Home Bibles ଯୋହନଙ୍କ ତୃତୀୟ ପତ୍ର 1:8 · ଓଡ଼ିଆ ବାଇବେଲ
ଯୋହନଙ୍କ ତୃତୀୟ ପତ୍ର 1:8 · ଓଡ଼ିଆ ବାଇବେଲ

ତେଣୁ ଆମ୍ଭେ ସହେି ଭାଇମାନଙ୍କୁ ସାହାୟ୍ଯ କରିବା ଉଚିତ। ଆମ୍ଭେ ତାହାଙ୍କୁ ସାହାୟ୍ଯ କରିବା ଦ୍ବାରା ଆମ୍ଭେ ସତ୍ଯ ନିମନ୍ତେ ସମାନଙ୍କେର କାର୍ୟ୍ଯ ରେ ଭାଗୀଦାର ହାଇପୋରିବା।

Cross references

ଗୀତସଂହିତା 94:16

ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମାେତେ ସାହାୟ୍ଯ କରିବ ? ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମାେ ସହିତ ଠିଆ ହବେ ?

ମାଥିଉଲିଖିତ ସୁସମାଚାର 10:14

ଯଦି କହେି ହେଲେ ତୁମ୍ଭର ସ୍ବାଗତ କରୁ ନାହାଁନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାଁନ୍ତି, ତବେେ ସେ ଘର ବା ନଗର ଛାଡିଦିଅ। ତୁମ୍ଭ ପାଦ ରେ ଲାଗିଥିବା ଧୂଳି ମଧ୍ଯ ସହେିଠା ରେ ଝାଡିଦିଅ।

ମାଥିଉଲିଖିତ ସୁସମାଚାର 10:40

ଯେଉଁ ଲୋକ ତୁମ୍ଭକୁ ସ୍ବୀକାର କରେ, ସେ ମାେତେ ମଧ୍ଯ ସ୍ବୀକାର କରେ, ଯେଉଁ ଲୋକ ମାେତେ ସ୍ବୀକାର କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କକୁ ମଧ୍ଯ ସ୍ବୀକାର କରେ।

ଲୂକଲିଖିତ ସୁସମାଚାର 11:7

ତୁମ୍ଭ ସାଙ୍ଗ ଘର ଭିତରୁ ଉତ୍ତର ଦେଲେ, 'ତୁମ୍ଭେ ଚାଲିଯାଅ। ମାେତେ ହଇରାଣ କରନାହିଁ। ଦୁଆର ବନ୍ଦ ହାଇଗେଲାଣି। ମୁଁ ଓ ମାେ ପିଲାମାନେ ଶାଇେବାକୁ ଗଲୁଣି, ତୁମ୍ଭକୁ ରୋଟୀ ଦବୋକୁ ମୁଁ ବର୍ତ୍ତମାନ ଉଠି ପାରିବି ନାହିଁ।'

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:5

ଆପଲ୍ଲ କ'ଣ ବିଶିଷ୍ଟ ଲୋକ ଅଟନ୍ତି ନା! ପାଉଲ ମହାନ୍ ଅଟନ୍ତି ? ନା! ଆମ୍ଭେ କବଳେ ପ୍ରଭୁଙ୍କର ସବେକ ଅଟୁ। ଆମ୍ଭେ ତାହାଙ୍କଠା ରେ ବିଶ୍ବାସ କରିବା ରେ ତୁମ୍ଭମାନଙ୍କୁ ସାହାୟ୍ଯ କରିଛୁ। ପ୍ରଭୁଙ୍କ ଦ୍ବାରା ଦିଆଯାଇଥିବା କାମ ହିଁ ଆମ୍ଭେ ସମ୍ପୂର୍ଣ୍ଣ କରିଛୁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:10

ତୀମଥି ତୁମ୍ଭମାନଙ୍କ ପାଖକୁ ଆସି ପାରନ୍ତି। ତୁମ୍ଭମାନଙ୍କ ମଧିଅରେ ସେ ଯେପରି ସ୍ବଚ୍ଛନ୍ଦ ରେ ରୁହନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କ ପ୍ରତି ମନୋୟୋଗୀ ହୁଅ। ମାେ ଭଳି ସେ ମଧ୍ଯ ପ୍ରଭୁଙ୍କ ପାଇଁ କାମ କରୁଛନ୍ତି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:1

ଆମ୍ଭମାନେେ ପରମେଶ୍ବରଙ୍କ ସହିତ କାମ କରୁଥିବା ହତେୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ବରଙ୍କ ଠାରୁ ଯେଉଁ ଅନୁଗ୍ରହ ତୁମ୍ଭମାନେେ ପାଇଛ, ତାହା ଯେପରି ବ୍ଯର୍ଥ ନ ଯାଏ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 7:2

ନିଜ ହୃଦୟ ରେ ଆମ୍ଭକୁ ସ୍ଥାନ ଦିଅ। ଆମ୍ଭେ କାହାରି ପ୍ରତି କୌଣସି ଭୁଲ କରି ନାହୁଁ। ଆମ୍ଭେ କାହାରି ବିଶ୍ବାସ ରେ ଆଞ୍ଚ ଆଣି ନାହୁଁ, କାହାକୁ ଘାଷେଣା କରି ନାହୁଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:23

ତିତସଙ୍କ ସମ୍ବନ୍ଧ ରେ ଏହା କୁ ହେ ଯେ, ସେ ମାରେ ସହକର୍ମୀ ଓ ସେ ମାେ ସହିତ କାର୍ୟ୍ଯ କରି ତୁମ୍ଭମାନଙ୍କୁ ସାହାୟ୍ଯ କରୁଛନ୍ତି। ଅନ୍ୟ ଭାଇମାନଙ୍କ ବିଷୟ ରେ ଏହା କ ହେ ଯେ, ସମାନେେ ବିଭିନ୍ନ ମଣ୍ଡଳୀଗୁଡ଼ିକରୁ ପଠା ଯାଇଛନ୍ତି, ଓ ଖ୍ରୀଷ୍ଟଙ୍କ ପାଇଁ ଗୌରବ ସ୍ବରୂପ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:3

ହେ ବନ୍ଧୁ, ତୁମ୍ଭେ ଯେ ହତେୁ ମାେ ସହିତ ବିଶ୍ବସ୍ତ ଭାବରେ ସବୋ କରୁଛ, ଯେଉଁ ସ୍ତ୍ରୀ ଲୋକମାନେ ମୁଁ ସୁସମାଚାର ପ୍ରଚାର କଲା ବେଳେ ମାେ ସହିତ ପରିଶ୍ରମ କରିଅଛନ୍ତି, ସମାନଙ୍କେୁ ସାହାୟ୍ଯ କର ବୋଲି ତୁମ୍ଭକୁ ମୁଁ ନିବଦନେ କରେ। ସମାନେେ କ୍ଲମେନ୍େସ ଏବଂ ମାରେ ଅନ୍ୟ ସହକାରୀମାନଙ୍କ ସହିତ ସବୋକାର୍ୟ୍ଯ କରିଛନ୍ତି। ସମାନଙ୍କେ ନାମ ଜୀବନ-ପୁସ୍ତକ288 ରେ ଲଖାେଅଛି।

କଲସୀୟଙ୍କ ପ୍ରତି ପତ୍ର 4:11

ୟୁସ୍ତ ନାମ ରେ ମଧ୍ଯ ଖ୍ଯାତ, (ଯୀଶୁ) ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ୟିହୁଦୀ ବିଶ୍ବାସୀମାନଙ୍କ ମଧିଅରେ କବଳେ ଏମାନେ ପରମେଶ୍ବରଙ୍କ ରାଜ୍ଯ ପାଇଁ ମାେ ସହିତ କାମ କରନ୍ତି। ସମାନେେ ଏପର୍ୟ୍ଯନ୍ତ ମାରେସାନ୍ତ୍ବନାର କାରଣ ହାଇେଛନ୍ତି।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 3:2

ଅତଏବ ଆଥୀନୀ ରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ବରଙ୍କ ଲାଗି ମାେ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରନ୍ତି। ତୁମ୍ଭମାନଙ୍କ ବିଶ୍ବାସ ରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ।

ଫିଲୀମୋନଙ୍କ ପ୍ରତି ପତ୍ର 1:2

ଆମ୍ଭର ପ୍ରିୟ ମିତ୍ର ଓ ସହକର୍ମୀ ଫିଲୀମାନେ, ଆମ୍ଭର ଭଉଣୀ ଆପ୍ପିଯା, ସାଥି ସୈନିକ ଆଖିପ୍ପ, ଓ ତୁମ୍ଭ ଘରଠା ରେ ଏକତ୍ରୀତ ହେଉଥିବା ଉପାସନା ମଣ୍ଡଳୀକୁ ପତ୍ର ଲେଖୁଛୁ।

ଫିଲୀମୋନଙ୍କ ପ୍ରତି ପତ୍ର 1:24

ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ଏମାନେ ମଧ୍ଯ ତୁମ୍ଭକୁ ନମସ୍କାର ଜଣାଉଛନ୍ତି।

ଯୋହନଙ୍କ ତୃତୀୟ ପତ୍ର 1:10

ମୁଁ ସଠାରୁେ ଆସିଲେ, ଦିୟତ୍ରିଫାର କାର୍ୟ୍ଯ ବିଷୟ ରେ କଥାବାର୍ତ୍ତା କରିବି। ସେ ଆମ୍ଭମାନଙ୍କ ବିଷୟ ରେ ମିଥ୍ଯା ଓ ମନ୍ଦ କଥାମାନ କହୁଛି। ଏହାଛଡ଼ା, ସେ ଖ୍ରୀଷ୍ଟଙ୍କ ପାଇଁ ସବୋ କରୁଥିବା ଭାଇମାନଙ୍କୁ ମଧ୍ଯ ସାହାୟ୍ଯ କରୁ ନାହିଁ। ଯେଉଁମାନେ ସହେି ଭାଇମାନଙ୍କୁ ସାହାୟ୍ଯ କରିବାକୁ ଚାହାଁନ୍ତି, ସମାନଙ୍କେୁ ମଧ୍ଯ ସେ ମନା କରୁଛି। ସେ ସମାନଙ୍କେୁ ମଣ୍ଡଳୀରୁ ବାହାର କରିଦିଏ।

Interlinear

Choose Theme