ ପାଇଁ ପ୍ରାର୍ଥନା କର। ପ୍ରାର୍ଥନା କର, ଯେ ପ୍ରଭୁଙ୍କ ଶିକ୍ଷାଗୁଡ଼ିକ ଶୀଘ୍ର ପ୍ରସାରିତ ହବେ। ପ୍ରାର୍ଥନା କର, ତୁମ୍ଭମାନେେ ଯେଉଁଭଳି ସହେି ଶିକ୍ଷାକୁ ସମ୍ମାନ ଦଲେ, ଠିକ୍ ସହେିଭଳି ଲୋକେ ସହେି ଶିକ୍ଷାକୁ ସମ୍ମାନ ଦବେେ।
ଓ ପ୍ରେତ୍ୟକକ ବିଷୟ ତା' ନିୟନ୍ତ୍ରଣ ରେ ରଖିଅଛ। ଗୀତସଂହିତା 8:4-6
ସମାନେେ ଉଚ୍ଚ ସ୍ବର ରେ ଏହା କହୁଥିଲେ :