Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 17:21 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 17:21 · ଓଡ଼ିଆ ବାଇବେଲ

ଆଥୀନୀୟ ବାସିନ୍ଦାମାନେ ଓ ସଠାେରେ ରହୁଥିବା ବିଦେଶୀ ଲୋକମାନେ କିଛି କାର୍ୟ୍ଯ ନକରି କବଳେ ନୂତନ ବିଷୟମାନ ଶୁଣିବା ରେ ଓ କଥା କହିବା ରେ ସମୟ କାଟୁଥିଲେ।

Cross references

ଏଫିସୀୟଙ୍କ ପ୍ରତି ପତ୍ର 5:16

ଏହା ଅତ୍ଯନ୍ତ ମନ୍ଦ ସମୟ ହାଇେ ଥିବାରୁ, ଭଲ କାମ କରିବା ପାଇଁ ମିଳୁଥିବା କୌଣସି ସୁଯୋଗକୁ ଛାଡ଼ ନାହିଁ।

କଲସୀୟଙ୍କ ପ୍ରତି ପତ୍ର 4:5

ଅବିଶ୍ବାସୀ ଲୋକମାନଙ୍କ ସହିତ ବ୍ଯବହାର କଲା ବେଳେ ବୁଦ୍ଧି ସହ ବ୍ଯବହାର କର। ଯେତେ ଭଲ ଭାବରେ ପାରିବ ନିଜର ସମୟର ସଦୁପୟୋଗ କର।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:11

ତୁମ୍ଭମାନଙ୍କ ଦଳ ରେ କେତେ ଜଣ କାମ କରିବା ପାଇଁ ମନା କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ସମାନେେ କିଛି କରୁ ନାହାଁନ୍ତି। ସମାନେେ ଅନ୍ୟମାନଙ୍କ ଜୀବନ ରେ ହସ୍ତକ୍ଷପେ କରିବା ରେ ସମୟ ଅତିବାହିତ କରନ୍ତି।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:13

ସହେି ୟୁବତୀ ବିଧବାମାନେ ଘରକୁ ଘର ଅଯଥା ରେ ବୁଲାବୁଲି କରି ସମୟ ନଷ୍ଟ କରିବା ଶିଖନ୍ତି। ସମାନେେ ବଚସା କରିବା ଓ ଅନ୍ଯଲୋକଙ୍କ ଜୀବନ ବିଷୟ ରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। ଅନୁଚିତ କଥାଗୁଡ଼ିକ କୁହନ୍ତି।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:16

ପରମେଶ୍ବରଙ୍କଠାରୁ ଆସି ନ ଥିବା ନିରର୍ଥକ କଥାଗୁଡ଼ିକ କହୁଥିବା ଲୋକଙ୍କଠାରୁ ଦୂର ରେ ରୁହ। ସଭେଳି କଥା ପରମେଶ୍ବରଙ୍କଠାରୁ ଅଧିକରୁ ଅଧିକ ଦୂ ରଇେ ନବେ।

Interlinear

Choose Theme